ହୋଇଗଲା ବଡ ଖୁଲାସା – ଜାଣନ୍ତୁ ଅପରାଜିତା ହି-ନ୍ଦୁ ନା ମୁସ-ଲ-ମା-ନ

ଆପଣମାନେ ନିଶ୍ଚୟ ଓଡିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବେ ଓ ଓଡିଆ ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବାକୁ ଇଛା ରଖିଥିବେ।ଆଜି ଆମେ ଜାଣିବା ଓଡିଆ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପରିବାର ଓ ଜୀବନ ବିଷୟରେ ଓ ଏହା ମଧ୍ୟ ଜାଣିବା ତାଙ୍କ ଜାତି ଓ ଗୋତ୍ର ବିଷୟରେ। ଓଡିଆ ଫିଲ୍ମ ଜଗତରେ ଡ୍ରିମଗାର୍ଲ ଭାବେ ପରିଚିତ ଅପରାଜିତା ମହାନ୍ତିଙ୍କୁ ଓଡିଶା ଓ ଓଡ଼ିଶା ବାହାରେ କିଏବା ନଜାଣେ।

Aparajita Mohanty

ସେ ୧୯୬୫ ମହିହା ମଇ ମାସ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେହି ଅନୁସାରେ ଏବେ ତାଙ୍କ ବୟସ ୬୫ ବର୍ଷ। ସେ ତାଙ୍କ ସ୍ୱାମୀ ତଥା ଓଡିଆ ଫିଲ୍ମ ଜଗତର ଜଣେ ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କୁ ୧୯୮୭ ମସିହାରେ ବିବାହ କରିଥିଲେ।ସେ ୧୯୮୦ ମହିହାରେ ଚଳଚିତ୍ର ଜଗତରେ ପାଦ ଦେଇଥିଲେ।ନିଜ ପ୍ରଥମ ଫିଲ୍ମରେ ସଫଳତା ହାସଲ କରିବା ପରେ ସେ ଗୋଟେ ପରେ ଗୋଟେ ସଫଳ ଫିଲ୍ମ କରିଚାଲିଲେ।

ତାଙ୍କ ଫିଲ୍ମ ସବୁ ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଲା ଯାହା ଦ୍ୱାରା ମାତ୍ର ଅଳ୍ପ ସମୟ ମଧ୍ୟରେ ସେ ଓଡ଼ିଆ ଫିଲ୍ମ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଲେ। ନିଜ ସ୍ୱାମୀ ଉତ୍ତମ ମହାନ୍ତିଙ୍କ ସହ ସେ ଅନେକ ଫିଲ୍ମରେ କାମ କରିଛନ୍ତି ଯେପରି ଉଦଣ୍ଡି ସୀତା, ଜୋରଦାର ମୁଲକ ତାର, ଚକା ଭୁଉଁରି ଇତ୍ୟାଦି।

Aparajita

ଅପରାଜିତା ପ୍ରକୃତରେ ହିନ୍ଦୁ ନା ମୁସଲମାନ ଏହା ଜାଣିବା ପାଇଁ ଅନେକ ଲୋକ ଚାହୁଁଥିବେ। ଅନେକ ସମୟରେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଚର୍ଚା ମଧ୍ୟ ହୋଇଥାଏ।କିନ୍ତୁ ଆପଣଙ୍କୁ କହିରଖିବୁ ଅପରାଜିତା ମୁସଲମାନ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଜଣେ ମୁସଲମାନ ହୋଇଥିବା ବେଳେ ତାଙ୍କ ମା ଜଣେ ହିନ୍ଦୁନାରୀ ଅଟନ୍ତି। ବିବାହ ପରେ ସେ ହିନ୍ଦୁ ଧର୍ମର ବୋହୁ ହୋଇଥିଲେ। ଅନେକ ଇଣ୍ଟରଭିଉରେସେ କହିଛନ୍ତି ତାଙ୍କର ଉଭୟ ଧର୍ମ ପ୍ରତି ନିଷ୍ଠା ଓ ସମ୍ମାନ ରହିଛି। ତାଙ୍କ ଘରେ ଉଭୟ ଭଗବାନ ପୂଜା ପାଉଥୁବା କଥା ମଧ୍ୟ ସେ କହିଛନ୍ତି।

ତାଙ୍କର ଜେଜେବାପା ସୁଭର ଅଲ୍ଲୀ ଖାନ ଜଣେ ମନ୍ତ୍ରୀ ଥିଲେ।ଅପରାଜିତା ମଧ୍ୟ ଗତ ବର୍ଷ ଭାରତୀୟ ଜନତା ପାର୍ଟିର ସଦସ୍ୟ ରହିସାରିଛନ୍ତି। ତାଙ୍କ ପରିବାର କହିଲେ ସ୍ୱାମୀ ଉତ୍ତମ ମହାନ୍ତି, ପୁଅ ବାବୁସାନ , ବୋହୁ ତୃପ୍ତି ଶତପଥୀ, ଓ ନାତି ଅଛନ୍ତି।

Leave a Reply

Your email address will not be published. Required fields are marked *