ଆସନ୍ତା କାଲିଠାରୁ ୩ ଟି ରାଶିକୁ ମିଳିବା ଶନି ମହାରାଜାଙ୍କ କୃପା।

3 rashi

ସାଙ୍ଗମାନେ ଯେପରିକି ଆପଣମାନେ ସମସ୍ତେ ଜାଣିଥିବେ ଶନି ମହାରାଜ ପାପ ଗ୍ରହ ବିଚାର କରନ୍ତି। କୁହାଯାଏ କି ଶନିଙ୍କର ପ୍ରଭାବ ଯେଉଁବି ମଣିଷ ଉପରେ ପଡ଼ିଥାଏ, ତାଙ୍କର ଜୀବନରେ ସମସ୍ୟା ମାନ ଆରମ୍ଭ ହୋଇଥାଏ। କିନ୍ତୁ ଏପରି ସର୍ବଦା ହୋଇନଥାଏ। ଯେବେ ଶନିଦେବ କାହା ଉପରେ ପ୍ରସନ୍ନ ହୋଇଥାନ୍ତି ତାର ଶୁଭ ସମୟ ଆରମ୍ଭ ହୋଇଯାଇଥାଏ। ଏହା ଦ୍ଵାରା ଆସୁଥିବା ସମସ୍ୟା ମାନ ଦୂର ହୋଇଥାଏ।

ତେବେ ଜୋତ୍ୟିଶଙ୍କ ମାନିବା କଥା ଗ୍ରହ ମାନଙ୍କର ଚଳନରୁ ଏପରି ଶୁଭ ସଂଯୋଗ ହେଉଛି ଯାହାକି କେତୋଟି ରାଶିମାନଙ୍କର ଭାଗ୍ୟ ଚମକି ଉଠିବ। ଆସିବାକୁ ଥିବ ସମସ୍ୟା ମାନଙ୍କ ଠୁ ମୁକ୍ତି ମିଳିଯିବ। ଏହି ରାଶି ଓ ଆସିବାକୁ ଥିବା ସମୟ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ।ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

shani dev

ପ୍ରଥମ ହେଲା ସିଂହ ରାଶି। ମା ଲକ୍ଷ୍ମୀଙ୍କର କୃପା କାରଣରୁ ଆପଣଙ୍କୁ ଚାକିରୀ ମିଳିବାର ସମ୍ଭାବନା ଅଛି। ଶନିବାର ଦିନ ଆପଣଙ୍କୁ ଶନି ଚାଳିଶା ର ପାଠ କରିବା ଆବଶ୍ୟକ। ଆପଣଙ୍କୁ କୌଣସି ବି ଯୋଜନାରୁ ଲାଭ ମିଳିପାରେ । ଆପଣ ଆପଣଙ୍କ ହିସାବରେ କିଛି ନୂଆ ମିତ୍ର ନିର୍ଣ୍ଣୟ କରିପାରନ୍ତି। ଆପଣଙ୍କ ସମ୍ମାନ ବଢିଯିବ। ଆପଣଙ୍କ ଦ୍ଵାରା ଚାକିରୀ ପାଇଁ କରାଯାଉଥିବା ସମସ୍ତ ପ୍ରୟାଶର ପରିଣାମ ର ସମୟ ଆସିଯାଇଛି ।

ଦ୍ଵିତିୟ ହେଉଛି ଧନୁ ରାଶି । ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସହଯୋଗ ପ୍ରାପ୍ତ ହେବ। କୌଣସି ବଡ଼ ଧରଣର ଲାଭର ସମ୍ଭାବନା ରହିଛି। ଅଳ୍ପ ପରିଶ୍ରମରେ ମଧ୍ୟ ଭାଗ୍ୟର ସମର୍ଥନ ଯୋଗୁ ଭଲ ପରିଣାମ ଦେଖିବାକୁ ମିଳିବ। ଚିନ୍ତା ବିଚାର କରିକି ବ୍ୟାପାର କ୍ଷେତ୍ରରେ ନିବେଶ କରିବା ଦ୍ୱାରା ଅଧିକରୁ ଅଧିକ ମାତ୍ରାରେ ଲାଭପ୍ରାପ୍ତ ହେବେ। ଚିନ୍ତା ଦୂର ହେବ ଓ ଶୁଭ ସମାଚାର ପ୍ରାପ୍ତ ହେବ। ସମ୍ପର୍କ ମଧ୍ୟରେ ଚାଲୁଥିବା ବିବାଦ ଦୂର ହେବ। ପାଠ ପ୍ରତି ଆଗ୍ରହ ବଢିବ। କୋର୍ଟ କଚେରୀ ମାମଲାରେ ନିର୍ଣ୍ଣୟ ଆପଣଙ୍କ ପଟେ ରହିପାରେ। ବ୍ୟାପାର ବାଣିଜ୍ୟରେ ଶୁଭଫଳ ପାଇବେ।

mata Lakshmi

ତୃତୀୟ ହେଉଛି କୁମ୍ଭ ରାଶି। ଶନିଦେବଙ୍କ କୃପା କାରଣରୁ ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ରହିବ। ଭାଗ୍ୟର ଉଦୟ ହେବ ଓ ଅଚାନକ ଧନଲାଭର ସଂଯୋଗ ହେବ। ମାତା ଲକ୍ଷ୍ମୀଙ୍କ କୃପା କାରଣରୁ ଆପଣଙ୍କ ଧନ ସମସ୍ୟା ଦୂର ହେବ। ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସନିଦେବଙ୍କ କୃପା କାରଣରୁ ଆପଣଙ୍କ ଅଟକି ଯାଇଥିବା ଧନ ଫେରି ଆସିବ ଓ ଆପଣଙ୍କ ଜୀବନରେ ମଧ୍ୟ ଭଲ ସମୟ ଆସିବ। ତ ସାଙ୍ଗମାନେ ଏହା ଥିଲା ସେହି ତିନୋଟି ରାଶି ଯାହା ଉପରେ ଶନି ଦେବଙ୍କ କୃପା କାରଣରୁ ଆଗକୁ ଭଲ ସମୟ ଆସିବାକୁ ଯାଉଚି।

Leave a Reply

Your email address will not be published. Required fields are marked *