ସ୍ୱାମୀ ସହ ଭୋଜନ କରୁଥିବା ମହିଳା ନିଶ୍ଚୟ ପଢନ୍ତୁ ।

eating

ଆଜି ଆମେ ଆପଣଙ୍କ ପାଖରେ କିଛି ଅତି ଦରକାରୀ କଥା କହିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହିଟି ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର। ମନୁଷ୍ୟକୁ ଭୋଜନ କରିବା ସମୟରେ କିଛି ନିୟମ ମାନଙ୍କର ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି। ଏହି ସବୁ ନିୟମ ମାନଙ୍କର ପାଳନ କରିବା ଦ୍ୱାରା ମନୁଷ୍ୟ ଉନ୍ନତି କରି ପାରିଥାଏ।

ମନୁଶ୍ୟ ନିଜର ଜୀବନ ସୁଖର ସହ କଟେଇ ପାରିଥାଏ ଏହି ସବୁ ନିୟମ ମାନଙ୍କୁ ମାନିବା ଦ୍ୱାରା। ତେବେ ଆଜି ଆମେ ଆପଣଙ୍କ ପାଖରେ ସେହିଭଳି କିଛି ନିୟମ ମାନଙ୍କ ବାବଦରେ କହିବାକୁ ଯାଉଛୁ ଯାହା ପାଳନ କରିବା ଦ୍ୱାରା ହି ଆପଣଙ୍କ ଜୀବନ ସୁଖମୟ ରହି ପାରିବ ଆଉ ଆପଣ ଏହାଦ୍ୱାରା ନିଜର ଜୀବନ ସୁଖରେ କଟେଇ ପାରିବେ। ଆପଣ ବି ଏହି ନିୟମ ମାନଙ୍କର ପାକଁ କରିବା ପାଇଁ ଚେଷ୍ଟା କରନ୍ତୁ। ଆସନ୍ତୁ ଆମେ ଆଉ ଡେରି ନକରି ଆରମ୍ଭ କରିବା ଏହି ନିୟମ ମାନଙ୍କ ବାବଦରେ। ଆପଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

eating

ଭୋଜନ ଆରମ୍ଭ କରିବା ଆଗରୁ ଆପଣଙ୍କୁ ନିଜର ହାତ, ଗୋଡ଼, ମୁହଁ ତଥା ପାଦ ଧୋଇବା ଉଚିତ ଆଉ ତାହା ପରେ ହି ସ୍ୱଚ୍ଛତାର ସହ ଭୋଜନ ଆରମ୍ଭ କରିବା ଉଚିତ। ଭୋଜନ କରିବା ଆଗରୁ ଆପଣଙ୍କୁ ଆପଣଙ୍କ ଆରାଧ୍ୟ ଦେବତାଙ୍କୁ ଭୋଜନ ଗ୍ରହଣ କରିବା ପାଇଁ ଅନୁମତି ମାଗିବା ଉଚିତ ଆଉ ଅନୁମତି ଦେଇଦେଲା ପରେ ହି ଆପଣଙ୍କୁ ଭୋଜନ ମାଗିବା ଉଚିତ।

ଆପଣଙ୍କୁ ନିଜର ଭୋଜନ ଆଗରୁ ଯେପରି ଆପଣଙ୍କ ଦେବତା ଆପଣଙ୍କର ପରିବାରର ତଥା ଆପଣଙ୍କ ଅନ୍ୟାନ୍ୟ ସମ୍ପର୍କୀୟ ମାନଙ୍କର ଭୋଜନ ମଧ୍ୟ ଏଭଳି ହି ଜାରି ରଖିବେ ତାହା ବାବଦରେ କହିବା ଉଚିତ ଆଉ ତାହାପରେ ହି ନିଜର ଭୋଜନ ଆରମ୍ଭ କରିବା ଉଚିତ। ଆପଣଙ୍କୁ ଜଗତ କଲ୍ୟାଣ ପାଇଁ ଭୋଜନ ମାଗିବା ଉଚିତ।

eating

ସର୍ବ ପ୍ରଥମେ ତିନିଟି ରୋଟି, ଗୋଟେ ଗାଈ ପାଇଁ, ଗୋଟେ କୁକୁର ପାଇଁ ଆଉ ଗୋଟେ ଅନ୍ୟାନ୍ୟ ପକ୍ଷୀ ମାନଙ୍କ ପାଇଁ ଦେବା ପରେ ହି ଆପଣଙ୍କୁ ଭୋଜନ ଆରମ୍ଭ କରିବା ଉଚିତ। ତାହାପରେ ହି ଆପଣଙ୍କୁ ଖାଇବା ଉଚିତ। ଚେଷ୍ଟା କରନ୍ତୁ କି ଆପଣ ପରିବାରର ସବୁ ସଦଷ୍ୟଙ୍କ ସହ ବସି ଭୋଜନ କରିବାକୁ ଆଉ ତାହାପରେ ହି ଭୋଜନ ଆରମ୍ଭ କରନ୍ତୁ ।

ଆପଣ ଏକା ଏକା ଭୋଜନ କରନ୍ତୁ ନାହିଁ କାରଣ ଏହାଦ୍ୱାରା ଆପଣଙ୍କ ଜୀବନ ଦୁଖମୟ ରହିପାରେ। ଏହାର କାରଣ ଏହା କି ଅଲଗା ଅଲଗା ଭୋଜନ କରିବା ଦ୍ୱାରା ପରିବାରର ସବୁ ସଦଶୟଙ୍କ ଭିତରେ ପ୍ରେମ, ତଥା ମୋହ ମାୟାର ଅଭାବ ରହିଯାଏ।

Leave a Reply

Your email address will not be published. Required fields are marked *