ପାରଳାଖେମୁଣ୍ଡି ଘଟଣାର ସାମ୍ନାକୁ ଆସିଲା ବିଦ୍ୟାଭାରତୀଙ୍କ ଚିଠି। ଧରାପଡିଗଲା ଦୋଷୀ

ଆଜିର ଏକ ବଡ଼ ଖବର ସାକ୍ନକୁ ଆସିଛି। ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜି ଆମେ ଆପଣଙ୍କ ପାଖରେ ବଲିଉଡ ନୁହଁ କି ଓଲିଉଡ ନୁହଁ ବରଂ ସୌମ୍ୟଙ୍କ ମୃତ୍ୟୁ ବାବଦରେ କିଛି କହିବାକୁ ଯାଉଛୁ। ତେବେ ଆସନ୍ତୁ ଏହା ବାବଦରେ ଆଉ ବେସି ଡେରି ନକରି ଆରମ୍ଭ କରିବା। ଏହା ବାବଦରେ ଆପଣ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ରୁହନ୍ତୁ।

Vidya

ସୌମ୍ୟଙ୍କ ମୃତୁ ପରେ ଏକ ବଡ଼ ରହସ୍ୟ ଏବେ ସାମ୍ନାକୁ ଆସୁଛି । ବିଦ୍ୟାଭାରତୀଙ୍କର ଏକ ହାତ ଲେଖା ଚିଠି ଏବେ ସାମ୍ନାକୁ ଆସୁଛି ଯାହା ଏହା ବୟାନ କରୁଛି କି ସୌମ୍ୟ ଆଉ ବିଦ୍ୟା ଭାରତୀଙ୍କ ଭିତରେ ଯାହା ବି ସମ୍ପର୍କ ଥିଲା ତାହା ବିବାହ ପରେ ଠିକ ହି ନଥିଲା। ତେବେ ବିଦ୍ୟା ଭାରତୀ ଆଉ ତାଙ୍କ ସ୍ୱାମୀଙ୍କ ଭିତରେ କିଛି ବି ଠିକ ନଥିଲା। ତାଙ୍କ ବୈବାହିକ ଜୀବନ ସମ୍ପୂର୍ଣ ରୂପେ ବିଗିଡି ଯାଇଥିଲା। ତେବେ ଚିଠି ଭିତରେ ସୌମ୍ୟଙ୍କ ସହ ଜୀବନ ବିତେଇବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ବିଦ୍ୟା ଭାରତୀ।

ଅନ୍ୟ ପକ୍ଷରେ ବନ୍ୟ ଅଧିକାରୀ ସୌମ୍ୟଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଏହା ଅଭିଯୋଗ କରିଥିଲେ କି ସୌମ୍ୟଙ୍କର ମୃତ୍ୟୁ ଆପେ ହେଇନାହିଁ ବରଂ ତାଙ୍କୁ ହତ୍ୟା କରା ଯାଇଛି।।ଏହା ଉପରେ ସେ ସିବିଆଇ ତଦନ୍ତ କରିବା ପାଇଁ ଦାବି କରିଥିଲେ। ତେବେ ତାଙ୍କ ସ୍ତ୍ରୀ ବିଦ୍ୟାଙ୍କର କହିବା କଥା କି ସୌମ୍ୟଙ୍କର ଆଉ ଜଣେ ଝିଅ ସହ ସମ୍ପର୍କ ଥିଲା ଯାହା ସହ ସେ ଫୋନ ରେ କଥା ହେବା ସହ ଚାଟିଂ ବି କରୁଥିଲେ। ତେବେ ଏହା ଭିତରୁ କେଉଁ ଘଟଣା ସତ ତାହା ତଦନ୍ତ ପରେ ହି ସାମ୍ନାକୁ ଆସିବ।

Vidya

ଅନ୍ୟ ପକ୍ଷରେ ସୌମ୍ୟଙ୍କ ଭାଇ ରଞ୍ଜନ ମହାପାତ୍ର ତାଙ୍କ ହତ୍ୟା ବାବଦରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରିବା ପାଇଁ ଦାବି କରିଥିଲେ ଆଉ ପରେ ଏହାକୁ ଦୋହରାଇ ଥିଲେ। ପାରଳାଖେମୁଣ୍ଡି ପୋଲିସ ସୌମ୍ୟଙ୍କ ଠାରୁ ସୌମ୍ୟ ଆଉ ବିଦ୍ୟାଭାରତୀଙ୍କର ମୋବାଇଲ ଜବଦ କରିଛି। ସୌମ୍ୟଙ୍କ ପ୍ରଥମେ ନିଶା ଦିଆ ଯାଇଛି ଆଉ ତାହାପରେ ତାଙ୍କର ହତ୍ୟା କରା ଯାଇଛି ବୋଲି କୁହା ଯାଉଛି।

ଏହି ଦୁଇ ମୋବାଇଲ ମାନଙ୍କ ଭିତରେ ସବୁ ରହସ୍ୟ ଛପି ରହିଛି। ଏହି ଦୁଇଟି ମୋବାଇଲ ଖୋଲିବା ପରେ ତଥା ଏହାର ତଦନ୍ତ କରିବା ପରେ ଏହି ପୁରା ଘଟଣା ଉପରୁ ପରଦା ଉଠି ଯାଇ ପାରିବ ଆଉ ତମାମ ରହସ୍ୟ ଜଣା ପଡିପାରିବ ବୋଲି କୁହା ଯାଉଛି।

Leave a Reply

Your email address will not be published. Required fields are marked *