ଏହି ଟିପସ୍ ଆପଣଙ୍କ ଘରର ସବୁ ଦୋଷ ନାଶ କରେ। ଥରେ ଆପଣାନ୍ତୁ ।

home

ବାସ୍ତୁ ଶାସ୍ତ୍ରର ମହତ୍ତ୍ୱ ସଭିଙ୍କ ଜୀବନରେ ରହିଥାଏ। ବାସ୍ତୁକୁ ମାନି ଚାଲୁଥିବା ବ୍ୟକ୍ତି ଜୀବନରେ କେବେ ହାରି ଯାଇ ନଥାଏ। ତେବେ ଏହି ବାସ୍ତୁ ଦ୍ୱାରା ଆମ ଜୀବନରେ ଅନେକ କିଛି ଏପରି ହୁଏ ଯାହା ବାବଦରେ ଆମକୁ ଧାରଣା ବି ନଥାଏ। ତେବେ ଏହି ବାସ୍ତୁର ପ୍ରଭାବକୁ ମଧ୍ୟ ଆମ କାର୍ଯ୍ୟଦ୍ୱାରା ଆମେ କମ କରିପାରିବୁ। ମାତ୍ର କଣ ଏହା ଆମ ଭାଗ୍ୟ ପରିବର୍ତ୍ତନ କରିପାରିବ? ତେବେ ଆପଣଙ୍କ ମନରେ ମଧ୍ୟ ଯଦି ଏହି ପ୍ରଶ୍ନ ଆସୁଛି ତାହେଲେ ଆମେ ଆପନଙ୍କୁ କହି ରଖୁଛୁ କି ବାସ୍ତୁ ଆମ ଭାଗ୍ୟକୁ ପ୍ରଭାବିତ କରିପାରେ। ତେବେ ବାସ୍ତୁର ମହତ୍ତ୍ୱ କମ ଅଥବା ଅଧିକ କରିବା ପାଇଁ ଆମେ ଅନେକ କାର୍ଯ୍ୟର ସାହାଯ୍ୟ ନେଇଥାଉ।

କାର୍ଯ୍ୟ ଫଳ ଆମ ଜୀବନ ଉପରେ ରହିଥାଏ। ଆମର ବାସ୍ତୁ ନିୟମ ବାହାରର କାର୍ଯ୍ୟ ଆମ ଭାଗ୍ୟ ବିଗାଡି ପାରେ ଯେତେବେଳେ କି ଆମ ବାସ୍ତୁ ନିୟମ ଅନ୍ତର୍ଗତ କାର୍ଯ୍ୟ ଆମ ବାସ୍ତୁକୁ ଆହୁରି ଉପରକୁ ନେଇପାରେ। ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି କାର୍କ୍ୟ କହିବାକୁ ଯାଉଛୁ ଯାହା ଆପଣ କରିବା ଦ୍ୱାରା ଆପଣଙ୍କ ଭାଗ୍ୟରେ ବାସ୍ତୁ ଦୋଷ ଦୂର ହେଇଯାଏ। ଏହି କାର୍ଯ୍ୟ ମାନଙ୍କ ଦ୍ୱାରା ଆପଣ ସମ୍ପୂର୍ଣ ରୂପେ ନିଜର ଭାଗ୍ୟ ତଥା ନିଜର ବାସ୍ତୁକୁ ପ୍ରଭାବିତ କରିପାରିବେ। ତେବେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଆଜିର ଏହି ସ୍ୱତନ୍ତ୍ର ବିଷୟ ବାବଦରେ

bastu

ଆଜି ଆମେ ଆପଣଙ୍କ କିଛି ବାସ୍ତୁ ଟିପସ୍ ଦେବୁ ଯାହାକୁ ଆପଣ ନିଜର ଜୀବନରେ ଆପଣେଇବା ଦ୍ୱାରା ଆପଣଙ୍କ ଘରୁ ସବୁ ପ୍ରକାରର ବାସ୍ତୁ ଦୋଷ ଦୂର ହେଇଯିବ।ତେବେ ଚାଲନ୍ତୁ ଜାଣିବା।

ଆଜିର ପ୍ରଥମ ଟିପ ହେଉଛି କି ଆପଣ ସୁଖୀ ଯାଇଥିବା ଫୁଲ ନିଜର ଘର ଭିତରେ ରଖନ୍ତୁ ନାହିଁ। ଏହା ଆପଣଙ୍କ ଘରର ବସ୍ତିରେ ଥିବା ବାସ୍ତୁକୁ ପ୍ରଭାବିତ କରିଥାଏ। ଆପଣ ଏହାକୁ ଯେତେ ଶୀଘ୍ର ସମ୍ଭବ ନିଜ ଘରୁ ବାହାରକୁ କରନ୍ତୁ।

ଆପଣ ଘରର କାନ୍ଥରର ସର୍ବଦା ଆଶୀର୍ବାଦ ଦେଉଥିବା ଜଣେ ବାବା ଅଥବା ଋଷି ଅଥବା ମୁନିଙ୍କର ଫୋଟୋ ଲଗାନ୍ତୁ। ଏହାଦ୍ୱାରା ଘରର ଲୋକ ମାନଙ୍କ ଉପରେ ତଥା ଆପଣଙ୍କ ଘର ଉପରେ ସକାରାତ୍ମକ ପ୍ରଭାବ ରହିଥାଏ।

rusi

ଭଙ୍ଗା ରୁଜା ଜିନିଷ ଘରୁ ଯେତେ ସମ୍ଭବ ବାହାରେ ରଖନ୍ତୁ ଯାହାଦ୍ୱାରା କି ଘରର ଲୋକ ମାନଙ୍କ ଉପରୁ ନକାରାତ୍ମକ ପ୍ରଭାବ ହଟି ଯାଇଥାଏ।

ଦକ୍ଷିଣ ପୂର୍ବ ପଟେ ଥିବା କାନ୍ଥରେ ଆପଣ ସବୁଜ ରଙ୍ଗର ଚିତ୍ର ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଘରର ଲୋକ ମାନଙ୍କର ମସ୍ତିଷ୍କ ଏକଦମ ସ୍ୱଚ୍ଛ ରହିବ।

ଆପଣ ଘରେ ପାଣି ଝରୁଥିବା ଅଥବା ଲିକ ଥିବା ନଳ ଅଥବା ଫଟା ପାତ୍ର ରଖନ୍ତୁ ନାହିଁ। ସେଠିରର ସୈତାନ ବାସ କରେ।

ଘରେ ସର୍ବଦା ଗୋଲ ଆସବାବପତ୍ର ଲଗାନ୍ତୁ। ଏହା ସଭିଙ୍କ ପାଇଁ ଶୁଭ ଅଟେ।

ଘରେ ତୁଳସୀ ଗଛ ଲଗାନ୍ତୁ ଆଉ ଏହା ନିଶ୍ଚୟ କରନ୍ତୁ କି ତାହା ଘରର ପୂର୍ବ ପଟେ ଲାଗିବ।

Leave a Reply

Your email address will not be published. Required fields are marked *