ତୋ ଅଗଣାର ତୁଳସୀ ମୁଁ ର ତୁଳସୀ ଙ୍କ ବିବାହ, ଏହି ପୁଅକୁ କରିବେ ବିବାହ

tulashi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତୁଳସୀ ବା ସ୍ୱତାଲୀନା ଭଟ୍ଟାଚାର୍ଯ୍ୟ ଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ , ତେବେ ଆପଣ ମାନେ କିଛି ବର୍ଷ ପୂର୍ବେ ତୋ ଅଗଣା ର ତୁଳସୀ ସିରିଏଲ ରେ ଚନ୍ଦନ ଙ୍କ ସହିତ ମାନେ ତୁସାର ଙ୍କ ସହିତ ଦେଖିବା ପାଇଁ ପାଇ ଥିଲେ ,

ଏବଂ ସେହି ସମୟ ରେ ଏହି ତୋ ଅଗଣା ର ତୁଳସୀ ସାହାଯ୍ୟରେ ସେ ବେସ୍ ପରିମାଣ ରେ ଲୋକ ପ୍ରିୟତା ହାସଲ କରି ଥିଲେ , ହେଲେ ପରବର୍ତି ସମୟ ରେ ସିରିଏଲ ର ସ୍କ୍ରିପ୍ଟ କାରଣ ରୁ ସେ ସିରିଏଲ ରୁ ଜଗତ ରୁ ବିଦାୟ ନେଇ ଥିଲେ ।tulishi

ଏବଂ ସେହି ପର ଠାରୁ ଆପଣ ମାନେ ତାଙ୍କୁ ଆଉ ସିରିଏଲ ରେ ଦେଖିବା ପାଇଁ ପାଇ ନାହାଁନ୍ତି , ହେଲେ ନିକଟ ରେ କାଳୀଜାଈ ଜାହା ବର୍ତମାନ ସମୟ ରେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉଛି , ସେହି ସିରିଏଲ ରେ ବି ଆପଣ ମାନେ ତାଙ୍କୁ ଦେଖିବା ପାଇଁ ପାଇ ଥିଲେ , ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଆପଣ ମାନଙ୍କ ସେହି ପ୍ରିୟ ଅଭିନେତ୍ରୀ ସ୍ୱତାଲୀନା ଭଟ୍ଟାଚାର୍ଯ୍ୟ ଖୁବ୍ ଶିଘ୍ର ବିବାହ କରିବା ପାଇଁ ଯାଉଛନ୍ତି ,

ତେବେ ସେ କାହାକୁ ବିବାହ କରିବେ ଏବଂ ତାଙ୍କର ବୟଫ୍ରେଣ୍ଡ କିଏ ସେହି ବିଷୟ ରେ ଆପଣ ମାନଙ୍କ ସହିତ ଆଲୋଚନା କରିବୁ ,ଜାହା ମିଳି ଥିବା ଖବର ଅନୁସାରେ ସ୍ୱତାଲିନା ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କର ବୟଫ୍ରେଣ୍ଡ ଶିବା ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି , ଏବେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁ ଥିବା ବେଳେ ଏମାନେ ଆଗାମୀ ବର୍ଷ ରେ ବିବାହ କରିବାର ପ୍ଲନିଂ ରଖିଛନ୍ତି ।tolishi

ତେବେ ଆପଣ ମାନଙ୍କୁ ସ୍ୱତାଲିନା ଅଭିନୟ କେମନିତି ଲାଗୁ ଥିଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ଏବଂ ଆପଣ ମାନଙ୍କ ପ୍ରିୟ ଅଭିନେତ୍ରୀ ତୁଳସୀ ପାଇଁ ନିଶ୍ଚିତ ଭାବେ ସେୟାର କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *