ଆପଣଙ୍କ ପ୍ରିୟ ଧାରାବାହିକ ହିରୋଇନ ଜ୍ୟୋତିଙ୍କର ପ୍ରକୃତ ପ୍ରେମ।

jyoti

ବନ୍ଧୁଗଣ ଆପଣ ତ ଜ୍ୟୋତିଙ୍କୁ ଜାଣିଥିବେ। ଜ୍ୟୋତି ଅର ସବିତା, ହଁ ଆଜ୍ଞା ସବିତାଙ୍କୁ ଆପଣ ଜାଣିଥିବେ। ସେ ରଜ କ୍ୱିନରୁ ବଛା ହୋଇଥିଲେ ଧାରାବାହିକ ପାଇଁ। ଏହା ପରେ ପରେ ସେ ଆଉ ପଛକୁ ଚାହୁଁନାହାଁନ୍ତି।ଜୀ ସାର୍ଥକର ପ୍ରଯୋଜିତ ରହିଛି ରହିବି ତୋରି ପାଇଁରେ ନାୟିକାର ଠିକ ଭଲ ଭାବରେ ଭୂମିକା ନିଭାଉଛନ୍ତି,ସବିତା ଓରଫ ଆପଣଙ୍କର ପ୍ରିୟ ଜ୍ୟୋତି। ସେ କାଳେ ଏବେ ପ୍ରେମରେ ପଡିଛନ୍ତି,ହଁ ଆଜ୍ଞା ଏବେ କିଛି ଉଡା ଖବରରୁ ଶୁଣିବାକୁ ମିଲୁଛି ଯେ,ଜ୍ୟୋତି ଆଉ ଏହି ରହିଛି ରହିବି ତୋରି ପାଇଁ ଧାରାବାହିକର ହିରୋ ଦୁଇଜଣ ଦିହେଁ ଦୁହିଁଙ୍କୁ ଡେଟ କରୁଛନ୍ତି। ଏବେ ଦୁଇଜଣଙ୍କୁ ବିଭିନ୍ନ ଜାଗାରେ ଏକାଠି ଦେଖିବାକୁ ମିଳୁଛନ୍ତି।

ଦୁହିଁଙ୍କୁ ସମସ୍ତ ଜାଗାରେ ଏକାଠି ଦେଖିବାକୁ ଲୋକେ ପାଉଛନ୍ତି, ସେ କେଉଁ ପାର୍କ ହେଉ କିମ୍ବା ସେ କେଉଁ ହୋଟେଲ ହେଉ ଦୁହିଁଙ୍କୁ ଏକାଠି ସବୁ ଜାଗାରେ ଦେଖିବାକୁ ମିଳୁଛି । ସେଥିପାଇଁ ଲୋକେ କହୁଛନ୍ତି ଯେ,ଦୁଇଜଣ କାଳେ ଦିହେଁ ଦୁହିଁଙ୍କୁ ଭଲ ପାଉଛନ୍ତି ।

jyoti

ନିକଟରେ ଏହି ଦୁଇଜଣଙ୍କୁ ହିରୋଙ୍କର ପରିବାର ସହିତ ଦେଖିବାକୁ ମିଳିଥିଲା। ହିରୋଙ୍କର ପରିବାର ସହିତ ଜ୍ୟୋତି ସେଲଫି ନେଇଥିବା ଫଟୋ ଏବେ ବେଶୀ ଭାଇରାଲ ହେବାର ଲାଗିଛି। ଏବେ ଗୁଜବ ଉଠୀବାରେ ଲାଗିଛି ଯେ,ଦୁହେଁ ଦୁହିଁଙ୍କୁ ବାହା ହେବାର ମଧ୍ୟ ନିଷ୍ପତି ନେଇଛନ୍ତି ଏବଂ ଦୁହେଁ ଦୁଇଜଣଙ୍କୁ ଖୁବ ଭଲ ମଧ୍ୟ ପାଉଛନ୍ତି।

ଧାରାବାହିକରୁ ଦୁହେଁ,ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି ଲୋକେ କହୁଛନ୍ତି,ଏହା କେତେ ଦୂର ସତ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାନାହିଁ। ଦୁଇ ଜଣଙ୍କର ମତାମତ ମଧ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ।ଏ ବିଷୟରେ ଏହା କେତେ ଦୂର ଶତ ତାହା ଏବେ ଜଣାପଡିନାହିଁ।ଏବେ ସେମାନଙ୍କୁ ପ୍ରାୟ ସବୁ ଜାଗାରେ ଏକାଠି ଦେଖିବାକୁ ମିଳୁଛି।ଆପଣ ମାନେ କୁହନ୍ତୁ ଏହାର ଅର୍ଥ ପ୍ରେମ ନୁହେଁ ତ ଆଉ କଣ।ଆପଣ ମାନଙ୍କ ମନରେ ପ୍ରଶ୍ନ ତ ନିଶ୍ଚୟ ଉଠୁଥିବ ଯେ କିପରି ଦୁହିଁଙ୍କ ଭିତରେ ସମ୍ପର୍କ ସ୍ଥାପନ ହେଲା। ଏହାର ଉତ୍ତର ମଧ୍ୟ ମୁଁ ଆପଣ ମାନଙ୍କୁ କହିବି।

jayti

ବାସ୍ତବରେ ଏହି ଦୁଇ ଜଣଙ୍କ ପ୍ରେମ ସମ୍ପର୍କ ସୁଟିଙ୍ଗ ସେଟରୁ ହିଁ ଆରମ୍ଭ ହୋଇଥିଲା। ଏକା ସମୟରେ ଅଭିନୟ କରୁଥିବା ସମୟରେ ଦୁଇ ଜଣଙ୍କର ଦେଖା ମଧ୍ୟ ହୋଇଥିଲା। ପ୍ରଥମ ଦେଖାରୁ ହିଁ ଦୁହେଁ ଦୁହିଁଙ୍କୁ ଭଲପାଇ ଯାଇଥିଲେ। ସେଠାରୁ ହିଁ ସୃଷ୍ଟି ହେଲା ଜ୍ୟୋତିଙ୍କ ଏହି ପ୍ରେମ କାହାଣୀ। ଏବେ ଏହି ସମ୍ପର୍କ ସେମାନଙ୍କ ଭିତରେ ଦୃଢ଼ ହେବାକୁ ଲାଗିଛି। ଆପଣ ମାନେ ତ ଜାଣିଛନ୍ତି ଯେ ଏବେ ସୁଟିଂ ବନ୍ଦ ରହିବା କାରଣରୁ ଦୁଇ ଜଣ ପରସ୍ପରକୁ ଅଧିକ ସମୟ ଦେଇ ପାରୁଛନ୍ତି।

Leave a Reply

Your email address will not be published. Required fields are marked *