ଘରେ ସ୍ୱସ୍ତିକ ଆଙ୍କିବା ଦ୍ୱାରା ଦୂର ହୋଇଥାଏ ଏହି ସବୁ ବଡ ସମସ୍ୟା!

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି ଘରେ ସ୍ୱସ୍ତିକ ଚିହ୍ନ ଅଙ୍କିତ କରିବା ଦ୍ୱାରା କଣ କଣ ସବୁ ସମସ୍ୟାରୁ ମୁକ୍ତି ମିଳେ । ଯେମିତି କି ଆପଣ ମାନେ ଜାଣନ୍ତି କି ଶୁଭତ୍ୱ ର ଦେବତା ହେଲେ ଭଗବାନ ଗଣେଷ ତାଙ୍କୁ ଅଗ୍ରପୂଜ୍ୟ ବୋଲି କୁହାଯାଏ । ତାଙ୍କର ପ୍ରତିକ ହେଲା ସ୍ୱସ୍ତିକ ସେଥିପାଇଁ ପ୍ରତ୍ୟେକ କାର୍ଯ୍ୟ ପୂର୍ବରୁ ସ୍ୱସ୍ତିକ ଚିହ୍ନ ଅଙ୍କନ କରାଯାଏ ।

Ganesha

ଖାସ କରି ମାଆ ଲକ୍ଷ୍ମୀ ଏବଂ ଗଣେଷ ଙ୍କ ପୂଜା ରେ ସ୍ୱସ୍ତିକ ଚିହ୍ନ କରାଯାଏ । ତେବେ ଆସନ୍ତୁ ଜାଣିନେବା ସ୍ୱସ୍ତିକ ସହିତ ଯୋଡିତ କିଛି ଖାସ କଥା ବିଷୟ ରେ । ଋକ୍ ବେଦ ରେ ସ୍ୱସ୍ତିକ କୁ ସୂର୍ଯ୍ୟ ସହିତ ସମାନ କରାଯାଏ । ଏହି ସ୍ୱସ୍ତିକ କୁ ଚାରି ଦିଗ ର ଉପମା ଦିଆଜାଇଛି । ଏହା ସହିତ ସ୍ୱସ୍ତିକ କୁ ବିଷ୍ଣୁ ଙ୍କ ପଦ୍ନ ନାଭି ରେଖା କୁ ବ୍ମହ୍ମା ଙ୍କ ଚାରି ମୂଖ ଚାରି ହାତ ଚାରି ଦେବ ରୂପେ ଉପସ୍ଥାପିତ କରାଯାଏ ।

 

ଅନ୍ୟ ଗ୍ରନ୍ଥ ରେ ସ୍ୱସ୍ତିକ କୁ ଚାରି ଯୁଗ ଚାରି ଆଶ୍ରମର ପ୍ରତିକ ବୋଲି ବିବେଚନା କରାଯାଏ । ପ୍ରାଚୀନ କାଳ ରୁ ଏହି ଶୁୂଭ ସଂଙ୍କେତ ସୃଷ୍ଟି ରେ ପ୍ରଚଳିତ । ସବୁ ସମୟ ରେ ଲାଲ ରଙଅଗ ର ସ୍ୱସ୍ତିକ ପ୍ରସ୍ତୁତ କରାଯାଏ । କାରଣ ହିନ୍ଧୁ ଧର୍ମ ରେ ଲାଲ ରଙ୍ଗ କୁ ଶୁଭ ବୋଲି ବିବେଚନା କରାଯାଏ । ସେହି ପରି ବାସ୍ତବରେ ସ୍ୱସ୍ତିକ ର ମହତ୍ୱ ରହିଛି । ଘର ର ମୂଖ୍ୟ ଦ୍ୱାର ରେ ସ୍ୱସ୍ତିକ ଅଙ୍କାଯାଏ । ଏହା ଦ୍ୱାରା ବାସ୍ତୁ ଦୋଷ ଦୂର ହୁଏ ବୋଲି ଶାସ୍ତ୍ର ରେ ଉଲ୍ଳେଖ ରହିଛି ।

Swastik

ଏହା ସହିତ ଘରେ ସୁଖ ସମୃଦ୍ଧି ବଳବର୍ତର ରହେ । ଯଦି ଆପଣ ମାନଙ୍କ ବ୍ୟବସାୟ ରେ କ୍ଷେତି ହୁଏ ତେବେ ସାତ ଗୁରୁବାର ଇସାଣ କୋଣ ରେ ହଳଦୀ ସ୍ୱସ୍ତିକ ଅଙ୍କନ କରନ୍ତୁ ।ଏହା ଦ୍ୱାରା ଆପଣ ମାନେ ସମସ୍ୟା ରୁ ଦୂର ରେ ରହିବେ ଏବଂ ବ୍ୟବସାୟ ରେ ଉନ୍ନତି ହେବ । କାର୍ଯ୍ୟ ରେ ସଫଳତା ପାଇଁ ଉତ୍ତର ଦିଗ ରେ ସୁଖିଲା ହଳଦୀ ର ସ୍ୱସ୍ତିକ ଆଙ୍କିବା ଅତ୍ୟନ୍ତ ଶୁଭ ବୋଲି ବିବେଟନା କରାଯାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *