ସକାଳେ ଥରେ ମାତ୍ର ବ୍ୟବହାର କରନ୍ତୁ ଏବଂ ଦେଖନ୍ତୁ ବହୁତ ପୁରୁଣା ଅପରିସ୍କାର ଦାନ୍ତ ବି ହେବ ଚକମକ ।

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁନ୍ଦର ଏବଂ ସଫା ଦାନ୍ତ ସମସ୍ତ ଙ୍କର ଇଚ୍ଛା ଥାଏ । ସେହିଥି ପାଇଁ ଟୁଥ୍ ବ୍ରସ୍ ଆମ ମାନଙ୍କ ସବୁଠାରୁ ମହତ୍ୱ ପୂର୍ଣ୍ଣ କାମ ଅଟେ । ଅଧ୍ୟୟନ ଅନୁସାରେ ଭଲ ଭାବେ ବ୍ରସ୍ ନ କରିଲେ ଦାନ୍ତ ସହିତ ବ୍ରସ୍ ବି ଅସନା ହୋଇ ଥାଏ । ଏହି ଅସନା ବ୍ରସ୍ ଦ୍ୱାରା ଡାଇରିଆ ବା ସ୍କିନ୍ ଇନଫେକ୍ସନ୍ ଭଳି ସମସ୍ୟା ଦେଖିବା ପାଇଁ ମିଳେ । ସେହିଥି ପାଇଁ ଦାନ୍ତ ସଫା ରଖୁ ଥିବା ଟୁଥ୍ ବ୍ରସ୍ ର ବି ଧ୍ୟାନ ରଖିବା ଆବଶ୍ୟକ ଅଟେ । ନଚେତ୍ ଆପଣ ମାନଙ୍କୁ ଅନେକ ପ୍ରକାରର ରୋଗ ବି ଆପଣ ମାନଙ୍କୁ ଧରି ପାରେ ।

Teeth

ସବୁ ସମୟ ରେ ପାଣି ରେ ଟୁଥ୍ ବ୍ରସ୍ ଓଦା କରନ୍ତୁ । ପ୍ରୟତଃ ଲୋକ ମାନେ ବ୍ରସ୍ କରିବା ପୂର୍ବ ରୁ ବ୍ରସ୍ କୁ ପାଣି ରେ ଭିଜେଇ କରି ଛାଡି ଦେଇ ଥାନ୍ତି। ଯେଉଁ ସମୟ ରେ ଓଦା କରି ଆମେ ମାନେ ବ୍ରସ୍ କରି ଥାନ୍ତି । ସେହି ସମୟ ରେ ଏହା ନରମ ହୋଇ ଥାଏ । ଏହା ଦ୍ୱାରା ଦାନ୍ତ ସଫା କରିବା କ୍ଷେମତା କମି ଯାଏ ସେହିଥି ପାଇଁ କେବେ ବି ଏହା କରିବା ଉଚିତ୍ ନୁହେଁ ।

ଏମିତି ରେ ହାତ ରେ ଗୋଡ ରେ କିଛି ଲାଗିଲେ ଆମେ ମାନେ ଏକା ଥର କରେ ସଫା କରି ପାରିବା । କିନ୍ତୁ ଦାନ୍ତ ର ଜମା ଏହି ଅସୁନ୍ଦର ପରସ୍ତ ଥରକ ରେ ଛାଡେ ନାହିଁ । ହେଲେ ଏହି ଉପାୟ କରିଲେ ଛାଡି ଯିବ । ତେବେ ଆସନ୍ତୁ ଜାଣି ନେବା । ତେବେ ଏହା ପାଇଁ ଆପଣ ମାନଙ୍କୁ ପାଞ୍ଚ ଗୋଟି ରସୁଣ କୋଷା ନେବାକୁ ପଡିବ । ଏବଂ ପରେ ପରେ ଆପଣ ମାନେ ସେହି ରସୁଣ ପାଖୁ଼ଡା କୁ ଭଲ ଭାବେ ପେଷ୍ଟ କରି ଦିଅନ୍ତୁ । ଏବଂ ଏବେ ଆମେ ଏହି ଥିରେ ମିଶେଇବା ଟୋମାଟ ରସ । ଆପଣ ମାନେ ଏହି ଥିରେ ଏକ ଚାମଚ ଟୋମାଟ ରସ ଏହି ଥିରେ ମିସେଇବେ ।

Tomato

ଏବେ ଆପଣ ମାନଙ୍କୁ କୈଣସି ବି ଟୁଥ୍ ପେଷ୍ଟ ର ଜରୁରୀ ଅଟେ ଆପଣ ମାନେ ଏକ ଚାମଚ ହିସାବ ରେ ନେବେ । ଏବଂ ଆପଣ ମାନେ ଏବେ ଏକ ରୁ ଦୁଇ ଚିମୁଟା ବେକିଂ ସୋଡା ର ବ୍ୟବହାର କରିବେ ସେହି ଥିରେ ମିଶେଇ କରିବା ପରେ ଆପଣ ମାନଙ୍କ ପାଇଁ ଏହା ସଂମ୍ପର୍ଣ୍ଣ ଭାବେ ପ୍ରସ୍ତୁତ ଅଟେ ତେବେ ଆପଣ ମାନେ ଏହାକୁ ଏବେ ଦାନ୍ତ ରେ ହ୍ୟବହାର କରି ପାରିବେ ବ୍ୟବହାର କରିବା ପାଇଁ ଆପଣ ମାନେ ଏହି ଥିରରେ ଗୋଟିଏ ଟୁଥ୍ ପେଷ୍ଟ କୁ ନେଇ ସଫା କରିବାରେ ଲାଗି ଜାଆନ୍ତୁ ଆପଣ ଙ୍କ ଅସୁନ୍ଦର ହଳଦିଆ ଦାନ୍ତ ମୋତି ଭଳି ତମକିବାକୁ ଲାଗିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ,ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *