ମହିଳାମାନେ କେଉଁଦିନ ଋତୁବତୀ ହେଲେ କଣ ହୁଏ।

women

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ବଡ଼ ଧ୍ୟାନଦାୟକ କଥା ଚର୍ଚ୍ଚା କରିବାକୁ ଯାଉଛୁ। ଆପଣ ନିଜର ଦୈନନ୍ଦିନ ଜୀବନରେ ଅନେକ କିଛି ପରୀକ୍ଷା ନୀରିଖ୍ୟା ଦେଇ ଗତି କରୁଥିବେ ଆଉ ତାହା ଭିତରୁ ଆପଣଙ୍କୁ ବହୁତ କିଛି ଉତ୍ତର ବି ମିଳୁଥିବ। ଆଜି ଆମେ ଆପଣଙ୍କ ପାଖରେ ଏପରି ହି ଏକ ପରୀକ୍ଷା ବାବଦରେ ଚର୍ଚ୍ଚା କରିବୁ ଯାହା କି ପ୍ରକୃତି ଆମ ମାନଙ୍କ ଉପରେ କରିଥାଏ। ତେବେ ଆଜି ଆମେ ଆପଣଙ୍କ ପାଖରେ ନାରୀ ମାନଙ୍କର ଋତୁସ୍ରାଵ ବାବଦରେ ଏକ ବଡ଼ ଆଶ୍ଚର୍ଯ୍ୟ ଜଣକ କଥା କହିବୁ ଯାହା କି ଆପଣ ହୁଏତ ଆଗରୁ କେବେ ଜାଣି ନଥିବେ। ତେବେ ଆସନ୍ତୁ ଆରମ୍ଭ କରିବା। ଆପଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

period

ଆପଣ ଜାଣନ୍ତି କି ମହିଳା ମାନଙ୍କର ଋତୁସ୍ରାବକୁ ନାରୀ ଧର୍ମ କୁହା ଯାଏ। ଏହି ଋତୁସ୍ରାବ ଯେବେ ଆରମ୍ଭ ହୁଏ ସେତେବେଳେ ମହିଳା ମାନଙ୍କ ଉପରେ ଅନେକ କିଛି ନିୟମ ଲାଗୁ କରା ଯାଇଥାଏ। ଋତୁସ୍ରାବ ଥିବା ମହିଳା ମାନଙ୍କୁ ଋତୁମଟି କୁହା ଯାଇଥାଏ। ଋତୁମତି ଯଦି କେଉଁ ଫସଲ ଅଥବା ପନିପରିବାକୁ ଛୁଇଁ ଦିଏ ତାହେଲେ ତାହା ମଧ୍ୟ ନଷ୍ଟ ହେଇ ଯାଇଥାଏ। ଋତୁମତି ଯେବେ କେଉଁ ଘରକୁ ପ୍ରବେଶ କରେ ତାହା ଅପବିତ୍ର ହେଇଯାଏ। ତେବେ ସବୁଠୁ ବଡ଼ କଥା ହେଲା କି ଋତୁସ୍ରାବ ଯେବେ ଆରମ୍ଭ ହୁଏ ଏହାର କିଛି ମହତ୍ତ୍ୱ ରହିଥାଏ।

ତେବେ ଶାସ୍ତ୍ର ଅନୁସାରେ ଯେଉଁଦିନ ପ୍ରଥମ ଥର ପାଇଁ ଋତୁସ୍ରାବ ଆରମ୍ଭ ହୁଏ ସେହି ପ୍ରଥମ ଦିନ ମହିଳାଙ୍କୁ ଚଣ୍ଡାଳୁଣୀ, ଦ୍ୱିତୀୟ ଦିନରେ ମହାପାପୀନି , ତୃତୀୟ ଦିନରେ ନଷ୍ଟ ସ୍ୱରୂପା ତଥା ଚତୁର୍ଥ ଦିନରେ ତାପସ୍ୱିନୀ ହେଇଥାନ୍ତି। ଚତୁର୍ଥ ଦିନରେ ମହିଳା ମାନେ ଉତ୍ତମ ସ୍ନାନ କରି ପବିତ୍ରତା ଲାଭ କରନ୍ତି। ତେବେ ଆଜି ଆମେ ଆପଣଙ୍କ ପାଖରେ ସେହି ମହିଳା ମାନଙ୍କର ଋତୁସ୍ରାବ ଆରମ୍ଭ ହେବାର ପ୍ରଥମ ଦିନ ବାବଦରେ କିଛି କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ଦରକାର। ତେବେ ଆସନ୍ତୁ ଜାଣିବା କି ମନାରୀ କେଉଁ ବାରରେ ପ୍ରଥମେ ଋତୁବତୀ ହେଲେ କଣ ହେଇଥାଏ।

peri

ଶାସ୍ତ୍ରରେ ଅଛି କି ପ୍ରଥମ ଋତୁବତୀ ନାରୀ ରବିବାର ଦିନ ହୁଏ ତାହେଲେ ତାଙ୍କର ବିଧବା ହେବାର ଯୋଗ ରହିଥାଏ। ସୋମବାର ଦିନ ପ୍ରଥମ ଋତୁବତୀ ହେଲେ ସେମାନେ ଅତି ପତିବ୍ରତା ହେଇଥାନ୍ତି। ପ୍ରଥମ ଋତୁ ମଙ୍ଗଳବାର ଦିନ ଆରମ୍ଭ ହେଲେ ସେ ଚରିତ୍ରହୀନା ହେଇଥାନ୍ତି। ବୁଧବାର ଦିନ ପ୍ରଥମ ଋତୁବତୀ ହେଲେ ସେ ସୋୟଭାଗ୍ୟବତୀ ହେଇଥାନ୍ତି।

ପ୍ରଥମ ଋତୁ ନାରୀର ଗୁରୁବାର ଦିନ ହେଲେ ନାରୀ ସନ୍ତାନଯୁକ୍ତା ହେଇଥାନ୍ତି। ଶୁକ୍ରବାର ଦିନ ପ୍ରଥମ ଋତୁ ହେଲେ ସେମାନେ ଅତ୍ୟଧିକ ସନ୍ତାନ ଯୁକ୍ତା ହେବାର ସମ୍ଭାବନା ରଖିଥାନ୍ତି। ଶନିବାର ଦିନ ପ୍ରଥମ ଋତୁବତୀ ହେଲେ ସେ ବନ୍ଧ୍ୟା ହେବାର ସମ୍ଭାବନା ଥାଏ।

Leave a Reply

Your email address will not be published. Required fields are marked *