ଆଜିର ଗୁରୁତ୍ୱପୂର୍ଣ୍ଣ ଖବର। କୁକୁଡା ମାଂସା ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ ।

Chicken

ଆସନ୍ତୁ ଜାଣିବା ଆଜିର କିଛି ଗୁରୁତ୍ବପୂର୍ଣ୍ଣ ଖବର। ଆଜି ସନ୍ଧ୍ୟାରେ ଆସିଥିବା କିଛି ଗୁରୁତ୍ଵପୂର୍ଣ୍ଣ ଖବର ଆପଣମାନଙ୍କୁ ଜାଣିବା ନିହାତି ଦରକାର। ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ଖବର ଅଭିଯାନ। ପ୍ରଥମ ଖବରଟି ହେଲା ବାର୍ଡଫ୍ଲୁ ଭୟ। ଭାରତରେ ଚଳିତ ବର୍ଷ ପ୍ରଥମ ଥର ବାର୍ଡଫ୍ଲୁ ଜନିତ ମୃତ୍ୟୁ। ଭାରତରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବାର୍ଡଫ୍ଲୁ ଚିହ୍ନଟ ହୋଇଛି। ଦିଲ୍ଲୀ ଏମ୍ସରେ ଚିକିତ୍ସିତ ୧୨ ବର୍ଷ ବାଳକର ଏଚ ଫାଇଭ ଏନ ୱାନରେ ଇନଫ୍ଲୁଏଞ୍ଜାରେ ମୃତ୍ୟୁ ବରଣ ହେଇଛି। ଏମ୍ସର ମହାମାରୀ ବିଭାଗରେ ବାଳକଙ୍କର ମଙ୍ଗଳବାର ମୂତ୍ୟୁ ହେଇଛି। ସେ ହସ୍ପିଟାଲର ଡି ଫାଇଭ ୱାର୍ଡରେ ଭର୍ତ୍ତି ହୋଇଥିଲେ ପରେ ସେ ଏଚ ଫାଇଭ ଏନ ୱାନରେ ପୀଡ଼ିତ ହେଇଥିଲେ। ତାଙ୍କୁ ଆଇସିୟୁ ରେ ଭର୍ତ୍ତି କରଯାଇଥିଲା।

Bird flu

ତାହା ପୂର୍ବରୁ ତାଙ୍କର କୋଭିଡ ୧୯ ପରୀକ୍ଷା କରାଯାଇଥିଲା ଯାହାକି ନେଗେଟିଭ ଆସିଥିଲା। ଇନଫ୍ଲୁଏଞ୍ଜା ଟେଷ୍ଟରୁ ବାଳକଙ୍କର ବାର୍ଡଫ୍ଲୁ ଅଛି ବୋଲି ଜଣାପଡିଥିଲା। ପରବର୍ତ୍ତୀ ଖବରଟି ହେଲା ଆସନ୍ତା ୨୬ ତାରିଖରୁ ଖୋଲିବା ସମସ୍ତ ସରକାରୀ ବେସରକାରୀ ସ୍କୁଲ ଓ ହଷ୍ଟେଲ ଖୋଲିବ ଘୋଷଣା କଲେ ରାଜ୍ୟ ସରକାର।

ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ହଷ୍ଟେଲ ଖୋଲିବ ରାଜ୍ୟ ଗଣ ଶିକ୍ଷା ବିଭାଗ ଓ ଅନୁସୂଚିତ ଜାତି,ଉନ୍ନୟନ ବିଭାଗ ଆଦିଙ୍କ ଦ୍ଵାରା ଚାଲିଥିବା ସମସ୍ତ ସ୍କୁଲ ବା ହଷ୍ଟେଲ ଖୋଲିବ। ସମସ୍ତ ସ୍କୁଲ ସକାଳରୁ ଖୋଲାଯିବ ବୋଲି ଗଣ ଶିକ୍ଷା ମତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

school

ଚାଲନ୍ତୁ ଜାଣିବା ପରବର୍ତ୍ତୀ ଖବରଟି ଭୁବନେଶ୍ୱରରେ ଗର୍ଭବତୀ ମହିଳାମାନଙ୍କୁ ଟିକା କରଣ ଆରମ୍ଭ ହୋଇଛି। ଆଜିଠାରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଭୁବନେଶ୍ୱରରେ ମୋଟ ୧୦ ହଜାରରୁ ଅଧିକ ଗର୍ଭବତୀ ମହିଳାଙ୍କ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସପ୍ତାହର ଦୁଇ ଦିନ ଟିକା କରଣ ପାଇଁ ରଖାଯାଇଛି ।

ବୁଧବାର ଓ ଶନିବାର ଦିନ ୧୧ ଟାରୁ ଆରମ୍ଭ କରି ଦିନ ୧ ପର୍ଯେନ୍ତ ଚାଲିବା । ଏହା ସମସ୍ତ ପୌରାଞ୍ଚଳ ଓ ସରକାରୀ ହସ୍ପିଟାଲ ଆଦି ମାନଙ୍କରେ ଆୟୋଜିତ ହେବ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଏହା ସୂଚନା ମିଳିଛି। କଟକଣା ସତ୍ୱେ ରଥରେ ଚଢ଼ି ସେଲଫି ନେଲେ ଦୁଇ ଯୁବକ।

ପରବର୍ତ୍ତୀ ଖବରଟି ହେଉଛି ବର୍ତ୍ତମାନ ଖେଳା ଯାଉଥିବା ଭାରତ ଓ ଶ୍ରୀଲଂକା ଶୃଙ୍ଖଳା କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ରୀଲଙ୍କା ଦଳର କୋଚ ମିକି ଆର୍ଥର ଓ ଶ୍ରୀଲଂକା ଦଳର ଅଧିନାୟକଙ୍କ ଭିତରେ କଥା କଟାକଟି ହୋଇଛି। ମୁମ୍ବାଇ ପୋଲିସ ରାଜ କୁଂଦ୍ରାଙ୍କୁ ଅଶ୍ଳୀଳ ସିନେମା ତିଆରି କରୁଥିବା ଅଭିଯୋଗରେ ଗିରଫ କରିଛି।

Leave a Reply

Your email address will not be published. Required fields are marked *