ପ୍ରେମରେ ସର୍ବଦା ଧୋକା ଖାଇଥାନ୍ତି ଏହି ନାମ ଥିବା ଝିଅ।

girl

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ନୂଆ ବିଷୟରେ କହିବାକୁ ଯାଉଛୁ। ଆଜି ଆମେ କହିବାକୁ ଯାଉଛୁ ଏପରି କିଛି ଝିଅଙ୍କ ବାବଦରେ ଯେଉଁମାନେ କି ପ୍ରେମରେ ସର୍ବଦା ଧୋକା ଖାଇଥାନ୍ତି। ଆପଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ। ତେବେ ଆସନ୍ତୁ ଆରମ୍ଭ କରିବା।

ମନୁଷ୍ୟ ସର୍ବଦା ନିଜର ଜୀବନରେ କାହାରି ନା କାହାରି ଉପରେ ବିଶ୍ୱାସ କରିଥାଏ ଆଉ ଏହାଦ୍ୱାରା ସେ ନିଜର ଜୀବନ ଅତିବାହିତ କରିଥାଏ। ସେ ସର୍ବଦା ଏହା ଚିନ୍ତା କରୁଥାଏ କି ସେ ଯାହା ଉପରେ ବି ବିଶ୍ୱାସ କରୁଛି ସେହି ମଣିଷ ଯେପରି ତାକୁ ଧୋକା ନ ଦିଏ। ମାତ୍ର ତାକୁ ଏହା ଜଣା ନଥାଏ କି ସାମ୍ନାରେ ଥିବା ମଣିସଟି ତାହା ଉପରେ କେତେ ବିଶ୍ୱାସ କରୁଛି ଅଥବା ତାହାର ବିଶ୍ୱାସର ଯୋଗ୍ୟ କି ନୁହଁ। ସେହି ମଣିଷ ବେଳେବେଳେ ତାଙ୍କୁ ଜୀବନର ଅଧା ବାଟରେ ଛାଡି ଚାଲି ଯାଇଥାଏ। ମମିଶ ଜୀବନରେ ଦୁଃଖ ଆଉ ସୁଖ ଲାଗି ରହିଥାଏ। ଅଧିକାଂଶ ସମୟରେ ଏହି ଦୁଃଖ ଆଉ ସୁଖ ମଣିଷର ନାମ କାରଣରୁ ହି ହେଇଥାଏ। ଆଜି ଆମେ ଆପଣଙ୍କ ପାଖରେ ସେହି ଦୁଇ ନାମ ଥିବା ଝିଅଙ୍କ ନାମ କହିବାକୁ ଯାଉଛୁ ଯିଏ କି ପ୍ରେମରେ ସର୍ବଦା ଧୋକା ଖାଇଥାନ୍ତି।

girls

ପ୍ରଥମେ ହେଉଛି ପି ନାମ ଥିବା ଝିଅ:- ଏହି ନାମ ଥିବା ଝିଅ ମାନେ ବହୁତ ଲାଜକୁଳୀ ସ୍ୱଭାବର ହେଇଥାନ୍ତି ଆଉ ସେମାନେ ଅଧିକ କଥା କହିବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଖୋଲା ଖୋଲି ଭାବରେ କାହାରି ସହ ମିଶାନ୍ତି ନାହିଁ ମାତ୍ର ସେମାନେ ଥରେ ଯାହାକୁ ଭଲ ପାଇଯାନ୍ତି ତାହାକୁ ସେ ଜୀବନ ଭରି ଭଲ ପାଆନ୍ତି। ତେବେ ସେମାନେ ପଶ୍ଚାତାପ କରନ୍ତି ଯେତେବେଳେ ସେହି ଭଲ ପାଉଥିବା ମଣିଷଟି ତାଙ୍କୁ ଛାଡି ଚାଲିଯାଏ। ସେ ବହୁତ ଭାଙ୍ଗି ପଡନ୍ତି ଆଉ ସେ ଏହା ସର୍ବଦା ମନେ ମନେ ଚିନ୍ତା କରନ୍ତି କି ସେ ଯାହାକୁ ଦିନେ ଜୀବନ ଦେଇ ଭଲ ପାଉଥିଲେ ଆଉ ତାହାଙ୍କ ପାଇଁ କିଛି ବି କରିବା ପାଇଁ ରାଜି ଥିଲେ ସେହି ଲୋକ ଦିନେ ତାଙ୍କୁ ଛାଡି ଚାଲିଗଲେ। ଏହା ତାଙ୍କୁ ମନେ ମନେ ଦୁର୍ବଳ କରି ଦେଇଥାଏ।

କେ ନାମ ଥିବା ଝିଅ:- ଯେଉଁ ଝିଅ ମାନଙ୍କର ନାମ କେ ଅକ୍ଷରରୁ ଆରମ୍ଭ ହେଇଥାଏ ସେହି ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହେଇଥାନ୍ତି, ସ୍ୱଭାବର ବହୁତ ଚଞ୍ଚଳ ହେଇଥାନ୍ତି ଆଉ ସେମାନେ ଏପରି ଭଲ ସ୍ୱଭାବର ହେଇଥାନ୍ତି କି କେହି ବି ତାଙ୍କୁ ଭଲ ପାଇଯାଏ। ସେମାନେ ଯାହାକୁ ବି ଭଲ ପାଆନ୍ତି ତାଙ୍କୁ ଜୀବନ ଦେଇ ଭଲ ପାଆନ୍ତି ଆଉ ତାଙ୍କ ସାମ୍ନାରେ ଦେଖିବା ଲୋକ କେବଳ ସେହି ହି ଥାଏ। ଯେତେବେଳେ ଏହି ଝିଅ ମାନଙ୍କୁ ତାଙ୍କ ସାଥି ଛାଡି ଚାଲିଯାଏ ସେମାନେ ତାହା ବିଶ୍ୱାସ କରିପାରନ୍ତି ନାହିଁ। ତାଙ୍କ ପାର୍ଟନରଙ୍କର ଛାଡି ଚାଲିଯିବା ତାଙ୍କୁ ବହିଟି ଭାଙ୍ଗି ଦେଇଥାଏ।

Leave a Reply

Your email address will not be published. Required fields are marked *