ଆସିଲା ବଡ଼ ଦୁଃଖ ଖବର। ଦେଖନ୍ତୁ କେମିତି ଅଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ ଶକ୍ତି ମିଶ୍ର ।

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ଓଡ଼ିଶାର ଜଣେ ସୁନାମ ଧନ୍ୟ ଗାୟକଙ୍କ ବାବଦରେ କହିବାକୁ ଯାଉଛୁ। ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଓଡ଼ିଶାର ଲୋକପ୍ରିୟ ଗାୟକ ଶକ୍ତି ମିଶ୍ରଙ୍କ ବାବଦରେ। ଆପଣ ଓଡ଼ିଆ ଫିଲ୍ମ ତଥା ଆଲବମ ଜଗତର ଏକ ସୁନାମଧନ୍ୟ ଗାୟକ ଶକ୍ତି ମିଶ୍ରଙ୍କ ବାବଦରେ ତ ନିଶ୍ଚୟ ଜାଣିଥିବେ। ଏକ ସମୟ ଥିଲା ଯେତେବେଳେ କି ଓଡ଼ିଆ ଚଳଚ୍ଚିତ୍ର ତଥା ଆଲବମ ମାନଙ୍କରେ ନିଜର କଣ୍ଠସ୍ୱର ଦ୍ୱାରା ହଇଛଇ ସୃଷ୍ଟି କରିଥିବା ଗାୟକ ଥିଲେ ଶକ୍ତି ମିଶ୍ର। ତାଙ୍କର ଦେହ ଏବେ ଅସୁସ୍ତ ଅଛି ଆଉ ତାଙ୍କର ଚିକିତ୍ସା ଏବେ ଭୁବନେଶ୍ୱରରେ କରା ଯାଉଛି।\

Shakti Mishra

କିଛି ଦିନ ଆଗରୁ ଲିଭର ଜନିତ ସମସ୍ୟାରେ ପୀଡିତ ହେଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାରେ ଆଡ଼ମିଟ ହେଇଥିଲେ ଶକ୍ତି। ତାହାପରେ ତାଙ୍କର ଅବସ୍ଥା ଏବେ ଗମ୍ଭୀର ରହିଛି।

ଆପଣ ଜାଣିଥିବେ କି ୯୦ ଦଶକରେ ନିଜର କଣ୍ଠସ୍ୱର ଦ୍ୱାରା ସାରା ଓଡ଼ିଶାର ଲୋକ ମାନଙ୍କ ଭିତରେ ନିଜର ଲୋକପ୍ରିୟତା ଲାଭ କରିଥିଲେ ଶକ୍ତି ମିଶ୍ର। ଏହି ମାତ୍ର ଚାରି ଦିନ ଆଗରୁ ହି ତାଙ୍କର ଲିଭର ଜନିତ ସମସ୍ୟା ବାହାରିଲା ଆଉ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲ ଭିତରକୁ ନିଆଗଲା। ଯେପରିକି ଆପଣ ଜାଣିଥିବେ କି ତାଙ୍କର ଅବସ୍ଥା ଠିକ ନଥିଲା ଆଉ ଏବେ ଡାକ୍ତର ମାନଙ୍କ ଅନୁସାରେ ତାଙ୍କର ଅବସ୍ଥା ଆହୁରି ବିଗିଡି ଯିବାରେ ଲାଗିଛି। ଦିନ ଥିଲା ଯେତେବେଳେ କି ଲୋକ ମାନଙ୍କର ହୃଦୟରେ ରାଜୁତି କରୁଥିଲେ ଶକ୍ତି ମିଶ୍ର। ହାଏ ହାଏ ତୋ ମଲ୍ଲିଫୁଲ ଗଜରା, ହେଉ ଅଥବା ମୋର ଭୁଗଳରେ ଭଲ ହେଉଥିଲା ହେଉ। ସବୁ ସଙ୍ଗୀତ ମାନଙ୍କରେ ସେ ଲୋକ ମାନଙ୍କର ହୃଦୟରେ ରାଜୁତି କରୁଥିଲେ।

Shakti

ଏ ସବିତା ଆଲୋ ସବିତା ତାଙ୍କର ପ୍ରିୟ ଗୀତ ଥିଲା ଆଉ ଏବେ ହୁଏତ ସେ ସଙ୍ଗୀତ ଦୁନିଆରେ ଏତେଟା ସକ୍ରିୟ ନଥିଲେ ତଥାପି ଗୋଟେ କି ଦୁଇଟା ଗୀତ ଦ୍ୱାରା ସେ ସଭିଙ୍କ ହୃଦୟକୁ ମନୋରଂଜିତ କରୁଥିଲେ। ତାଙ୍କର କଳାକାରୀ ସବୁ ଲୋକଙ୍କୁ ଖୁବ ପସନ୍ଦ ଆସୁଥିଲା ଆଉ ସେ ବହୁତ ଭଲ ଭାବେ ଏହାକୁ ସମ୍ପାଦନ କରିଥିଲେ। ଆପଣ ମାନେ ମଧ୍ୟ ଜଣେ ଛୋଟ ପିଲା ଭାବେ ଏହି ସବୁ ଗୀତ ନିଶ୍ଚୟ ଶୁଣିଥିବେ। ତେବେ ତାଙ୍କର ଅବସ୍ଥା ଏବେ ଭଲ ନାହିଁ। ଡାକ୍ତର ମାନଙ୍କ ଅନୁସାରେ ତାଙ୍କର ଅବସ୍ଥା ଆହୁରି ବିଗିଡି ଯିବାରେ ଲାଗିଛି। ତେବେ ସମସ୍ତେ ତାଙ୍କର ସମର୍ଥକ ଭାବେ ଭଗବାନଙ୍କ ପାଖରେ ଏହା ପ୍ରାର୍ଥନା କରୁଛନ୍ତି କି ସେ ଭଲ ହେଇଯାନ୍ତୁ ଆଉ ତାହାଙ୍କର କଣ୍ଠସ୍ୱର ଆମକୁ ଆହୁରି ଥରେ ଶୁଣିବାକୁ ମିଳୁ।

Leave a Reply

Your email address will not be published. Required fields are marked *