ଚାଣକ୍ୟ ନୀତି ଚାଣକ୍ୟଙ୍କର ଲିଖିତ ଏକ ବହୁତ ବଡ଼ ନୀତିଗ୍ରନ୍ଥ ଅଟେ ଆଉ ତାହା ଆମ ଜୀବନର ସବୁ ବଡ଼ ବଡ଼ ମୁହୂର୍ତ୍ତ ବାବଦରେ ଆମକୁ ସୂଚନା ପ୍ରଦାନ କରିଥାଏ। ଚାଣକ୍ୟ ଜଣେ ମହାଜ୍ଞାନୀ ଥିଲେ ଯିଏ କି ନିଜର ସ୍ୱଚ୍ଛଳ ଜ୍ଞାନ ସହାୟତାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧର ରାଜଗାଦିରେ ବସେଇବାରେ ସଫଳତା ଲାଭ କରିଥିଲେ। ତାଙ୍କର ଲିଖିତ ଚାଣକ୍ୟ ନୀତି ଆମ ମାନଙ୍କୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଜ୍ଞାନ ପ୍ରଦାନ କରିଥାଏ। ଆଜି ଆମେ ଆପଣଙ୍କ ପାଖରେ ଏହି ଚାଣକ୍ୟ ନୀତିରେ ଲିଖିତ ଜୀବନର କିଛି ବଡ଼ ବଡ଼ ଜ୍ୟୋତିଷ ଶାସ୍ତ୍ର ବାବଦରେ କହିବାକୁ ଯାଉଛୁ।
ଆମ ପାଇଁ ଝିଅ ମାନଙ୍କୁ ବୁଝିବା ବହୁତ ଅଧିକ କଷ୍ଟକର ହେଇଥାଏ କାରଣ ଜଣେ ଝିଅର ମୁଣ୍ଡରେ କେତେବେଳେ କଣ ଚାଲିଥାଏ ତାହା କେହି ବି ଜାଣି ପାରିନଥାଏ। ସେଥିପାଇଁ ତ ଝିଅ ମାନଙ୍କୁ ଏକ ପହେଲି ବୋଲି କୁହାଯାଏ। ଆପଣ ଏହା ଶୁଣିଥିବେ କି ଝିଅ ମାନଙ୍କୁ ଯେତେବେଳେ ସ୍ୱୟଂ ଭଗବାନ ବୁଝି ପାରିନଥିଲେ ତ ଆପଣ କଣ ବୁଝିବେ। ଏହାର ଅର୍ଥ କି ଝିଅ ମାନଙ୍କର ବ୍ୟବହାର କେଉଁ ସମୟରେ କଣ ହେବ ତାହା ଜାଣିବା ଆମ ପକ୍ଷେ ବହୁତ ଅଧିକ କଷ୍ଟ ଅଟେ। ସେମାନେ କେଉଁ କେଉଁ ଜିନିଷରେ କି ପ୍ରତିକ୍ରିୟା ଦେଇ ଥାଆନ୍ତି ତାହା ଜାଣିବା ବହୁତ କଷ୍ଟ ଅଟେ। ତେବେ ଏଠାରେ ଏପରି କିଛି ଝିଅ ଥାଆନ୍ତି ଯେଉଁମାନେ କି ବହୁତ ଅଧିକ ପବିତ୍ର ହେଇଥାନ୍ତି ଆଉ ଏପରି ବି କିଛି ଝିଅ ଥାଆନ୍ତି ଯେଉଁମାନେ ବହୁତ ଅଧିକ ଚାଲାକ ହେଇଥାନ୍ତି। ତେବେ ଆଜି ଆକେ ଆପଣନ୍କ ପାଖରେ କହିବାକୁ ଯାଉଛୁ କିଛି ଏପରି ନାମ ଥିବା ଝିଅ ଯିଏ କି ପାଣି ପରି ସ୍ଵଛ ହେଇଥାନ୍ତି। ତେବେ ଚାଲନ୍ତୁ ଆରମ୍ଭ କରିବା ଆଉ ଡେରି ନ କରି।
ପ୍ରଥମେ ଆସେ ବି ନାମ ଥିବା ଝିଅ:- ଯେଉଁ ଝିଅ ମାନଙ୍କର ନାମ ବି ଅକ୍ଷରରୁ ଆରମ୍ଭ ହେଇଥାଏ ସେମାନେ ବହୁତ ଅଧିକ ଶାନ୍ତ ସ୍ୱଭାବର ହେଇଥାନ୍ତି। ଏହି ଝିଅ ମାନେ ବହୁତ ସରଳ ହେଇଥାନ୍ତି ଆଉ ସ୍ନେହୀ ମଧ୍ୟ ହେଇଥାନ୍ତି। ସେମାନେ ଏପରି କିଛି କାର୍ଯ୍ୟ କରିନଥାନ୍ତି ଯାହା କି ତାଙ୍କ ପାର୍ଟନରଙ୍କ ପାଇଁ ଖରାପ ହେବ। ତାଙ୍କ ପାର୍ଟନରଙ୍କୁ ସେମାନେ ବହୁତ ଅଧିକ ଭଲ ପାଆନ୍ତି।
ଏନ ନାମ ଥିବା ଝିଅ:- ଏହି ନାମ ଥିବା ଝିଅ ମାନେ ବହୁତ ତେଜସ୍ୱି ସ୍ୱଭାବର ହେଇଥାନ୍ତି। ସେମାନେ ତାଙ୍କ ପାର୍ଟନର ତଥା ତାଙ୍କ ପରିବାର ଲୋକଙ୍କ ପ୍ରତି ବହୁତ ଅଧିକ ଯତ୍ନଶୀଳ ହେଇଥାନ୍ତି ଆଉ କାହାରି ପ୍ରତି କିଛି ଆଂଚ ଆସିବାକୁ ଦିଅନ୍ତି ନାହିଁ। ସେମାନେ ଏପରି କିଛି କାମ କରନ୍ତି ନାହିଁ ଯାହାଦ୍ୱାରା ତାଙ୍କ ପାର୍ଟନରକୁ କ୍ଷତି ପହଂଚିବ।
ପି ନାମର ଝିଅ:- ଯେଉଁ ଝିଅ ମାନଙ୍କର ନାମ ପି ଅକ୍ଷରରୁ ଆରମ୍ଭ ହେଇଥାଏ ସେମାନେ ସମ୍ପର୍କଲୁ ବାନ୍ଧି ରଖିବା ଜାଣନ୍ତି ଆଉ ଆପଣନାକୁ କହିରଖୁଛୁ କି ଏହି ନାମ ଥିବା ଝିଅ ବ୍ୟକ୍ତିର ଭାବନା ବାବଦରେ ବହୁତ ସତର୍କ ଥାଆନ୍ତି।