ରାତିରେ ଝିଅର ବାକ୍ସ ଭିତରୁ ବାହାରିଲା ପ୍ରେମିକ। ଆଉ ତା ପରେ ଘର ଲୋକ ଜାହା କଲେ

Box

ଆଜିର ଏକ ଅଜବ ଖବର ଆପଣ ମାନଙ୍କର ଜାଣିବା ନିହାତି ଦରକାର। ଉତ୍ତର ପ୍ରଦେଶରୁ ଏକ ବହୁତ ଅଜବ ଖବର ଆମ ସାମ୍ନାକୁ ଆସିଛି ଯାହା କି ସଭିଙ୍କୁ ଆଶ୍ଚର୍ଯ୍ୟ ଚକ୍କିତ କରି ଦେଇଛି। ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କ ଘରେ ଏକ ବାକ୍ସ ଭିତରୁ ବାହାରିଲା ଆଉ ତାହା ଉପରେ ତାଲା ପକାଇଥିଲା ତାହାର ପ୍ରେମିକା। ଏହି ଘଟଣା ସତ ଅଟେ। ଶୁଣିବାରେ ଅଜୀବ ଲାଗୁଥାଇପାରେ।ଏହି ବିଚିତ୍ର ଘଟଣା ଘଟି ଯାଇଛି ଯାହା କି ଆମ ମାନଙ୍କୁ ଆଶ୍ଚର୍ଯ୍ୟ ଚକ୍କିତ କରି ଦେଇଛି ଆଉ ଆପଣ ମାନଙ୍କୁ ଏହା ହୁଏତ ମିଛ ଲାଗୁଥାଇ ପାରେ ମାତ୍ର ତାହା ଅକ୍ଷରର ଅକ୍ଷରେ ସତ୍ୟ ଅଟେ। ଏହା ବାବଦରେ ଆମେ ଆଗକୁ ଆହୁରି ଅଧିକ ଚର୍ଚ୍ଚା କରିବା ତେବେ ଚାଲନ୍ତୁ ଆମେ ଜାଣିବା ଏହା ବାବଦରେ। ତେବେ ଏହା ବାବଦରେ ଆପଣ ଅଧିକ ଗଭୀର ମାତ୍ରାରେ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ ଆଉ ଶେଷ ଯାଏ ପଢିବା ଜାରି ରଖନ୍ତୁ।

ଦର୍ଶକବନ୍ଧୁ ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟକର ଆଉ ମିଛ ଲାଗୁଥାଇପାରେ ମାତ୍ର ଏହି ଘଟଣା ପୁରା ସତ ଅଟେ। ଆଜି ଆମେ ଜାଣିବା କି ଏହି ଘଟଣାଟି କେଉଁ ସ୍ଥାନରେ ଆଉ କେତେବେଳେ ଘଟି ଯାଇଥିଲା।

lob

ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ତାହାର ଏକମାତ୍ର ପ୍ରେମିକ ଆଉ ସେହି ଦୁଇଙ୍କ ମଧ୍ୟରେ ଚାଲିଥିଲା ପ୍ରେମ ଲୀଳା। ଏହି ସମୟରେ ଘର ଭିତରକୁ ହଠାତ ପଶି ଆସିଲେ ପ୍ରେମିକାଙ୍କର ଭାଇ ଆଉ ସେହି ଦୁଇଜଣ ଧରା ନ ପଡିବା ପାଇଁ ଯାହା କଲେ ତାହାର ଭିଡ଼ିଓ ଏବେ ସାରା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଘଟଣା ଘଟି ଯାଇଛି ମୟୁରଭଞ୍ଜ ଜିଲ୍ଲାର ସୁଗୁଡି ବ୍ଲକ ଅଂଚଳରେ।

ଯାହା ଜଣା ପଡୁଛି କି ସୁଗୁଡି ବ୍ଲକର ଯୁବତୀ ତାଙ୍କ ପାଖ ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ଆଉ ଦୁହେଁ ଭଲ ଭାବରେ ମିଳାମିଶା କରି ପାରୁନଥିଲେ। ଏହି କାରଣରୁ ହି ଯୁବତୀ ଜଣକ ନିଜର ପ୍ରେମିକଙ୍କୁ ତାଙ୍କ ଘରେ ନକହି ଡାକିଲେ ଆଉ ତାହାପରେ ସେହି ଯୁବକ ଜଣକ ଖୁସିରେ ରାଜି ହେଇ ଯାଇଥିଲେ। ମାତ୍ର ସବୁ ବିଗିଡିଗଲା ଯେତେବେଳେ ଯୁବତୀଙ୍କର ଭାଇ ତାଙ୍କ ଘର ଭିତରକୁ ପ୍ରବେଶ କରି ଯାଇଥିଲେ। ଏହି ସମୟରେ ଯୁବତୀ ଜଣକ ଆଉ କଣ କରିବେ ତାହାର ବାଟ ନପାଇ ତାଙ୍କ ପ୍ରେମିକଙ୍କୁ ଏକ ବାକ୍ସ ଭିତରେ ପୁରାଇ ଦେଇଥିଲେ ।

lo

ଏହାପରେ ଘର ଲୋକ ଯୁବତୀଙ୍କର ରୁମ ଭିତରକୁ ଆସି ତାଙ୍କୁ କଣ କରୁଛୁ ବୋଲି ପଚାରିଲେ ଆଉ ତାହାପରେ ଯୁବତୀ ଜଣକ ହଲଚଲ ହେଇ ଆଉ କିଛି କହିନଥିଲେ। ଏହାପରେ ଘର ଲୋକ ତାଙ୍କର ଏହି ଅବସ୍ଥା ଦେଖି ବାକ୍ସ ଖୋଲିବା ପାଇଁ କହିଲେ। ଯୁବତୀ ଜଣକ ବାକ୍ସ ତାଲା ଖୋଲିବା ପରେ ଯୁବକ ଜଣକ ଝାଳ ନାଳ ହେଇ ବାକ୍ସ ଭିତରୁ ବାହାରି ଥିଲେ। ଏହାର ଭିଡିଓ ଚାରିଆଡେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *