ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ନୂଆ ବିଷୟରେ କହିବାକୁ ଯାଉଛୁ। ଆଜି ଆମେ କହିବାକୁ ଯାଉଛୁ ଏପରି କିଛି ନାମ ଥିବା ଝିଅ ଯାହାଙ୍କର ଉପସ୍ଥିତି ଜଣେ ପୁରୁଷ ପାଇଁ ଯଥେଷ୍ଟ ହେଇଥାଏ। ଅର୍ଥାତ ଏପରି କିଛି ଝିଅ ଯିଏ କି ପ୍ରେମରେ କେବେ ବି ଧୋକା ଦିଅନ୍ତି ନାହିଁ ଆଉ ସର୍ବଦା ଉତ୍ତମ ନାରୀ ଭାବେ ଜୀବନ ଅତିବାହିତ କରନ୍ତି।। ଆପଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ । ତେବେ ଆସନ୍ତୁ ଆରମ୍ଭ କରିବା।
ବେଳେବେଳେ ପ୍ରେମରେ ଏପରି ହୃଦୟ ଭାଙ୍ଗି ଯାଇଥାଏ କି ଲୋକ ଆଉ ଥରେ ପ୍ରେମ କରିବା ପାଇଁ ହି ଡରିଯାନ୍ତି । ଲୋକ ସେଥିପାଇଁ ଆଉ ପ୍ରେମ କରିବା ପାଇଁ ଇଚ୍ଛା ହି କରନ୍ତି ନାହିଁ କାରଣ ତାଙ୍କୁ ଡର ଥାଏ କି ଆଗକୁ କେହି ଝିଅ ଆସିବ ଯିଏ କି ତାଙ୍କ ହୃଦୟ ଭାଙ୍ଗିଦେଵ। ତେବେ ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ଝିଅ ମାନଙ୍କ ବାବଦରେ କହିବାକୁ ଯାଉଛୁ ଯେଉଁମାନେ ଆପଣଙ୍କର ହୃଦୟ କେବେ ବି ଭାଁଗନ୍ତି ନାହିଁ ଆଉ ସେମାନେ ଆପଣଙ୍କ ଜୀବନ ସାରା ସାଥ ଦିଅନ୍ତି। ତେବେ ଆଉ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା ଏହା ବାବଦରେ ।
ଜି ନାମ ଥିବା ଝିଅ:- ଏହି ନାମ ଥିବା ଝିଅ ମାନେ ଜୀବନରେ ବହୁତ ଅଧିକ ବ୍ୟସ୍ତ ରୁହନ୍ତି ତଥାପି ସେମାନେ ନିଜ ସ୍ୱାମୀ ତଥା ନିଜର ପାର୍ଟନର ମାନଙ୍କ ପାଇଁ ସମୟ ନିଶ୍ଚୟ ବାହାର କରନ୍ତି। ଏହି ଝିଅ ମାନେ ନିଜର ସ୍ୱାମୀ ମାନଙ୍କର ସର୍ବଦା ସମ୍ମାନ କରନ୍ତି।
ଆଇ ନାମ ଥିବା ଝିଅ:- ଏହି ନାମ ଥିବା ଝିଅ ମାନେ ତାଙ୍କ ସ୍ୱାମୀଙ୍କ ପାଇଁ ବହୁତ ଅଧିକ ଶୁଭ ହେଇଥାନ୍ତି ଆଉ ସେମାମେ ସର୍ବଦା ତାଙ୍କର ଶୁଭ କାମନା କରନ୍ତି। ତାଙ୍କର ଉପସ୍ଥିତି ତାଙ୍କ ସ୍ୱାମୀଙ୍କ ଜୀବନରେ ସୁଖ ଆଣି ଦେଇଥାଏ।
କେ ନାମ ଥିବା ଝିଅ:- ଯେଉଁ ଝିଅ ମାନଙ୍କର ନାମ ଆଦ୍ୟ ଅକ୍ଷର କେ ଠାରୁ ଆରମ୍ଭ ହେଇଥାଏ ସେହି ଝିଅ ମାନେ ନିଜର ସମ୍ପର୍କ ତଥା ସ୍ୱାମୀଙ୍କୁ ନେଇ ବହୁତ ଅଧିକ ଗମ୍ଭୀର ହେଇଥାନ୍ତି ଆଉ ସେମାନେ ବହୁତ ଅଧିକ ଜିଦିଆ ହେବା ସହ ବହୁତ ଅଧିକ ସିରିଆସ ବି ହେଇଥାନ୍ତି। ସେମାନେ ସବୁକିଛି ଭଲ ଭାବରେ କରିଥାନ୍ତି।
ପି ନାମ ଥିବା ଝିଅ:- ଏହି ନାମ ଥିବା ଝିଅ ବହୁତ ଅଧିକ ପରିଶ୍ରମୀ ହେଇଥାନ୍ତି ଆଉ ଜୀବନରେ ଅଧିକ ଉନ୍ନତି ବି କରନ୍ତି। ସେମାନେ ଅଧିକ ଧାର୍ମିକ ବି ହେଇଥାନ୍ତି ଆଉ ଜୀବନରେ ଉନ୍ନତି ସାଧନ କରନ୍ତି। ତାଙ୍କ ସ୍ୱାମୀଙ୍କ ପାଇଁ ଅତ୍ୟନ୍ତ ଶୁଭ ହେଇଥାନ୍ତି। ନିଜର ପରିଶ୍ରମ ଦ୍ୱାରା ସେ ଜୀବନରେ ସର୍ବାଗ୍ରେ ଥାଆନ୍ତି ଆଉ ନିଜର ସ୍ୱାମୀଙ୍କୁ ବହୁତ ଅଧିକ ଭଲ ପାଆନ୍ତି ଆଉ ତାଙ୍କୁ କେବେ ବି ଦୁଃଖ ପହଂଚାନ୍ତି ନାହିଁ।।