ସ୍ୱାମୀଙ୍କ ବିଷୟରେ ଏହି ବଡ କଥା କହିଦେଲେ ଅଭିନେତ୍ରୀ କୋଏଲ ବାନାର୍ଜୀ ।

ପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସେଷରେ ଗଣମାଧ୍ୟମ ସାମ୍ନା ରେ ମୁହଁ ଖୋଲିଛନ୍ତି ବବିଙ୍କ ପତ୍ନୀ କୟେଲ ବାନାର୍ଜି ତେବେ ଏଠାରେ ବନ୍ଧୁଗଣ କୟେଲ ବାନାର୍ଜି ଙ୍କ କହିବା କଥା କି ବବିମିଶ୍ର ତାଙ୍କୁ ସବୁବେଳେ ମାଡ ମାରନ୍ତି । ଏହି କାରଣ ପାଇଁ ସେ ବବିମିଶ୍ର ଙ୍କୁ ବାଧ୍ୟ ହୋଇ ଡିଭର୍ସ ଦେଇଥିଲେ । ଏବଂ ସବୁ ଦିନ ପାଇଁ ଓଡିଶା ମଧ୍ୟ ଛାଡିଛନ୍ତି ସେ ଏହି ଗୋଟିଏ କାରଣ ପାଇଁ । ବବିମିଶ୍ର ଙ୍କ ପୋଡଶୀ ଲଗେଇଥିବା ସବୁକିଛି ଆରୋପ କୁ ସତ ବୋଲି କହିଛନ୍ତି କୟେଲ ବାନାର୍ଜି ।

babi

ଫୋନ କରି ସେ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ପ୍ରତିକ୍ରିୟା ଦେଇଛନ୍ତି । ବବି ମିଶ୍ର ଜଣେ ବହୁତ ବଡ ମଦୁଆ ସେ ମଦ ପିଇବା ପରେ ତାଙ୍କର ହିତାହିତ ଜ୍ଞ୍ୟନ ସଂମ୍ପର୍ଣ୍ଣ ଭାବେ ହରେଇ ବସନ୍ତି । ଏବଂ ସେ ବହୁତ ଥର କୟେଲ ବାନାର୍ଜି ଙ୍କୁ ମାଡ ମାରିଥିବା କଥା ବି ସେ କହିଛନ୍ତି । ଏବଂ ଅତିଷ୍ଟ ହେବାକୁ କୟେଲ ବାନାର୍ଜି ବବିମିଶ୍ର ଙ୍କୁ ସବୁଦିନ ପାଇଁ ଛାଡି କଲିକତା ଚାଲିଜାଇଥିବାର କଥାକୁ କହିଛନ୍ତି କୟେଲ ବାନାର୍ଜି ।

ତେବେ ଏହି ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ବବିମିଶ୍ର ଏବଂ କୟେଲ ବାନାର୍ଜି ଙ୍କ ଯୋଡି କୁ ଓଡିଶା ବାସୀ ବହୁତ ହିଁ ଭଲପାଆନ୍ତି । କିନ୍ତୁ ହଠାତ୍ ଏମାନଙ୍କ ସଂମ୍ପର୍କ ଭାଙ୍ଗିଜାଇଥିଲା । ଦୁହେଁ ଦୁହିଁଙ୍କୁ ଡିଭର୍ସ ମଧ୍ୟ ଦେଇଛନ୍ତି । ଏହା ପରେ କୟେଲ ବାନାର୍ଜି ଏବେ ଏହିପରି ଭାବେ ବିବିମିଶ୍ର ଙ୍କ ନାମରେ କହିଛନ୍ତି ।

babi m

ଏବଂ ସେ କହିଛନ୍ତୁ ମୁଁ ଆଜିଯାଏ ଚୁପ୍ ଥିଲି କାରଣ ମୁଁ ହେଲି ଜଣେ ଅଭିନେତ୍ରୀ ବିବିମିଶ୍ର ହେଲେ ଜଣେ ଅଭିନେତା ଆମର କେରିଅର ଉପରେ ଇଫେକ୍ଟ ପଡିବ ବୋଲି ଆଜିଯାଏ ଚୁପ୍ ରହିଥିଲି । ହେଲେ ଏହା ସଂମ୍ପର୍ଣ୍ଣ ରୂପେ ସତ ବୋଲି ନିଜେ କହିଛନ୍ତି କୟେଲ ବାନାର୍ଜି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *