ଲୋକପ୍ରିୟ ଅଭିନେତ୍ରୀ ନମ୍ରତା ଦାସ ଏଯାଏ କାହିଁକି ଅବିବାହିତ ଅଛନ୍ତି। ଜାଣନ୍ତୁ କାରଣ

Namrata Dash

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜି ଆମେ ଆପଣଙ୍କ ପାଖରେ ଓଲିଉଡର ଜଣେ ବହୁତ ବଡ଼ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ। ତେବେ ତାଙ୍କର ନାମ ହେଉଛି ନମ୍ରତା ଦାସ। ତାଙ୍କୁ ଆପଣ ତାରା ତାରିଣୀ ଧାରାବାହିକରେ ଜେଜେମାଙ୍କ ରୋଲ କରୁଥିବାର ଦେଖିଥିବେ। ତେବେ ତାଙ୍କର ଏତେ ଅଧିକ ବୟସ ହେବା ପରେ ମଧ୍ୟ ସେ ଏଯାଏ ବିବାହ କରିନାହାନ୍ତି।

Namrata

ଏହାର କାରଣ କଣ ଥାଇପାରେ ତାହା ବାବଦରେ ଆଜି ଆମେ ଜାଣିବା। ଆଜି ଆମେ ତାଙ୍କରି ବାବଦରେ କଥା ହେବା ଆଉ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଖବର ବାବଦରେ। ତେବେ ତାଙ୍କର କାହାଣୀ ଆମେ କହିବା। ତେବେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

ତେବେ ଡଲି ଅପାଙ୍କୁ ଅଥବା କିଏ ନଜାଣେ। ବହୁତ ବର୍ଷ ଧରି ସେ ଓଡ଼ିଆ ସିନେମା ଜଗତରେ କାମ କରି ଆସୁଛନ୍ତି ଆଉ ତାଙ୍କର ପୂର୍ବଜ ଜମିଦାର ଘରର ଥିଲେ। ସେ ବହୁତ ଅଧିକ ବର୍ଷ ହେବ ଓଡ଼ିଆ ଫିଲ୍ମ ମାନଙ୍କରେ କାମ କରି ଆସୁଥିଲେ। ଜନ୍ମ ତାଙ୍କର କେନ୍ଦ୍ରାପଡା ଜିଲ୍ଲାରେ ହେଇଥିଲା ଆଉ ସେ ଯେଉଁ ଘରୁ ଥିଲେ ତାଙ୍କର ପୂର୍ବଜ ମାନେ ଜମିଦାର ଘରର ଥିଲେ। ସେ ବହୁତ ବଡ଼ ପରିବାରରୁ ଅଟନ୍ତି ଆଉ ସେ ଯୌଥ ପରିବାରର ସଦଶ୍ୟ ଥିଲେ। ସେ ଯେତେବେଳେ ସାତ ବର୍ଷର ହେଇଥିଲେ ତାଙ୍କ ମାତାଙ୍କର ମୃତ୍ୟୁ ହେଇ ଯାଇଥିଲା ଆଉ ତାଙ୍କ ବାପା ଦ୍ୱିତୀୟ ବିବାହ କରିଥିଲେ। ତାଙ୍କ ଦୁଇ ମାଙ୍କ ଠାରୁ ତାଙ୍କ ବାପାଙ୍କର ୫ଟି ପିଲା ଥିଲେ।

Namrata Dash

ତେବେ ତାଙ୍କ ବଡ଼ ଭଉଣୀଙ୍କର ବିବାହ ହେବା ପରେ ସବୁ ଦାୟିତ୍ତ୍ୱ ଡଲି ଅପାଙ୍କୁ ଉପରକୁ ଆସିଥିଲା। ତାଙ୍କ ବାପାଙ୍କର ମୃତ୍ୟୁ ଏହାକୁ ଦ୍ୱିଗୁଣିତ କରିଥିଲା। ତେବେ ତାଙ୍କ କହିବା କଥା କି ତାଙ୍କର ଅଭିନୟ ଦୁନିଆକୁ ଆସିବାର ବହୁତ ଇଛା ଥିଲା ଆଉ ଏଥିରେ ତାଙ୍କ ବାପା ଆଉ ତାଙ୍କ ଭଉଣୀ ତାଙ୍କୁ ସପୋର୍ଟ କରିଥିଲେ। ତାଙ୍କ କ୍ୟାରିଅରର ପ୍ରଥମ ଫିଲ୍ମ ଥିଲା ଧରିତ୍ରୀ ଆଉ ତାହା ୧୯୭୩ରେ ଆସିଥିଲା। ତାଙ୍କର ଅଭିନୟକୁ ଲୋକମାନେ ବେଶ ପସନ୍ଦ କରିଥିଲେ ।

ସେ ସର୍ବପ୍ରଥମେ ଡିଡି ନ୍ୟାସନାଲରେ ଆସୁଥିବା ଧାରାବାହିକ ଅଧିକାରରେ ନିଜର ଡେବ୍ୟୁ କରିଥିଲେ। ଏଥିରେ ମଧ୍ୟ ତାଙ୍କର ଅଭିନୟକୁ ବହୁତ ଅଧିକ ପସନ୍ଦ କରା ଯାଇଥିଲା। ତେବେ ତାଙ୍କୁ ଏବେ ବି ଲୋକ ବହୁତ ଅଧିକ ପସନ୍ଦ ଜରୁଛନ୍ତି ଆଉ ଉଭୟ ନେଗେଟିଭ ଆଉ ପଜିତିଭ ରୋଲ ସେ ବହୁତ ଉନ୍ନତ ଭାବରେ କରି ପାରୁଛନ୍ତି। ଏବେ ସେ ତାରା ତାରିଣୀ ଧାରାବାହିକରେ ଜେଜେମାର ରୋଲ କରୁଛନ୍ତି।

Leave a Reply

Your email address will not be published. Required fields are marked *