ଆଜିର ବ୍ରେକିଙ୍ଗ ନ୍ୟୁଜ। ସମସ୍ତଙ୍କୁ ମିଳିବ 10 ହଜାର , ଜାଣନ୍ତୁ କେଉଁଠୁ ଓ କେମିତି

news

ଆଜିର ଅନେକ ବଡ଼ ଖବର ଆମେ ଆପଣଙ୍କ ପାଖରେ ନେଇକି ଆସିଛୁ। ତେବେ କଣ ସେହି ବଡ଼ ଖବର ତାହା ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ। ଆଜି ସକାଳର ଖବର ଆପଣଙ୍କ ପାଇଁ ଦରକାରୀ ହେଇପାରେ। ଏହା ବାବଦରେ ଅଧିକ ଜାଣିବା ପାଇଁ ଆପଣ ଆମ ସହ ଯୋଡି ହୋଇ ରୁହନ୍ତୁ।

ତେବେ ଆଜିର ପ୍ରଥମ ଖବର ଏହା କି କରୋନା ମହାମାରୀ ସମୟରେ ୧୫ ହଜାରରୁ କମ ରୋଜଗାର ଥିବା ଲୋକ ମାନଙ୍କ ପାଇଁ ବଡ ଘୋଷଣା କଲେ ସରକାର। ପୂର୍ବ ବର୍ଷ ମହାମାରୀ ସମୟରେ ରୋଜଗାରକୁ ପ୍ରୋତ୍ସାହନ ଦେବା ପାଇଁ ବଡ଼ ଘୋଷଣା କରିଥିଲେ ସରକାର ଆଉ ଆତ୍ମ ନିର୍ଭର ଭାରତର ଘୋଷଣାନାମା କରିଥିଲେ ଭାରତ ସରକାର। ଏହାକୁ ବଢୋତରି କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ। ତେବେ ଏବର୍ଷ ତାହାର ପଞ୍ଜିକରଣ ତାରିଖ ୩୦ ଜୁନ ୨୦୨୧ ରୁ ବଢ଼ାଇ ୩୧ ମାର୍ଚ୍ଚ ୨୦୨୨ କରା ଯାଇଛି। ଏହା ସେମାନଙ୍କ ପାଇଁ ବଡ଼ ଖବର ଅଟେ।

ଏହାପର ଖବର ମାଟ୍ରିକ ପରୀକ୍ଷାରେ ଉପରେ ଅଛି କାରଣ ଏହାକୁ ନେଇ ବଡ଼ ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମାଟ୍ରିକ ପରୀକ୍ଷା ମାତ୍ର ୭୦% ସିଲାବସ ନେଇକି ହେବାକୁ ଯାଉଛି ଆଉ ଏହାର ବଡ଼ ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ। କରୋନା ମହାମାରୀ ସମୟରେ ଏପରି ଘୋଷଣା କରାଯାଇଛି।

Student

ଏହାପର ଖବର କି ବୋଲ ମାନୁନାହିଁ ମହାମାରୀ ଆଉ ଲକଡାଉନ ଲମ୍ବିବା ସହ ବି ମହାମାରୀରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା କମ ହେଉନାହିଁ। ଏବେ ବୁର୍ଲାରେ ପୁଣି ତିନି ଜଣ ବ୍ଲାକ ଫଙ୍ଗସ ମହାମାରିରେ ସଂକ୍ରମିତ ତିନି ଜଣ ଚିହ୍ନଟ ହେଇଛନ୍ତି ଆଉ ଏହି ତିନି ଜଣଙ୍କ ସହ ମୋଟ ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଂଚି ଯାଇଛି। ତିନି ଜଣ ସୁସ୍ଥ ହେଇ ଫେରି ଯାଇଛନ୍ତି।

ଏହାପର ଖବର ଏହା କି ଅନଲାଇନ କ୍ଳାସରେ ଅଶ୍ଳୀଳ ପୋଷ୍ଟ ଯାହା ଉପରେ ମାମଲା ଜାରି କଲା ପୋଲିସ। ଗୋଆର ଉତ୍ତର ଭାଗରେ ଏକ ସ୍କୁଲ ବିଭାଗ ଭିତରେ ଅନଲାଇନ କ୍ଳାସ ଚାଲିଥିବା ସମୟରେ ଜଣେ ଛାତ୍ରଙ୍କର ଫୋନ ହ୍ୟାକ କରି ଜଣେ ହ୍ୟାକର ଅଶ୍ଳୀଳ ପୋଷ୍ଟ କରିବାରେ ଲାଗିଲା ଯାହା ଉପରେ ଗୋଆ ପୋଲିସ ମାମଲା ରୁଜ୍ଜୁ କରିଛି ଆଉ ତାହା ହୁଏତ ଏକ ବଡ଼ ମାମଲା ହେଇପାରେ।

drdo
ଏହାପର ବଡ଼ ଖବର ଏହା କି ସେନା ପାଇଁ ଖୁସି ଖବର କାରଣ ମାତ୍ର ୧୦ ମିନିଟ ଭିତରେ ହି ବିକଶିତ ହେଇଯିବ ବ୍ରିଜ ଯାହା କି ସେନା ମାନଙ୍କ ପାଇଁ ତଥା ଏହାର ଭାରି ଯାନବାହନ ଯିବା ଆସିବା ପାଇଁ ବହୁତ କିଛି ରାସ୍ତା ଖୋଲିଦେଵ। ତେବେ ଏହା ଆଗରୁ ଛୋଟ ନଦୀ ନାଳ ସେନାଙ୍କର ଯିବା ଆସିବା ପାଇଁ ଅସୁବିଧା କରୁଥିଲା ମାତ୍ର ତାହା ଏବେ ଦୂର ହେଇଯିବ। ଡିଆରଡିଓ ତିଆରି କରିଥିବା ଏହି ବ୍ରିଜ ବାବଦରେ ଆପଣଙ୍କୁ ହୁଏତ ଜଣା ପଡିଯାଇଥିବ।

ଏହାପର ବଡ଼ ଖବର କି ସୁସ୍ଥ ହେଉଛନ୍ତି ଶ୍ରୀଜୀଉ ଆଉ ଆଜି ରଥଯାତ୍ରା ପାଇଁ ବଡ଼ ବୈଠକ ବସିବାକୁ ଯାଉଛି।

୧୨ ରୁ ପୁଣି ଲଘୁଚାପ ହେବାକୁ ଯାଉଛି ଆଉ ଉତ୍ତର ଓଡ଼ିଶାର ଅନେକ ଜିଲ୍ଲା ମାନଙ୍କରେ ବର୍ଷା ହେବାକୁ ଯାଉଛି ଆଉ ତାହା ଚାଷକାର୍ଯ୍ୟ ପାଇଁ ଉପକୂଳ ପରିବେଶ ତିଆରି କରିବ।

Leave a Reply

Your email address will not be published. Required fields are marked *