ହିରୋଇନ ଏଲିନା ସାମନ୍ତରାୟଙ୍କର ଜବରଦସ୍ତ ମସ୍ତି ଭିଡିଓ। ସମୁଦ୍ର କୁଳରେ ଖୋଲିଦେଲେ

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରିଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।ଆଜି ଆମେ ଆପଣଙ୍କ ପାଖରେ ଓଲିଉଡ ଅଭିନେତ୍ରି ଏଲିନା ସାମନ୍ତରାୟଙ୍କ ବାବଦରେ କିଛି କହିବାକୁ ଯାଉଛୁ। ତେବେ ତାଙ୍କର ଚୁଲବୁଲି ଅଭିନୟ ପାଇଁ ସେ ସାରା ଓଡ଼ିଶାରେ ଘରେ ଘରେ ଲୋକପ୍ରିୟ ଅଛନ୍ତି। ତାଙ୍କ ବାବଦରେ ଆଜି ଆମେ କହିବାକୁ ଯାଉଛୁ। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେବାରେ ଲାଗିଛି ଯାହା ଭିତରେ ସେ ବହୁତ ସୁନ୍ଦର ସୁନ୍ଦର ଭାବରେ ସମୁଦ୍ର ଉପକୂଳର ପବନ ଉପଭୋଗ କରୁଥିବାର ନଜର ଆସୁଛନ୍ତି।

Elina Samantray

ଏହା ସହିତ ସେ ଡେଇଁ ଡେଇଁ ବହୁତ ଖୁସି ଅର୍ଜନ କରୁଛନ୍ତି। ତେବେ ତାଙ୍କର ଏହି ଚୁଲବୁଲି ଭିଡିଓ ବହୁତ ଅଧିକ ଭାଇରାଲ ହେବାରେ ଲାଗିଛି ଯାହା କି ଆମେ କଥା ହେବାକୁ ଯାଉଛୁ। ଆଜି ଆମେ ତାଙ୍କରି ବାବଦରେ କଥା ହେବା ଆଉ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଖବର ବାବଦରେ। ତେବେ ସେମାନଙ୍କର ମୁଖ ଆମେ ଆମ ପେଜ ଭିତରେ ଦେଖାଇବୁ ଆପଣ ତାହା ଦେଖିବେ ଆଉ ଅପେକ୍ଷା କରନ୍ତୁ ଆପଣଙ୍କର ପ୍ରିୟ ଅଭିନେତ୍ରୀ ମାନଙ୍କ ବାବଦରେ। ତେବେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

ତେବେ ଏଲିନା ସାମନ୍ତରାୟଙ୍କୁ ଅଥବା କିଏ ନ ଜାଣିବ। ଇସ୍କ ତୁ ହି ତୁ ଫିଲ୍ମରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ଆଜି ଓଡ଼ିଶାରେ ବହୁତ ଆଗକୁ ଯାଇ ସାରିଛନ୍ତି ଆଉ ଆଜି ସେ ସାରା ଓଡିଶାର ସବୁ ଲୋକଙ୍କ ଭିତରେ ଏତେ ଅଧିକ ଲୋକପ୍ରିୟ ଅଛନ୍ତି। ତେବେ ତାଙ୍କର ଅଭିନୟ ବାବଦରେ ଅଥବା କାହାକୁ ଅଜଣା ଥିବ। ସେ ବହିଟି ସୁନ୍ଦରୀ ଅଟନ୍ତି ଆଉ ତାଙ୍କର ଚୁଲବୁଲି ଅଭିନୟ ଦ୍ୱାରା ସମସ୍ତଙ୍କୁ ସେ ପ୍ରଭାବିତ କରିଥାନ୍ତି।

Elina

ତାଙ୍କର ଏହି ଅଭିନୟ ସଭିଙ୍କର ମନୋରଂଜନ କରିଥାଏ ଆଉ ଏହାଦ୍ୱାରା ସେ ଅନେକ ଲୋକପ୍ରିୟତା ପ୍ରାପ୍ତ କରିଛନ୍ତି। ତେବେ ସେ ଜଣେ ଏତେ ବଡ଼ ଅବିନେତ୍ରୀ ହେବା ସହିତ ବି ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲ ବହୁତ ଅଧିକ ଆକ୍ଟିଭ ରହିଥାଏ। ତେବେ ତାହାରି ଭିତରେ ସେ ଏହିଭଳି ଭିଡିଓ ପୋଷ୍ଟ କରିଥିବାର ଦେଖାଗଲେ।

ଏହି ଭିଡିଓରେ ସେ ସମୁଦ୍ର କୂଳରେ ବୁଲୁଥିବାର ନଜର ଆସିଲେ ଆଉ ଏଥିରେ ସେ ନିଜର ଓଢଣୀ ଉଡାଇ ଉପଭୋଗ କରୁଥିବାର ନଜର ଆସିଲେ। ଏହାପରେ ସେ ନିଜର ଘରେ ମଧ୍ୟ ଖିସିରେ ଉପଭୋଗ କରୁଥିବାର ଦେଖାଗଲେ। ଏହାପରେ ସେ ନିଜର ଘରେ ଖାଉ ଥିବାର ମଧ୍ୟ ଦେଖାଗଲେ ଆଉ ତାହା ସହିତ ସେ ନିଜର ସୋସିଆଲ ମିଡିଆରେ ଏହାକୁ ପୋଷ୍ଟ କରିଛନ୍ତି। ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *