ବାହା ହୋଇଗଲେ ଓଡିଆ ଅଭିନେତା ରାଜେଷ ?

Rajesh

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବିବାହ ବନ୍ଧନ ରେ ବାନ୍ଧି ହେଲେ ହିରୋ ରାଜେସ୍ ଏହି ଭିଡ଼ିଓ ଟି ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ପ୍ରଚୁର ପରିମାଣ ରେ ଭାଇରଲ ହେଉଛି , ଏବଂ ଏହି ଖବର ଟି ବର୍ତମାନ ସମୟ ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି ,

ତେବେ ଏଠାରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହା ରାଜେସ୍ ଙ୍କର ରିୟଲ୍ ନୁହେଁଁ ବରଂ ରିଲ୍ ଲାଇଫ୍ ବିବାହ ଅଟେ ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ରାଜେସ୍ ଙ୍କର ଅପକମିଙ୍ଗ୍ ଫିଲ୍ମ ଆସୁଛିି ଯେଉଁ ଥିରେ ଆପଣ ମାନଙ୍କୁ ଓଲିଉଡ ର ପ୍ରିୟ ଅଭିନେତ୍ରୀ ଦିଦ୍ୟା ନଜର ଆସିବେ ରାଜେସ୍ ଙ୍କ ସହିତ , ତେବେ ଏହି ଫିଲ୍ମ ରେ ରାଜେସ୍ ଙଅକ ସହିତ ଦିବ୍ୟାଙ୍କର ବିବାହ ହେଉଛି ।

Rajesh

ବର୍ତମାନ ସମୟ ରେ ସେହି ଫିଲ୍ମ ସୁଟିଂ ସେଟ୍ ର କିଛି ଦୃଷ୍ୟ ମାନ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେଉଛି ଯେଉଁ ଥିରେ ସେମାନେ ବିବାହ କରୁ ଥିବାର ନଜର ଆସିଛନ୍ତି , ଏବଂ ସେମାନେ ସେହି ଥିରେ ବିବାହ ବନ୍ଧନ ରେ ବାନ୍ଧି ମଧ୍ୟ ହୋଇଛନ୍ତି , ଆପଣ ମାନେ ଜାଣି ଥିବେ ସିରିଏଲ ଜଗତ ରେ ରାଜେସ୍ ଏକ ଲୋକ ପ୍ରିୟ କଳାକାର ଅଟନ୍ତି, ଏବଂ ଦିବ୍ୟ ବି ଅନେକ ଫିଲ୍ମ ରେ ନଜର ଆସିଛନ୍ତି ,

ସେମିତିରେ ଆପଣ ମାନେ ଦିବ୍ୟ ଏବଂ ରାଜେସ୍ ଙ୍କ ଯୋଡି କୁ କେତେ ପରିମାଣ ରେ ପସନ୍ଦ କରନ୍ତି କମେଣ୍ଟ ମାଧ୍ୟମ ରେ ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *