ଗଭୀର ପାଣିରେ ବୁଡିଯିବ ଓଡ଼ିଶାର ପାରାଦୀପ ସହ ଏହି ସବୁ ସହର !

se

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସମୁଦ୍ର ଜଳ ରେ ଲୀନ ହୋଇଯିବ ଭାରତ ର ଏହି 12 ଟି ଉପକୂଳ ବର୍ତ୍ତି ସହର ଆଉ ମାତ୍ର 79 ବର୍ଷ 2100 ମସିହା ବର୍ଷ ବେଳକୁ ଏହି 12 ଟି ସହର ପ୍ରାୟ 3 ଫୁଟ ପାଣି ରେ ବୁଡିଯିବ । ବର୍ତମାନ ସମୟ ରେ ପୃଥିବୀ ରେ କ୍ରମାଗତ ଭାବେ ତାପମାତ୍ରା ବଢଥିବାରୁ । ଆଣ୍ଟାକଟିକା ଅର୍ଥାତ୍ ଉତ୍ତର ମେରୁ ରେ ଜମା ହେଉଥିବା ବରଫ ବର୍ତମାନ ସମୟ ରେ ତରଳିବାରେ ଲାଗିଛି ।

ଏମିତି ରେ ପ୍ରଶାନ୍ତ ମହା ସାଗର ରେ ଅବସ୍ଥିତ ଦ୍ୱୀପାଞ୍ଚଳ ରୁ ଅଧିକାଶଂ ସ୍ଥାନ ଆଗାମୀ ସମୟ ରେ ସମୁଦ୍ର ମଧ୍ୟ କୁ ଯିବ । ଏବଂ ଏହାବି କେବଳ 5 ଦଶକ ମଧ୍ୟରେ । ତେବେ ଏହି ଅଞ୍ଚଳ ରେ ରହିଥିବା ପଲାଓ ଦେଶ ଟି ବର୍ତମାନ ସମୟ ରେ ସମୁଦ୍ର ମଧ୍ୟକୁ ଯିବାର ସ୍ଥିତି ରେ ରହିଛି । 1993 ପର ଠାରୁ ପ୍ରତି ବର୍ଷ ପ୍ରାୟ 35 ପ୍ରତିଶତ ଜଳ ସମୁଦ୍ର ରେ ବୃଦ୍ଧି ପାଇବାରେ ଲାଗିଛି ।

sa

ସେହି ପରି ମାଇକ୍ରୋ ନେସିଆ ପରି ଦ୍ୱୀପ ପୁଞକୁ ବି ଆପଣ ମାନେ ଆଗାମୀ ସମୟ ରେ ଦେଖିବା ପାଇଁ ପାଇବେ ନାହିଁ । ଏହା 270 ମାଇଲ ର ଅବସ୍ଥିତ ଏହି ଦ୍ୱୀପ ଆଗାମୀ ଦିନରେ ସଂମ୍ପର୍ଣ୍ଣ ଭାବେ ସମୁଦ୍ର ଗର୍ଭ ରେ ଲୀନ ହେବାକୁ ଜାଉଛି ଏବଂ ଏହାର କାରଣ ହେଲା ପ୍ରଶାନ୍ତ ମହାସାଗର ଅଞ୍ଚଳ ରେ ବୃଦ୍ଧି ପାଉ ଥିବା ତାପମାତ୍ରା ମେରୁ ର ସବୁ ବରଫ କୁ ତରଳିବା ଆରମ୍ଭ କରି ଥିବା ବେଳେ ଆଗାମୀ ସମୟ ରେ ଏମିତି ବହୁତ କିଛି କ୍ଷେତି ହେବାର ଆକଳନ କରିଛନ୍ତି । ଆମେରେକିୟ ବୈଜ୍ଞ୍ୟାନିକ ମାନେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *