କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କୁ ନେଇ ଆସିଛି ଏକ ଦୁଃଖଦ ଖବର ।।

Shakti Mishra

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆମେ ଆମର ମନର ଦୁଃଖକୁ ଭୁଲିବା ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାରର ଗୀତ ଶୁଣିଥାନ୍ତି । ବଲିଉଡ ରେ ଯେମିତି କଳାକାର ମାନେ ନିଜର ସଂଙ୍ଗିତ ଦ୍ବାରା ଲୋକମାନଙ୍କ ହୃଦୟରେ ଜାଗା କରିପାରିଛନ୍ତି ଠିକ୍ ସେହିପରି ଓଡ଼ିଆ ଜଗତରେ ବି ଏମିତି କଳାକାର ଅଛନ୍ତି ଯେଉଁମାନେ କି ତାଙ୍କର ସୁମଧୁର କଣ୍ଠରେ ଗୀତ ଗାଇ ଲୋକମାନଙ୍କ ମନରେ ଜାଗା ସୃଷ୍ଟି କରିପାରିଛନ୍ତି । ଆଜି ଆମେ ସେହିପରି ଜଣେ କଣ୍ଠଶିଳ୍ପୀ ଲଙ୍କା ବିଷୟରେ କହିବାକୁ ଯାଉଛୁ , ସେ ହେଉଛନ୍ତି କଣ୍ଠଶିଳ୍ପୀ ଶକ୍ତି ମିଶ୍ର ।

ସେ ନିଜର ସୁମଧୁର କଣ୍ଠରେ ଅନେକ ଓଡ଼ିଆ ଚଳଚିତ୍ର ଓ ଆଲବମ ରେ ଗୀତ ଗାଇ ଲୋକମାନଙ୍କ ମନରେ ଘର କରିପାରିଛନ୍ତି । ଶକ୍ତି ମିଶ୍ର ୯୦ ଦଶକର ଜଣେ ଜଣାଶୁଣା ଗାୟକ ଭାବେ ପରିଚିତ ସେ “ଏ ସମିତା ଆଗୋ ସମିତା” ଗୀତ ରେ କଣ୍ଠଦାନ କରି ଶକ୍ତି ମିଶ୍ର ନିଜର ବହୁତ ପ୍ରସିଦ୍ଧ ହୋଇଥିଲେ । ସେ ଗାଇଥିବା ଗୀତ ଗୁଡିକ ମଧ୍ୟରେ “ତମ ଭିଜା ଭିଜା କେଶ”, “ଭୂଗୋଳରେ ତମେ ଭାରି ଭଲ”, “ସାଗର ନ ଥାଇ ଢେଉ ଉଠନ୍ତା”, “ଚାଲ ଚାଲରେ ଶଗଡିଆ”, “ଭଲ ଯଦି ପାଉଥାଅ ମିଛରେ” ଇତ୍ୟାଦି ଅନ୍ଯତମ ।

Shakti Mishra

କିନ୍ତୁ ଶକ୍ତି ମିଶ୍ରଙ୍କୁ ନେଇ ବର୍ତ୍ତମାନ ଏକ ଦୁଖ ଖବର ଆସିଛି , ସୂଚନା ଅନୁସାରେ ତାଙ୍କ ହାର୍ଟ ରେ ୩ଟି ବ୍ଲକେଜ ଥିବା ଓ ଲିଭର ମଧ୍ୟ ଖରାପ ଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଶୋ-ଚ-ନୀ-ୟ ହେବାରୁ ଡାକ୍ତର ପ୍ରତ୍ୟାରଣ ପାଇଁ ପରାମର୍ଶ ଦେଇଛନ୍ତି । ଶକ୍ତି ମିଶ୍ର ଏବେ ଭୁବନେଶ୍ବରର କିମ୍ସ ହସପିଟାଲରେ ଚିକିତ୍ସା ହୋଇ ଘରେ ଅଛନ୍ତି , କିନ୍ତୁ ଦୁଇ ସପ୍ତାହ ମଧ୍ୟରେ ତାଙ୍କର ହୃଦରୋଗର ଚିକିତ୍ସା ସହ ଲିଭର ର ମଧ୍ୟ ପ୍ରତ୍ୟାରଣର ଆବଶ୍ୟକତା ରହିଛି ସେଥିପାଇଁ ତାଙ୍କୁ ଦିଲ୍ଲୀରେ ଯାଇ ଚିକିତ୍ସା କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଶକ୍ତି ମିଶ୍ରଙ୍କର ଚିକିତ୍ସା ପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ , କିନ୍ତୁ ଶକ୍ତି ମିଶ୍ରଙ୍କର ଉନ୍ନତ ଚିକିତ୍ସା ପାଇଁ ଏବେ ଅର୍ଥର ଅଭାବ ଦେଖା ଯାଇଛି । ଶକ୍ତି ମିଶ୍ରଙ୍କର ପରିବାର ଲୋକେ ଟଙ୍କା ଯୋଗାଡ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଅର୍ଥର ସମସ୍ଯା କାରଣରୁ ତାଙ୍କ ଚିକିତ୍ସାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ତାଙ୍କ ପରିବାର ଲୋକେ ଏତେ କମ ସମୟରେ ମଧ୍ୟରେ ଚିକିତ୍ସା ପାଇଁ ଏତେ ଟଙ୍କା ଯୋଗାଡ କରିବା ନେଇ ଅସମର୍ଥ ସୋଇପଡିଛନ୍ତି ।

Shakti

ତେଣୁ ଶକ୍ତି ମିଶ୍ର ଙ୍କ ପରିବାର ଲୋକେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷକ ମାନଙ୍କୁ ଆର୍ଥିକ ସାହାଜ୍ଯ କରିବା ପାଇଁ ନିବେଦନ କରିଛନ୍ତି । ତେଣୁ ଆପଣମାନେ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ଶକ୍ତି ମିଶ୍ର ଜଲଦି ସୁସ୍ଥ ହୋଇଯାଆନ୍ତୁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *