ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ହଁ ବନ୍ଧୁଗଣ ବର୍ଷାଙ୍କର ଏମିତି ଏକ ବୋହୁ ବେଶ ଏବେ ସମସ୍ତଙ୍କୁ ଚମକେଇ ଦେଇଛି । ସେ ପୁଣି ଅନୁଭବ ଙ୍କ ଘରେ ଆପଣ ବି ଜାଣି ତାଜୁବ୍ ହେବେ ଏବଂ ଆପଣ ମାନେ ବି ଜାଣି ଆଶ୍ଚର୍ଯ୍ୟ ହେବେ । ତେବେ କାରଣ ଟି କଣ ଜାଣିବାକୁ ହେଲେ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ, ତେବେ ବନ୍ଧୁଗଣ ବର୍ଷାଙ୍କର ଏମିତି ବୋହୁ ବେଶ ତାଙ୍କର ଆଶୁଥିବା ନୂଆ ଚଳଚିତ୍ର ବିଜୟନି ପାଇଁ ବର୍ଷା ଙ୍କର ଆସୁଛି ବିଦେଶା କ୍ରାଫ୍ଟ ରେ ବିଜୟନି ଯେଉଁଥି ପାଇଁ ବର୍ଷା ନିଜର ସ୍ୱାମୀ ଅନୁଭବ ଙ୍କୁ ବି ବାଦ ପ୍ରତିବାଦ ମଧ୍ୟରେ ଶୁବେଚ୍ଛା ଜଣେଇଥିଲେ ।
ଏବଂ ଲୋକ ମାନେ ଏହାକୁ ବେଶ୍ ଟ୍ରୋଲ କରିଥିଲେ , ବର୍ଷାଙ୍କ ଏହି ଚଳଚିତ୍ର କୁ ଡିରେକ୍ସନ ଦେଉଛନ୍ତି ସବୁଠାରୁ କ୍ଷେତନାମା ଡିରେକ୍ଟର ରହିଛନ୍ତି । ଏବଂ ଲୋକ ମାନେ ଏହି ଚଳଚିତ୍ର କୁ ବହୁତ ପରିମାଣ ରେ ପସନ୍ଦ କରିଛନ୍ତି । ଏହିଥିରେ କମେଡି ଧର୍ମି ସହିତ ସିରିଏସ୍ ଭର୍ଷା ଷ୍ଚାଇଲ ଅଭିନେତ୍ରୀ ଭାବେ ଦେଖିବାକୁ ପାଇବେ । ଏହିଥିରେ ବର୍ଷା ମୂଖ୍ୟ ଭୂମିକା ରେ ଅଭିନୟ କରୁଥିବା ବେଳେ ଏହିଥିରେ ନାରୀ ଜାତୀ କୁ ପ୍ରାଧାନ୍ୟ ଦେଇଥିବାର ଦେଖିବା ପାଇଁ ମିଳିଛି ।
ତେବେ ବର୍ଷା ଙ୍କ ଏହି ଚଳଚିତ୍ର ଯେଉଁଠାରେ ସେ ନିଜେ ସ୍କ୍ରିଟ୍ ଲେଖିଥାନ୍ତି । କାହିଁକି ନା ବର୍ଷା ଏହିଥିରେ ନିଜେ ହିଁ ପ୍ରଡ୍ୟୁସର ଅଟନ୍ତି , ତେବେ ବର୍ଷା ଙ୍କ ଏହି ଚଳଚିତ୍ର ବି ସେମିତି ହୋଇଛି । ବର୍ଷା ଙ୍କ ଇଙ୍ଗିତରେ ସମସ୍ତ ଚଳଚିତ୍ର ର କାର୍ଯ୍ୟ ସମ୍ଭଳା ଜାଉଛି ।
ବର୍ଷା ଏଥିରେ ନିଜେ ଓକେ ନକହିବା ଯାଏ ସୁଟିଂ ଆରମ୍ଭ ହେଉ ନାହିଁ । ସେମିତି ରେ ଆଗାମୀ ସମୟ ରେ ଦେଖିବା କଥା କି ବର୍ଷା ଙ୍କ ଏହି ସଜବାଜ ଅନୁଭବ ଙ୍କ ଜିବନରେ କଣ ପରିବର୍ତନ ଆଣିପାରୁଛି କେବଳ ଦେଖିବାର ରହିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।