ଅର୍ଦ୍ଧ କାପାଳୀ ମୁଣ୍ଡ ବିନ୍ଧା ବା ମାଇଗ୍ରେନ୍ କଣ ? ଆସନ୍ତୁ ଜାଣିବା ଏହାର ସଠିକ୍ ଉପଚାର ବିଷୟ ରେ ।

Migraine

ବନ୍ଧୁଗଣ ସବୁ ମଣିଷ ଜୀବନ ରେ କିଛି ନା କିଛି ସମସ୍ୟା ମାନ ରହିଥାଏ ତାହା ମାନଶୀକ ଚିନ୍ତା ହେଉ କିମ୍ବା ଶାରିରୀକ ଚିନ୍ତା , ଏହି ସବୁ ଆମର ମୁଣ୍ଡ ବିନ୍ଧା ର କାରଣ ହୁଏ । ସେମିତି ରେ ବନ୍ଧୁଗଣ ବହୁତ ସମୟ ରେ ଆମ ମାନଙ୍କୁ ଦେଖିବା ପାଇଁ ମିଳେ କି ଅର୍ଦ୍ଧ କାପାଳୀ ମୁଣ୍ଡ ବିନ୍ଧା ର ସମସ୍ୟା ତେବେ ଏହି ସମସ୍ୟା ଗୋଟିଏ ଶାନ୍ତ ପରିବେଶ ରେ ବହୁତ ପରିମାଣ ରେ କମିଯାଏ । ହେଲେ ଏହା ଅଧିକ ପରିମାଣ ରେ ହେଲେ ଆପଣ ମାନେ ଡାକ୍ତର ଙ୍କର ପରାମର୍ଶ ନିଶ୍ଚିତ ନିଅନ୍ତୁ ।

ଅଧିକାଶଂ ସମୟ ରେ ମାନଶୀକ ଚିନ୍ତା ହେଉ କିମ୍ବା ଶାରିରୀକ ଚିନ୍ତା , ତେଲ ମସଲା ଯୁକ୍ତ ଖାଦ୍ୟ ସେବନ କରିବା , ଏବଂ ରାତ୍ରି ଅନିଦ୍ରା ରହିବା ଜଙ୍ଗ୍ ଫୁଡ୍ , ଚକଲେଟ୍ , ଅଧିକ ସାଉଣ୍ଡ ଆପଣ ମାନଙ୍କ ମୁଣ୍ଡ ବିନ୍ଧାର ମୂଖ୍ୟ କାରଣ ହୋଇଥାଏ । ଏବଂ ଯଦି ଆପଣ ମାନଙ୍କୁ ଥରେ ମାଇଗ୍ରେନ୍ ମୁଣ୍ଡ ବିନ୍ଧା ହୁଏ ତେବେ 4 ରୁ 72 ଘଣ୍ଟା ପର୍ଯ୍ୟନ୍ତ ହୁଏ । ଏହି ମାଇଗ୍ରେନ ମୁଣ୍ଡ ବିନ୍ଧା ଦୁଇ ପ୍ରକାରର ପ୍ରଥମ ଏପିସୋଡିକ୍ ମୁଣ୍ଡବିନ୍ଧା ଯେଉଁଥିରେ ମୁଣ୍ଡବିନ୍ଧା ମାସକୁ ଦୁଇଥର, ଚାରିଥର, ଏବଂ ଦୁଇ ତିନି ମାସରେ ଥରେ ହେଇପାରେ ।

Headache

ଦ୍ଵିତୀୟ ପ୍ରକାର ମୁଣ୍ଡବିନ୍ଧା ହେଉଛି କ୍ରନିକ୍ ମାଇଗ୍ରେନ ଲାଗି ରହେ କିମ୍ବା 15 ଦିନରୁ ଅଧିକ ଗୋଟିଏ ମାସରେ ହୋଇଥାଏ । ଏହି ମୁଣ୍ଡ ବିନ୍ଧା ବହୁତ କଷ୍ଟ ଦିଏ ହେଲେ ମାଇଗ୍ରେନ୍ ମୁଣ୍ଡ ବିନ୍ଧା ର ଲକ୍ଷ୍ୟଣ ସାଧାରଣ ଅଟେ । ଏହି ମାଇଗ୍ରେନ୍ ମୁଣ୍ଡ ବିନ୍ଧା ଦ୍ୱାରା ବ୍ୟକ୍ତି ର ହାତ ଗୋଡ ଝିମ ଝିମ୍ ହେବା ଭଳି ସମସ୍ୟା ଦେଖିବା ପାଇଁ ମିଳେ ଯଦି ଆପଣ ମାନଙ୍କୁ ଗୋଟିଏ ଦିନ ରୁ ଅଧିକ ସମୟ ଧରି ମୁଣ୍ଡ ବିନ୍ଧା ହୁଏ ।

ତେବେ ଏପରି ସ୍ଥଳ ରେ ଏହାକୁ ମାଇଗ୍ରେନ୍ ମୁଣ୍ଡ ବିନ୍ଧା ସିଭିୟର ବୋଲି କୁହାଯାଏ । ଯଦି କୈଣସି ଖାଦ୍ୟ ର ସେବନ , ଲାଇଟ୍ , ବା ସାଉଣ୍ଡ ପାଇଁ ଏମିତି ହୁଏ ତେବେ ସେହିଠାରୁ ଆପଣ ଦୂରେଇ ରୁହନ୍ତୁ । ସେହି ପରି ଦୁଇ ରେ ହେଲା ନିଜର ଡାଏଟ୍ କୁ ପରିବର୍ତନ କରିବା ବା ଯୋଗ ପ୍ରାଣାୟମ୍ କରିବା ଆପଣ ମାନଙ୍କ ମୁଣ୍ଡ ବିନ୍ଧା କୁ ଦୂର କରି ପାରେ । ହେଲେ ଏମିତି କ୍ଷେତ୍ର ରେ ଯଦି ଆପଣ ମାନଙ୍କ ମୁଣ୍ଡ ବିନ୍ଧା ସମସ୍ୟା ପ୍ରତି ମାସ ରେ 3 ରୁ 4 ଦିନ ଲାଗି ରହେ ତେବେ ଆପଣ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ।

Head

ବହୁତ ସମୟ ରେ ଆମେ ମାନେ ମୁଣ୍ଡ ବିନ୍ଧା ପାଇଁ ପେନ କିଲିୟର ନିଅନ୍ତି ହେଲେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହା ନେଲେ ଶରୀର ପାଇଁ ବହୁତ କ୍ଷେତି କାରକ ସାବ୍ୟସ୍ତ ହୋଇଥାଏ । ବର୍ତମାନ ସମୟ ରେ ଭାରତ ରେ 15 ରୁ 20 କୋଟି ଲୋକ ମାନେ ଏହା ଦ୍ୱାରା ଆକ୍ରାନ୍ତ । ପୁରୁଷ ଏବଂ ମହିଳା ମାନେ ଏହା ଦ୍ୱରା ଅଧିକାଶଂ ସମୟ ରେ ଆକ୍ରାନ୍ତ ହୁଅନ୍ତି । ତେବେ ଏମିତି ହେଲେ ଆପଣ ମାନେ ନିଶ୍ଚିତ ଭାବେ ଡାକ୍ତର ମାନଙ୍କ ପରାମର୍ଶ ନିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *