ଓଲିଉଡ଼ ଅଭିନେତ୍ରୀ ମାନଙ୍କର ଅସଲି ମା।

Heroin

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।ଆଜି ଆମେ ଆପଣଙ୍କ ପାଖରେ ଓଲିଉଡ ଅଭିନେତ୍ରି ମାନଙ୍କ ବାବଦରେ କିଛି କହିବାକୁ ଯାଉଛୁ। ପ୍ରକୃତରେ ଅଭିନେତ୍ରୀ ମାନଙ୍କ ବାବଦରେ ନୁହଁ ବରଂ ତାଙ୍କ ମା ମାନଙ୍କ ବାବଦରେ କହିବାକୁ ଯାଉଛୁ।

ଆପଣମାନେ ଅଭିନେତ୍ରୀ ମାନଙ୍କୁ ବହୁତ ଆୱାର୍ଡ ଶୋ ଅଥବା ବଡ଼ ପରଦା ଉପରେ ଅନେକ ଥର ଦେଖି ସାରିଥିନେ ମାତ୍ର ତାଙ୍କୁ ଜନ୍ମ ଦେଉଥିବା ମା ଙ୍କୁ ଜମା ବି ଦେଖି ନଥିବେ ଅଥବା ତାଙ୍କ ବାବଦରେ ଜାଣି ବି ନଥିବେ। ଆପଣ ମାନଙ୍କ ସାମ୍ନାରେ ଆମେ ନେଇକି ଆସିଛୁ ସେମାନଙ୍କ ମା ମାନଙ୍କ ବାବଦରେ ଆଉ ଆଜି ଆମେ କହିବାକୁ ଯାଉଛୁ ସେହି ଅଭିନେତ୍ରୀ ମାନଙ୍କ ମା ମାନଙ୍କ ବାବଦରେ।। ଆଜି ଆମେ ତାଙ୍କରି ବାବଦରେ କଥା ହେବା ଆଉ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଖବର ବାବଦରେ। ତେବେ ସେମାନଙ୍କର ମୁଖ ଆମେ ଆମ ପେଜ ଭିତରେ ଦେଖାଇବୁ ଆପଣ ତାହା ଦେଖିବେ ଆଉ ଅପେକ୍ଷା କରନ୍ତୁ ଆପଣଙ୍କର ପ୍ରିୟ ଅଭିନେତ୍ରୀ ମାନଙ୍କ ବାବଦରେ। ତେବେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

shibani

ପ୍ରଥମେ ଯେଉଁ ଅଭିନେତ୍ରୀ ଆସୁଛନ୍ତି ତାଙ୍କ ନାମ ହେଉଛି ସିବାନୀ। ଆପଣ ସିବାନୀଙ୍କୁ ଅନେକ ଫିଲ୍ମ ତଥା ଆୱାର୍ଡ ଶୋ ମାନଙ୍କରେ ଦେଖିଥିବେ। ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ସବୁ ଓଡିଶା ବାସୀଙ୍କ ହୃଦୟରେ ରାଯୁତି କରୁଛନ୍ତି। ମାତ୍ର ତାଙ୍କ ମାଙ୍କୁ ଆପଣ ଦେଖିନଥିବେ। ତେବେ ଆପଣ ତାଙ୍କୁ ଆମ ସ୍କ୍ରିନ ଉପରେ ଦେଖି ହି ପାରୁଥିବେ। ତାଙ୍କ ମା ମଧ୍ୟ ତାଙ୍କରି ଭଳି ବହୁତ ସୁନ୍ଦର ଅଟନ୍ତି।

ଏହାପରେ ଆସୁଛନ୍ତି ଏଲିନା ସାମନ୍ତରାୟ। ତାଙ୍କୁ ମଧ୍ୟ ଆପଣ ତାଙ୍କ ଅଭିନୟ ପାଇଁ ବହୁତ ପସନ୍ଦ କରୁଥିବେ ଆଉ ତାଙ୍କର ଅଭିନୟ ସବୁ ଚଳଚିତ୍ର ମାନଂକରେ ଆପଣ ଦେଖିଥିବେ। ତାଙ୍କର ଚୁଲବୁଲି ଅଭିନୟ ପାଇଁ ସେ ବହୁତ ଲୋକପ୍ରିୟ ଅଟନ୍ତି।ମାତ୍ର ତାଙ୍କ ମା ଙ୍କୁ ଆଜି ଆମେ ଦେଖାଇବାକୁ ଯାଉଛୁ। ତାଙ୍କୁ ଆପଣ ଆମ ସ୍କ୍ରିନ ଉପରେ ଦେଖି ହି ପାରୁଥିବେ।

sheetal

ଏହାପର ଅଭିନେତ୍ରୀ ହେଉଛନ୍ତି ଶିତଲ ପାତ୍ର। ତାଙ୍କୁ ମଧ୍ୟ ଆଅଅଁ ତାଙ୍କର ସୁନ୍ଦର ଚେହେରା ଆଉ ସୁନ୍ଦର ଅଭିନୟ ପାଇଁ ଜାଣି ହି ଥିବେ।ମାତ୍ର ତାଙ୍କ ମାଙ୍କୁ ଆଜି ଆମେ ଦେଖାଇବାକୁ ଯାଉଛୁ। ଆପଣ ତାଙ୍କୁ ଆମ ସ୍କ୍ରିନ ଉପରେ ଦେଖି ହି ପାରୁଥିବେ।

ଏହାପରେ ଆସୁଛନ୍ତି ପୁନମ ମିଶ୍ର। ତାଙ୍କୁ ମଧ୍ୟ ଆପଣ ତାଙ୍କର ଚୁଲବୁଲି ଅଭିନୟ ପାଇଁ ଖୁବ ପସନ୍ଦ କରୁଥିବେ।ମାତ୍ର ତାଙ୍କ ମା ଙ୍କୁ ଆମେ ଦେଖିବାକୁ ଯାଉଛୁ ସ୍କ୍ରିନ ଉପରେ। ତାଙ୍କ ମା ମଧ୍ୟ ତାଙ୍କରି ଭଳି ଖୁବ ସୁନ୍ଦର ଅଟନ୍ତି।

Leave a Reply

Your email address will not be published. Required fields are marked *