ସବୁ ବେଳେ କୁକୁଡା ମାସଂ ର କେଉଁ ଅଂଶ କୁ ଖାଇବା ଉଚିତ୍ । ଯଦି କୁକୁଡା ମାସଂ ଖାଆନ୍ତି ଏବେ ନିଶ୍ଚିତ ପଢନ୍ତୁ ।

Chicken month

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱଗାତ କରୁଛୁ । ବନ୍ଦୁଗଣ ଏହି ଦୁନିଆଁ ରେ ପ୍ରାୟ 80 ପ୍ରତିଶତ ଲୋକ ମାନେ ସର୍ବହାରୀ ହୋଇଥାନ୍ତି । ଏହାର ମାନେ ହେଲା ସେମାନେ ନିଜର ଖାଦ୍ୟ ରେ ସାକାହାରୀ ସହିତ ମାଂସହାରୀ ବି ହୋଇଥାନ୍ତି । ଏମାନଙ୍କ ମଧ୍ୟ ରେ ପ୍ରାୟତଃ ଲୋକ ମାନେ ଚିକେନ ଖାଇବା ବହୁତ ପରିମାଣ ରେ ପସନ୍ଦ କରନ୍ତି । ଏହା ସ୍ୱଦିଷ୍ଟ ହେବା ସହିତ ବିଭିନ୍ନ ପୋଷକ ତତ୍ୱ ରେ ଭରି ରହିଥାଏ । ହେଲେ ଏହି କଥା କୁ ବନ୍ଧୁଗଣ କେହି ବି ଜାଣନ୍ତି ନାହିଁ କି ଚିକେନ ର କେଉଁ ଅଂଶ କୁ ସବୁ ବେଳେ ଖାଇବା ଜରୁରୀ ଅଟେ ।

Chicken

ଏବଂ ଏହି ଥିରେ ବହୁତ ଭଲ ପଷୋକ ତତ୍ୱ ଭରି ରହିଥାଏ । ଆପଣ ମାନେ ବଜାର ରୁ ଯେତେ ବେଳେ ବି ଚିକେନ କିଣନ୍ତି ତେବେ ଚିକେନ୍ ର ଏହି ବେଷ୍ଟ ପାର୍ଟ ଚିକେନ କିଣନ୍ତି ତେବେ ଆପଣ ମାନଙ୍କ ପଇସା ର ମହତ୍ୱ ରହିବା ସହିତ ଆପଣ ମାନଙ୍କୁ ବହୁତ ପୋଷକ ତତ୍ୱ ମିଳିବ । ତେବେ ବନ୍ଧୁଗଣ ସବୁଠୁ ପ୍ରଥମେ ଆପଣ ମାନେ ସଫା ସୁତୁରା ଚିକେନ ଦୋକାନ କୁ ଜାଆନ୍ତୁ । ଚିକେନ କିଣିବା ସମୟ ରେ ଆପଣ ମାନେ ତାଜା ଚିକେନ୍ କାଟି କରି ହିଁ ଆଣନ୍ତୁ । ଯଦି ଆପଣ ମାନେ ଦେଖନ୍ତି କି ସେଠାରେ ପୂର୍ବରୁ ଚିକେନ୍ ରହିଛି ତେବେ ତାହାର ରଙ୍ଗ କୁ ଚେକ୍ କରନ୍ତୁ ।

ସବୁ ସମୟ ରେ ଏହା ଦେଖିବେ କି ତାଜା ଚିକେନ ର ରଙ୍ଗ ଗୋଲାପୀ ହୋଇଥାଏ । ହେଲେ ଅନ୍ୟ ରଙ୍ଗ ର ବା ଫିକା ହୋଇଥିଲେ ତାହାକୁ ଆଣନ୍ତୁ ନାହିଁ। ଯଦି ଆପଣ ମାନେ ଦେଖନ୍ତୁ ଧୋଇବା ପରେ ଚିକେନ ହାତକୁ ଅଠାଳିଆ ଲାଗୁଛି ତେବେ ତାହା ଖରାପ ହୋଇ ସାରିଛି । ତେବେ ସେହି ପାର୍ଟ କୁ ଫୋପାଡି ଦେବା ହିଁ ଉଚିତ୍ । ତେବେ ଏବେ ଆସନ୍ତୁ ଜାଣି ନେବା ଚିକେନ ର ସେହି ବେଷ୍ଟ ପାର୍ଟ ବିଷୟ ରେ ଜାହାକୁ ନିଶ୍ଚିତ ଚିକେନ ସହିତ ଆଣନ୍ତୁ । ତେବେ ଏଠାରେ ଆପଣ ମାନେ ଭାବୁଥିବେ ଚିକେନ ଲେଗ୍ ପିସ୍ ବହୁତ ଭଲ ଅଟେ ହେଲେ ଏହିଥିରେ ଫେଟ୍ ଅଧିକ ପରିମାଣ ରେ ରହେ ।

Chicken breast

 

ହେଲେ ଆପଣ ମାନଙ୍କୁ ଯେଉଁ ପାର୍ଟ ଆଣିବାର ରହିଛି ତାହା ହେଲା ଚିକେନ ବ୍ରେଷ୍ଟ । ଏହି ଥିରେ ଆପଣ ମାନଙ୍କୁ ଅଧିକ ମାତ୍ରା ରେ ପ୍ରୋଟିନ୍ ମିଳେ । ଏହି ପାର୍ଟ ରେ ଲିନ ଫ୍ୟାଟ ରହିଥାଏ । ଜାହା ଅନ୍ୟ ପାର୍ଟ ରେ କିଛି ବି ରହେ ନାହିଁ । ସେହିଥି ପାଇଁ ସବୁ ସମୟ ରେ ବର୍ଡି ବିଲଡର ମାନେ ଚିକେନ ବ୍ରେଷ୍ଟ କୁ ଖାଇବା ପାଇଁ ବହୁତ ପରିମାଣ ରେ ପସନ୍ଦ କରନ୍ତି । ଆପଣ ମାନଙ୍କୁ ଏହି ଚିକେନ ବ୍ରେଷ୍ଟ 100 ଗ୍ରାମ୍ ମିଳିଲେ ସେହିଥିରୁ ଆପଣ ମାନଙ୍କୁ 31 ଗ୍ରାମ୍ ର ପ୍ରୋଟିନ୍ ମିଳି ପାରିବ । ଜାହା ଆପଣ ମାନଙ୍କ ବିଭିନ୍ନ ରୋଗ ଖାସ୍ କରି ଆପଣ ମାନଙ୍କ ବ୍ଲଡ୍ ପ୍ରେସର କୁ ରୋକିବାରେ ବହୁତ ପରିମାଣ ରେ ସାହାଯ୍ୟ କରିଥାଏ । ତେବେ ଏବେ ଠାରୁ ଆପଣ ମାନେ କେବଳ ଏହି ଚିକେନ ର ପାର୍ଟ କୁ ହିଁ ଆଣନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *