ରଥଯାତ୍ରା ଆଗରୁ ଏହି ରାଶିମାନେ ହେଇଯିବେ ମାଲାମାଲ।

rashi

କିଛି ରାଶି ମାନଙ୍କ ଉପରେ ଭଗବାନ ଙ୍କର ବିଶେଷ କୃପା ଦୃଷ୍ଟି ରହିଥାଏ ଆଉ ତାଙ୍କର ପୂଜା ତଥା ଆରାଧନା ବଳରେ ସେମାନେ ଜୀବନରେ ବହୁତ ଉନ୍ନତି କରିଥାନ୍ତି ଆଉ ଭଗବାନଙ୍କର କୃପା ସର୍ବଦା ତାଙ୍କ ଉପରେ ଲାଗି ରହିଥାଏ। ତେବେ ଏହି ଜୁଲାଇ ମାସର ଆରମ୍ଭ ସେମାନଙ୍କୁ ବହୁତ କିଛି ପ୍ରଦାନ କରିବାକୁ ଲାଗିବ ଆଉ ତାଙ୍କ ଉପରେ ଭଗବାନ ଙ୍କର କୃପା ଦୃଷ୍ଟି ସର୍ବଦା ଲାଗି ରହିବ ଯାହା କି ଆପଣଙ୍କ ଜୀବନ ଉପରେ ଅନେକ ବଡ଼ ପ୍ରଭାବ ପକାଇବ। ତେବେ ଆଜି ଆକେ ସେଭଳି କିଛି ରାଶି ମାନଙ୍କ ବାବଦରେ ଜାଣିବାକୁ ଯାଉଛୁ ଯେଉଁମାନେ କି ଆଗକୁ ବହୁତ ଉନ୍ନତି କରିବାକୁ ଯାଉଛନ୍ତି ଆଉ ସେମାନଙ୍କୁ ଧନୀ ହେବାରୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ ।

rash

ପ୍ରଥମେ ଆସୁଛନ୍ତି ବୃଷ ରାଶି:- ଏହି ରାଶିର ଲୋକମାନଙ୍କ ଉପରେ ମାତା ଲାଖକୀଙ୍କର ବିଶେଷ କୃପା ରହିବାକୁ ଯାଉଛି ଆଉ ସେମାନେ ଉନ୍ନତି କରିବାକୁ ଯାଉଛନ୍ତି। ଏହି ରାଶିର ସ୍ୱାମୀ ଶୁକ୍ର ଅଟନ୍ତି। ଆମେ ଯେପରିକୁ ଜାଣୁ କି ଶୁକ୍ରଙ୍କୁ ବୈଭବ, ଟଙ୍କା ତଥା ଧନର କାରକ ମାନା ଯାଇଥାଏ। ସେପରି ସ୍ଥଳରେ ଏପରି ବୃଷ ରାଶିର ଲୋକ ମାନଙ୍କ ଉପରେ ଶୁକ୍ର ଗ୍ରହର କୃପା ସର୍ବଦା ଲାଗି ରହିଥାଏ ଆଉ ସେଥିପାଇଁ ଏମାନେ ବହୁତ ବୈଭଶାଳୀ ଜୀବନ ଯାପନ କରିବା ପାଇଁ ସର୍ବଦା ଚେଷ୍ଟା କରନ୍ତି। ସେମାନେ ଅତ୍ୟନ୍ତ ପରିଶ୍ରମି ହେଇଥାନ୍ତି ଆଉ ସେମାନଙ୍କ ପାଖରେ ଟଙ୍କାର କମି ନଥାଏ। ତେବେ ଏହି ମାସ ଠାରୁ ସେମାନଙ୍କର ଉନ୍ନତି ହେବାକୁ ଯାଉଛି।

ଦ୍ୱିତୀୟରେ ଆସେ ସିଂହ ରାଶି:- ଏହି ରାଶିର ଲୋକମାନଙ୍କ ଉପରେ ମଧ୍ୟ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିବାକୁ ଯାଉଛି ଆଉ ସେମାନେ ବହୁତ ଅଧିକ ଧନବାନ ହେବାକୁ ଯାଉଛନ୍ତି। ଏହି ରାଶିର ଲୋକମାନେ ଅତ୍ୟନ୍ତ ଖାସ ହେଇଥାନ୍ତି ଆଉ ସେମାନଙ୍କ ପାଖରେ ନେତୃତ୍ତ୍ୱ କରିବାର କ୍ଷମତା ବହୁତ ଅଧିକ ଥାଏ। ସେମାନେ ଲିଡ଼ର ହେବା ପାଇଁ ବହୁତ ଚେଷ୍ଟା କରନ୍ତି ଆଉ ସେମାନେ ବହୁତ ଅଧିକ ପରିଶ୍ରମୀ ହେଇଥାନ୍ତି ଆଉ ବହୁତ ଅଧିକ ଲାଳସା ରଖିବାରେ ପଛାନ୍ତି ନାହିଁ। ଏହା ହି କାରଣ କି ସେମାନେ ଧନବାନ ହେବାକୁ ଯାଉଛନ୍ତି।

rashi

କନ୍ୟା ରାଶି:- ଏହି ରାଶିର ଲୋକମାନଙ୍କ ଉପରେ ମଧ୍ୟ ଭଗବାନ ବିଷ୍ଣୁ ତଥା ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିବାକୁ ଯାଉଛି ଯାହା କି ସେମାନଙ୍କୁ ଉନ୍ନତିର ଶେଷ ସୀମାରେ ରଖିପାରେ। ଆପଣଙ୍କ ପାଇଁ ଏହା ବଡ଼ ଖିସି ଖବର ଅଟେ କାରଣ ଆପଣଙ୍କୁ ଧନବାନ ହେବାରୁ କେହି ମଧ୍ୟ ଅଟକାଇ ପାରିବ ନାହିଁ।

ତୁଳା ରାଶି:- ଏହି ମାସ ଆପଣଙ୍କ ପାଇଁ ଭଲ ରହିବାକୁ ଯାଉଛି। ଆପଣଙ୍କର ଗ୍ରହ ମାନଙ୍କର ପରିବର୍ତ୍ତନ ତଥା ତାହା ସହିତ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବାକୁ ଯାଉଛି। ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବାକୁ ଯାଉଛି ଆଉ ଆପଣଙ୍କୁ ଲାଭବାନ ହେବାରୁ କେହି ଅଟକାଇ ପାରିବେ ନାହିଁ।

Leave a Reply

Your email address will not be published. Required fields are marked *