ACF ସୋମ୍ୟଙ୍କ ମୃତ୍ୟୁକୁ ନେଇ ସୁର ରାଉତରାୟ ଏମିତି ବୟାନ ଦେଇଛନ୍ତି ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ !

Sura Routray

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ସୋମ୍ୟଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଚର୍ଚ୍ଚା ର ବିଷୟ ହେବାରେ ଲାଗିଛି କାରଣ ସୋମ୍ୟଙ୍କ ମୃତ୍ୟୁ କୁ ନେଇ ଦିନ କୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯାହାଫଳରେ ସମସ୍ତଙ୍କ ସନ୍ଦେହ ବିଦ୍ୟାଭାରତି ଓ DFO ଙ୍କ ଉପରେ ରଖାଯାଇଛି , ସେଥିପାଇଁ ସୋମ୍ୟଙ୍କ ମୃତ୍ୟୁରେ ପୋଲିସ ବିଦ୍ୟାଭାରତୀ ଓ DFOଙ୍କୁ ସନ୍ଦେହ ଘେରରେ ରଖିଛି । କିନ୍ତୁ ଏ ପର୍ଯ୍ୟନ୍ତ ସୋମ୍ୟଙ୍କ ମୃତ୍ୟୁ ର ପ୍ରକୃତ ଦୋଷୀ କିଏ ଜଣାପଡିନାହିଁ ।

ସୋମ୍ୟଙ୍କ ମୃତ୍ୟୁ ରେ ସୁର ରାଉତ ରାଏ କହିଛନ୍ତି ଯେ ପୋଲିସ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ ନକରି ଡ୍ରାମା କରୁଛି ଓ କେସକୁ ଦବେଇ ଦେବାକୁ ଚେଷ୍ଟା କରୁଛି । କାରଣ ପୋଲିସ ସୋମ୍ୟଙ୍କର ସ୍ତ୍ରୀ , ତାଙ୍କର ଡ୍ରାଇଭର , ସୋମ୍ୟଙ୍କର ଭାଇ ଓ ହେଲପରଙ୍କୁ ଡକି ବାରମ୍ବାର ଜେରା କରୁଛି , କିନ୍ତୁ ଏହି କେସରେ କୌଣସି ପ୍ରକୃତ ଦୋଷୀଙ୍କୁ ପୋଲିସ ପାଉନାହିଁ ।

samya

ସୁର ରାଉତରାୟ ଆହୁରି ମଧ୍ୟ କହିଛନ୍ତି ଯେ ଏହି କେସରେ ଯେଉଁ ସବୁ ସରକାରୀ କର୍ମଚାରୀ ମାନେ ଥିଲେ ତାଙ୍କୁ ବଦଳାଇ ଦିଆଯାଇଛି କଣ ପାଇଁ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ସ୍ପଷ୍ଟ ଜଣା ପଡୁଛି ଯେ ସୋମ୍ୟଙ୍କ ସ୍ତ୍ରୀ ହ-ତ୍ୟା କରିଛନ୍ତି କିନ୍ତୁ ପୋଲିସ ଏ ଯାଏଁ କାହାରିକୁ ଗି-ର-ଫ କରି ନାହିଁଁ କି କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ସୁର ରାଉତରାୟ ନିଜ ବୟାନରେ କହିଛନ୍ତି ।

ସୋମ୍ୟଙ୍କ ମୃତ୍ୟୁ କୁ ନେଇ ପୋଲିସ ଓ ସରକାର ଡ୍ରାମା ନ କରି ତୁରନ୍ତ ଆକସନ କରିବା ସହିତ ପ୍ରକୃତ ଅପରାଧୀକୁ ଯଥାଶିଘ୍ର ଆରେଷ୍ଟ କରିବା ପାଇଁ ସୁର ରାଉତରାଏ ମିଡ଼ିଆରେ କହିଛନ୍ତି । ସୁର ରାଉତରାୟ କହିଛନ୍ତି ଯେ ସୋମ୍ୟଙ୍କ ବାପା ବହୁତ ନିରିହ ଲୋକ , ସେ ବାରମ୍ବାର ଅନୁରୋଧ କରିଛନ୍ତି ଯେ ପୋଲିସ ତାଙ୍କ ପୁଅଙ୍କ ମୃତ୍ୟୁ ରେ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ସେଥିପାଇଁ ତାଙ୍କ ପୁଅଙ୍କୁ ନ୍ୟାୟ ମିଳିବା ସହିତ , ଉପଯୁକ୍ତ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ।

Sura Routray

ସୂର ରାଉତରାୟ ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯଥା ଶୀଘ୍ର ସୋମ୍ୟଙ୍କୁ ନ୍ୟାୟ ଦେବା ସହିତ ଉପଯୁକ୍ତ ଦୋଷୀଙ୍କୁ ଦଣ୍ଡ ଦେବା ସହିତ ଆରେଷ୍ଟ ହୋଇ ଜେଲ ପଠେଇବେ ବୋଲି କହିଛନ୍ତି । ସୁର ରାଉତରାୟ ସୋମ୍ୟଙ୍କ ମୃତ୍ୟୁ ଘଟଣାରେ କହିଛନ୍ତି ଯେତିକି ତଥ୍ୟ ପୋଲିସ କୁ ମିଳିଛି ତାଙ୍କୁ ହତ୍ୟା କରାଯାଇଛି ବୋଲି ସୋମ୍ୟଙ୍କ ମୃତ୍ୟୁ ମାମଲାରେ ନିଜର ପ୍ରତିକ୍ରିୟା ଗଣମାଧ୍ୟମ ପାଖରେ ଦେଇଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *