ଦାନ୍ତ ପୋକ କାଟିଲେ କଣ କରିବା ଉଚିତ- Acharya Balkrishna

Teeth

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ମଣିଷ ଶରୀରରେ ବିଭିନ୍ନ ପ୍ରକାରର ଛୋଟ ବଡ଼ ରୋଗ ହୋଇଥାଏ ଓ ଏହା ଆମକୁ ବହୁତ କଷ୍ଟ ଦେଇଥାଏ , ତେଣୁ ସେହି କଷ୍ଟରୁ ରକ୍ଷା ପାଇବା ପାଇଁ କିଛି ଘୋରଇ ଉପଚାର ରହିଛି ଯାହା ଫଳରେ ଆମକୁ ସେହି କଷ୍ଟରୁ ଉପସମ ମିଳିଥାଏ , ଆଜି ଆପଣମାନେ ସେହି ଘୋରଇ ଉପଚାର ବିଷୟରେ ଆଲୋଚନା କରିବା ।

୧ମ ହେଲା ଗୋଡ଼ ଫାଟିବା , ପ୍ରାୟତଃ ଆପଣ ସମସ୍ତଙ୍କ ଗୋଡ ଫାଟିଥିବ ସେହିଠାରେ ଆପଣ ତେନ୍ତୁଳି ମଞ୍ଜି କୁ ବାଟି ଲଗାଇଲେ ଭଲ ହୋଇଥାଏ । ୨ୟ ହେଲା ଦାନ୍ତ ପୋକ ଖାଇବା , ଆପଣ ରାତ୍ରି ଭୋଜନ ସରିବା ପରେ ଯଦି ଆପଣ ଠିକ୍ ଭାବରେ ମୁହଁ ନଧୁଅନ୍ତି ତାହେଲେ ଦାନ୍ତରେ ପୋକ ଲାଗିଯାଏ ଓ ଆମକୁ କଷ୍ଟ ହୋଇଥାଏ , ସେହି ସ୍ଥାନରେ ରସୁଣକୁ କିଛି ସମୟ ରଖିଲେ ସେହି କଷ୍ଟ କମିଯାଏ ।

Tooth

୩ୟ ହେଲା ପ୍ରତ୍ୟେକ ଦିନ କାଠ ଚମ୍ପା ଫୁଲକୁ ଶୁଙ୍ଘିଲେ ଦୃଷ୍ଟି ଶକ୍ତି ବଢେ । ୪ର୍ଥ ହେଲା ଆପଣ ତଃ ଲକ୍ଷ୍ୟ କରିଥିବେ କାଉ ରାବିବାର ଯଦି ପଶ୍ଚିମ ଦିଗରେ ରାବଦିଏ ଏହା ବର୍ଷ ହେବାର , ଉତ୍ତର ଦିଗରେ କାଉ ରବାଡିଏ ଏହା ଯାନବାହାନ ପ୍ରାପ୍ତି ଓ ଦକ୍ଷିଣ , ପଶ୍ଚିମ ଦିଗରେ ରାବ ଦିଏ ଏହା ନିନ୍ଦା ଓ ଅପବାଦ ମିଳିବାର ସୂଚନା ଦିଏ । ସକାଳୁ କାଉ ପୂର୍ବ ଦିଗରେ ରାବ ଦିଏ ତେବେ ଏହା ଶତୃନାଶ ଓ ମାନ ସନମାନ ବୃଦ୍ଧି ଓ ଯଦି କାଉ ଦକ୍ଷିଣ ପୂର୍ବ ଦିଗରେ ରାବ ଦିଏ ଏହା ସମ୍ମାନ ବୃଦ୍ଧି ର ସୂଚନା ଦିଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଜାତକରେ ଯଦି ରବି ଜନ୍ମ ଘରେ, ଦିତୀୟରେ, ସପ୍ତମରେ, ଅଷ୍ଟମରେ, ଏବଂ ଦ୍ବାଦଶରେ ଥାଏ ତେବେ ଆପଣଙ୍କ ଶତୃତା ବୃଦ୍ଧି ପାଏ ଓ ମଙ୍ଗଳ ଜନ୍ମରେ, ଦିତୀୟରେ, ଚତୁର୍ଥରେ, ଅଷ୍ଟମରେ, ନବମରେ, ଓ ଦ୍ବାଦଶରେ ରହେ ତେବେ ଧନହାନୀ , ଅଧିକ ଖର୍ଚ୍ଚ ଓ ବୁଧ ଜନ୍ମରେ, ତୃତୀୟରେ, ସପ୍ତମରେ, ନବମରେ, ଦ୍ବାଦଶରେ ରହନ୍ତି ତେବେ ଶରୀର ପୀଡା ,ଶରୀର ଅସୁସ୍ଥ , ରୋଗ ଭଲ ନହେବା ଓ ବୃହସ୍ପତି ଜନ୍ମରେ, ତୃତୀୟରେ, ଚତୁର୍ଥରେ, ଷଷ୍ଠରେ, ଅଷ୍ଟମରେ, ଦଶମରେ, ଓ ଦ୍ବାଦଶରେ ରୁହନ୍ତି ତେବେ ଧନକ୍ଷୟ , ବ୍ୟାପାରରେ କ୍ଷତି , ମାନସିକ ଚିନ୍ତା ହେବାର ସୂଚନା ଦିଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *