12 July ରୁ ଆସୁଛି ଏକ ଲଘୁଚାପ ପ୍ରବଳ ରୁ ଅତି ପ୍ରବଳ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲା କୁ ମିଳିଲା ୱାର୍ଣ୍ଣିଂ ।

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ଆପଣ ମାନେ ଜାଣନ୍ତି ପୂର୍ବ ମାସ ମାନେ ଜୁନ୍ ମାସ ରେ କିଛି କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ । କେତେକ ସ୍ଥାନ ରେ ବର୍ଷା ର ପରିମାଣ ବହୁତ କମ୍ ଦେଖା ଦେଇଛି । ଏମିତି କୁହା ଜାଉଛି କି ଜୁନ୍ ମାସ ରେ ହୋଇଥିବା କମ୍ ପରିମାଣ ରେ ବର୍ଷା ପାଇଁ ବର୍ତମାନ ସମୟ ରେ ଜୁଲାଇ ମାସ ରେ ତାହା ପୂର୍ଣ୍ଣ ହେବା ପାଇଁ ଜାଉଛି । ଆପଣ ମାନଙ୍କୁ ସୂଚନା ଦେବୁ କି ଜୁଲାଇ ମାସ ରେ ମୈଶୁମୀ ପ୍ରଭାବ ବହୁତ ଭଲ ରହିବ । ଯେଉଁ କାରଣ ପାଇଁ ଏବେ ଦେଶ ର ବିଭିନ୍ନ ଅଞ୍ଚଳ ରେ ବର୍ଷା ମଧ୍ୟ ହେବ ।

rain

ଆସନ୍ତା ମାସରୁ ଚାଷ ପାଇଁ ଅନୁକୂଳ ବାତାହରଣ ସୃଷ୍ଟି ହୋଇଛି । ଜାହାକି ଚାଷୀ ମାନଙ୍କ ପାଇଁ ବହୁତ ହିଁ ଖୁସୀ ର ଖବର ଅଟେ । ଯଦି ଓଡିଶା ବିଷୟରେ କହିବା ତେବେ ଏଠି ବି ମୌସୁମୀର ଭଲ ପ୍ରଭାବ ରହିବ । ହେଲେ ଏହି ଜୁଲାଇ ମାସ ରେ ଉତ୍ତର ଓଡିଶା ରେ ବହୁତ ଅଳ୍ପ ମାନେ ସ୍ୱଭାବିକ ଭାବେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହି ଏହି ଦିନ ରେ ପାଣି ପାଗ ବିଭାଗ ପକ୍ଷ୍ୟ ରୁ ମିଳିଥିବା ସୂଚନା ଅନୁସାରେ ବର୍ତମାନ ସମୟ ରେ ଓଡିଶା ରେ ଗୋଟିଏ ଲଘୁଚାପ ସକ୍ରିୟ ରହିଥିବା ବେଳେ 12 ତାରିଖ ବେଳକୁ ଆଉ ଗୋଟିଏ ଲଘୁଚାୁପ ସୃଷ୍ଟି ହୋଇପାରେ । ଜାହାଫଳ ରେ ଜୁନ୍ ମାସ ର ଅଭାବୀ ବର୍ଷା କୁ ଜୁଲାଇ ମାସ ନିଶ୍ଚିତ ଭାବେ ପୂରଣ କରିପାରେ । ଜୁଲାଇ 10 ରୁ ରାଜ୍ୟ ରେ ବିଭିନ୍ନ ସ୍ଥାନ ରେ ବର୍ଷା ଆରମ୍ଭ ହୋଇପାରେ । ଉପକୂଳବର୍ତି ଓଡିଶା ସହିତ ଓଡିଶାର ଅନ୍ୟ କିଛି ଅଞ୍ଚଳରେ ଭଲ ବର୍ଷା ହେବାର ସମ୍ଭାବନା ଅଛି । କହିଦେଉଛୁ କି ବର୍ଷା କାରଣରୁ ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିବ ନାହିଁ ।

rains

ତେବେ ଏହି ଦିନ ରେ ବର୍ଷା ସହିତ ଘଡଘଡି ହେବାର ବି ସମ୍ଭାବନା ରହିଛି । ହେଲେ ସ୍ୱଭାବିକ ଭାବେ ଉତ୍ତର ଓଡିଶା ରେ ବର୍ଷା ର ପରିମାଣ ବହୁତ କମ୍ ପରିମାଣ ରେ ଦେଖିବା ପାିଇଁ ମିଳିବ । କିନ୍ତୁ ଦକ୍ଷିଣ ଆଭ୍ୟନ୍ତରୀଣର ଅଳ୍ପ କିଛି ଅଞ୍ଚଳରେ ସ୍ଵାଭବିକ ଠାରୁ ଅଧିକ ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ବୌଦ୍ଧ ଓ ସୋନପୁର,ଭଦ୍ରକ, ଯାଜପୁର, ରେ ସ୍ଵାଭବିକ ଠାରୁ କମ ବର୍ଷା ହେବାର ସମ୍ଭାବନା ଅଛି । ନବରଙ୍ଗପୁର, ରାୟଗଡା, ଗଜପତି ଓ କୋରାପୁଟରେ ସ୍ଵାଭବିକ ଠାରୁ ଅଧିକ ବର୍ଷା ହୋଇପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *