ଏହି ବାସ୍ତୁ ଟିପସ ଆପଣଙ୍କ ଜୀବନ ବଦଳାଇ ଦେବ।

ଆଜି ଆମେ ଯେଉଁ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ ତାହା ଆମ ମାନଙ୍କ ପାଇଁ ବହୁତ ଅଧିକ ଗୁରୁତ୍ତ୍ୱପୁରଣ ଅଟେ। ଏହା ଭିତରେ ଆମେ ଆମ ଜୀବନର ଅନେକ ତତ୍ତ୍ୱ ବିଷୟରେ ଜାଣିବାକୁ ଯାଉଛୁ ଆଉ ଆମ ଜୀବନରେ କିକି ସମସ୍ୟା ଅଛି ଆଉ ତାହାର ସମାଧାନ ଆମେ କିଭଳି ବାସ୍ତୁ ଦ୍ୱାରା କରିପାରିବୁ ତାହା ବାବଦରେ ଜାଣିବାକୁ ଯାଉଛୁ।ଆମେ ଆଜି ଯେଉଁ ବିଷୟ ମାନଙ୍କ ବାବଦରେ ଚର୍ଚ୍ଚା କରିବାକୁ ଯାଉଛୁ ତାହା ଆମ ଜୀବନର ବାସ୍ତୁ ଶାସ୍ତ୍ର ବାବଦରେ ଅଛି। ଆଜି ଆମେ ଆଓଅନଙ୍କ ପାଖରେ ଆପଣଙ୍କ ଜୀବନର ସମସ୍ୟା ଜନିତ କିଛି ଏପରି ବାସ୍ତୁ ଟିପସ୍ ଦେବାକୁ ଯାଉଛୁ ଯାହା ଆପଣଙ୍କ ଜୀବନ ପରିବର୍ତ୍ତନ କରି ପାରିବ। ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଏପରି କିଛି ବାସ୍ତୁ ଟିପସ୍ ଯାହା ଆପଣଙ୍କ ଜୀବନର ଅନେକ ସମସ୍ୟା ଦୂର କରିବାରେ ଆପଣଙ୍କର ସହାୟକ ହେବ।

vastu

ଆମେ ଅନେକ ସମୟରେ ଏହା ଦେଖିବାକୁ ପାଇଥାଉ କି ଘରେ ସବୁ କିଛି ଠିକ ଥିବା ସତ୍ତ୍ୱେ ଆମ ଘର ମାନଙ୍କରେ ଅଶାନ୍ତି ଲାଗି ରହିଥାଏ। ଆମକୁ ଏହାର କାରଣ ଖୋଜିବା ପରେ ବି ଆମକୁ କିଛି ସମାଧାନ ମିଳିନଥାଏ। ତେବେ ଏହାର କାରଣ ଆମର ବାସ୍ତୁ ସହ ଯୋଡ଼ା ଥାଏ। ବାସ୍ତୁ ଆହା ଯୋଡ଼ା ଥିବା ସମସ୍ୟାର ସମାଧାନ ଆମ ବାସ୍ତୁ ଶାସ୍ତ୍ର ସହ ହି ଯୋଡି ହୋଇ ରହିଥାଏ।

ତେବେ ଏହାର ସମାଧାନ ଆମ ପଣ୍ଡିତ ମାନେ ନିଜର କିଛି ପୁସ୍ତକ ମାନଙ୍କରେ ଲିଖିତ କରି ରଖିଛନ୍ତି। ଏହାର ସମାଧାନ କଣ ଅଟେ ତାହା ଆମେ ସେମାନଙ୍କ ପୁସ୍ତକରୁ ହି ଜାଣିବା। ଏହାଦ୍ୱାରା ଆପଣଙ୍କର ଯଦି କିଛି ବାଧା ବିଘ୍ନ ଥାଏ ତାହା ନିଶ୍ଚୟ ଦୂର ହେବ ଆଜି ଆମେ ତାହାରି ବାବଦରେ ହି ଚର୍ଚ୍ଚା କରିବାକୁ ଯାଉଛୁ।

bastu

ଘରେ ସନ୍ଧ୍ୟା ସମୟରେ ସବୁ ସ୍ଥାନ ମାନଙ୍କରେ ଝୁଣା ଧୂଆଁ ଜାଳିବା ଅତ୍ୟନ୍ତ ଶୁଭ ଅଟେ। ଘରେ ତୁଳସୀ ଗଛରେ କିଛି କବଙ୍ଗ ରଖି ପୂଜା କରିବା ଶୁଭ ଅଟେ। ଘରେ ତୁଳସୀ ପତ୍ର ରଖି ସୋରିଷ ଟେଲର ଦୀପ ଜାଳିବା ବହୁତ ଶୁଭ ଅଟେ। ପ୍ରତ୍ୟେକ ଗୁରୁବାର ଦିନ କଦଳୀ ଗଛ ମୂଳରେ ଘିଅ ଅଥବା କ୍ଷୀର ଢାଳିବା ଅତ୍ୟନ୍ତ ଶୁଭ ହେଇଥାଏ।

ଆପଣ ତାୱାରେ ରୁଟି ସେକିବା ଆଗରୁ ତାହାକୁ କ୍ଷୀରରେ ଧୋଇଦେବା ଅତ୍ୟନ୍ତ ଶୁଭ ହେଇଥାଏ। ଆପଣ ନିଜର ଘରେ ଯେତେ ଲୋକଙ୍କ ପାଇଁ ରୁଟି ତିଆରି କରିବାକୁ ଯାଇଛନ୍ତି ତ ଆପଣ ରୁଟି ତିଆରି କରି ସାରି ତାହାର ପ୍ରଥମ ରୋଟି ଗୁରୁ ମାତାଙ୍କ ପାଇଁ ରଖିଲେ ଆପଣଙ୍କ ଘରରେ ଶୁଭ ହେଇଥାଏ।

ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଆପଣଙ୍କ ଘରର ପଛ ଦ୍ୱାର ସାମ୍ନାରେ ରହିବା ଅନୁଚିତ ଅଟେ। ଆପଣଙ୍କ ଘରେ ଆପଣ ଭଙ୍ଗା ଜିନିଷ ଆଦ୍ୟ ରଖନ୍ତୁ ନାହିଁ ଆଉ ଘରେ ଆପଣ କେବକ ଆପଣଙ୍କ ଆଶୀର୍ବାଦ ପ୍ରଦାନ କରୁଥିବା ସାଧୁ ସନ୍ଥ ମାନଙ୍କର ଚିତ୍ର ହି ରଖନ୍ତୁ। ଘରର ଦକ୍ଷିଣ ପୂର୍ବ ଦିଗରେ ସବୁଜ ପରିପୂର୍ଣ ଚିତ୍ର ହି ରଖନ୍ତୁ।

Leave a Reply

Your email address will not be published. Required fields are marked *