ଜଣେ ମହିଳା 8 ଫୁଟ ଲମ୍ବର ଅହିରାଜ ଧରି ତିନି ଜଣଙ୍କ ଜୀବନ ବଞ୍ଚେଇଲେ|

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ | ଆପଣ ମାନେ ତ ଜାଣିଥିବେ ସାହସ ହେଉଛି ଆମ ଜୀବନର ସବୁଠୁ ବଡ ଶକ୍ତି ଯାହାକି ଆମକୁ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ । ମଣିଷ ଜୀବନରେ ସବୁଠୁ ବଡ ଜିନିଷ ହେଲା ନିଜର ସାହସୀକତା କାରଣ ନିଜର ସାହସ ଥିଲେ ସବୁ କାମ ସହଜରେ ହୋଇଥାଏ । ଆଜି ସେହି ଭଳି ଗୋଟିଏ ଘଟଣା ବିଷୟରେ ଜଣେଇବୁ ଯାହାକୁ ଶୁଣିଲେ ଆପଣମାନେ ବିଶ୍ୱାସ କରିପାରିବେ ନାହିଁ ।

ଜଣେ ମହିଳା 8 ଫୁଟ ଲମ୍ବର ବିରାଟକାୟ ବିଷଧର ସାପ ଅହିରାଜ ଧରିବାରେ ସଫଳ ହୋଇଛନ୍ତି , ଆଶ୍ଚର୍ଯ୍ୟ ହେଲା ଭଳି କଥା ହେଲେ ବି ସତ । ସମସ୍ତଙ୍କୁ ଭଗବାନ ସାହସ ଦେଇଛନ୍ତି ହେଲେ କିଏ ତାହାକୁ ଉପଯୋଗୀ ଭାବି କାମରେ ଲଗାଇ ତ ଆଉ କିଏ ତାକୁ ଅବହେଳା କରି ତାଙ୍କର ସାହସକୁ ତାଙ୍କ ଭିତରେ ମାରିଦିଅନ୍ତି , ସେଥିପାଇଁ ସେମାନେ ସବୁବେଳେ ହାର ମାନି ନିଅନ୍ତି ।

wo

ଏହି ଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜଙ୍ଗଲ ରେ ଏହି ଅଜଗର ସାପ ଉଦ୍ଧାର କରାଯାଇଛି । ସେହି ଜଙ୍ଗଲ ରେ ଏକ ଘରେ ରହୁଥିବା କଲେ ମୁଣ୍ଡା ଓ ତାଙ୍କ ସ୍ତ୍ରୀ କୁଲି ମୁଣ୍ଡା ଓ ତାଙ୍କର ଗୋଟିଏ ସନ୍ତାନ ସେଇ ଘର ଝରକା ଦେଇ ବାହାରକୁ ଆସି ରେଞ୍ଜର ପାଖକୁ ଖବର ଦେଇଥିଲେ ଓ ଏହା ପରେ ରେଞ୍ଜର ସାପ ଧରାଳି ଙ୍କୁ ଡାକିଥିଲେ ତାପରେ ସେହି 8ଫୁଟ ଲମ୍ବର ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ।

ସାପଟିକୁ ଧରିଥିବା ସେହି ମହିଳା ଜଣଙ୍କ ହେଉଛନ୍ତି ସସ୍ମିତା , ଯିଏ କି ନ ଡରି ତାଙ୍କର ସାହସୀକତା ଦେଖାଇ ସେହି ବିଷଧର ଅହିରାଜ ସାପକୁ ଉଦ୍ଧାର କରିଛନ୍ତି । ଏହାକୁ ଦେଖି ସେଠାକାର ଲୋକ ମାନେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି , ସାପ ଧରିବା ଗୋଟେ ଛୋଟ କାମ ନୁହଁ ବୋଲି କହି , ସେହି ମହିଳାଙ୍କର ସାହାସିକତା ପାଇଁ ଲୋକ ମାନଙ୍କ ଆଗରେ ପ୍ରଶଂସା ଯୋଗ୍ୟ ହୋଇଛନ୍ତି ।

ତେବେ କୃଷ୍ଣଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ସାହସୀ କତାର ସହ ସେହି ସାପକୁ ଧରି ଜଙ୍ଗଲରେ ଛାଡି ଦେଇଥିବାର ସୂଚନା ମିଳିଛି ଓ ଘଟଣା ସ୍ଥଳୀରୁ ଉଦ୍ଧାର କରାଯିବା ପରେ ସେହି ପରିବାର ଲୋକମାନେ ବହୁତ ଖୁସି ଅନୁଭବ କରୁଛନ୍ତି । କାରଣ ସେମାନେ ଏହି ଭଳି ବିଷାକ୍ତ ସାପ ଆଗରୁ ଦେଖିନଥିଲେ ସେଥିପାଇଁ ଏହାକୁ ଦେଖି ବହୁତ ଭୟଭୀତ ହୋଇଯାଇଥିଲେ ।

women

ସେହି ସାପ କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଦେବା ପରେ ପରିବାର ଲୋକ ତାଙ୍କ ଘରକୁ ଫେରିଯାଇଛନ୍ତି ଏବଂ ସୁରକ୍ଷିତ ଅଛନ୍ତି । ଆଉ ଆପଣ ମାନେ ସବୁବେଳେ ବେଳେ ଆପଣଙ୍କ ପାଖରେ ଥିବା ସାହସକୁ ସବୁବେଳେ ବେଳେ ପ୍ରୟୋଗ କରିବାକୁ ଚେଷ୍ଟା କରିବେ ତା ହେଲେ ଆପଣ ମାନେ ସବୁଆଡେ ଜିତିବେ ଆଉ ନିଜକୁ ବଞ୍ଚେଇପାରିବେ |ସବୁବେଳେ ସାହସର ସହ ବାଟ ଚାଲନ୍ତୁ ଆଉ କାହା ଉପରେ ନିର୍ଭର କରନ୍ତୁ ନାହିଁ |

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଆପଣଙ୍କ ଫ୍ରେଣ୍ଡ ମାନଙ୍କୁ ସେୟାର କରିଦେବେ |

Leave a Reply

Your email address will not be published. Required fields are marked *