କୁକୁର ସହ ବୈବାହିକ ବନ୍ଧନରେ ବାନ୍ଧି ହେଇଗଲେ ଏହି ୧୮ ବର୍ଷର ଝିଅ।

ଆଜି ଆମେ ଆପଣଙ୍କ ପାଖରେ ଏକ ଅଜବ ଘଟଣା ବାବଦରେ କହିବାକୁ ଯାଉଛୁ। ଆପଣ ବାହାଘର ଅନେକ ଦେଖିଥିବେ ମାତ୍ର ଏଭଳି ବାହାଘର ଆପଣ ହୁଏତ ଆଉ କେବେ ବି ଦେଖି ହି ନଥିବେ। ଆଜିର ଏକ ଅଜବ ଖବର ଆପଣ ମାନଙ୍କର ଜାଣିବା ନିହାତି ଦରକାର। ଝାଡଖଣ୍ଡର ଗ୍ରାମରେ ଏକ ବହୁତ ଅଜବ ଖବର ଆସିଯାଇଛି ଯାହା ଉପରେ ଆପଣଙ୍କର ବିଶ୍ୱାସ ହେବା ହି କଷ୍ଟ ଅଟେ। ଏଠାରେ ଏକ କୁକୁର ସହ ବିବାହ କରିଛନ୍ତି ଜଣେ ୧୮ ବର୍ଷର ଝିଅ ଯାହା କି କେବେ ହୁଏତ ଆପଣ ଶୁଣି ନଥିବେ। ଶୁଣିବାରେ ଅଜୀବ ଲାଗୁଥାଇପାରେ ।

ଏହି ବିଚିତ୍ର ଘଟଣା ଘଟି ଯାଇଛି ଯାହା କି ଆମ ମାନଙ୍କୁ ଆଶ୍ଚର୍ଯ୍ୟ ଚକ୍କିତ କରି ଦେଇଛି ଆଉ ଆପଣ ମାନଙ୍କୁ ଏହା ହୁଏତ ମିଛ ଲାଗୁଥାଇ ପାରେ ମାତ୍ର ତାହା ଅକ୍ଷରର ଅକ୍ଷରେ ସତ୍ୟ ଅଟେ। ଏହା ବାବଦରେ ଆମେ ଆଗକୁ ଆହୁରି ଅଧିକ ଚର୍ଚ୍ଚା କରିବା ତେବେ ଚାଲନ୍ତୁ ଆମେ ଜାଣିବା ଏହା ବାବଦରେ। ତେବେ ଏହା ବାବଦରେ ଆପଣ ଅଧିକ ଗଭୀର ମାତ୍ରାରେ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ ଆଉ ଶେଷ ଯାଏ ପଢିବା ଜାରି ରଖନ୍ତୁ।

dog

ଆପଣ ଦୁନିଆରେ ବିବାହ ଅନେକ ଦେଖିଥିବେ। ସାଧାରଣ ଭାବେ ଜଣେ ପୁଅ ଆଉ ଜଣେ ଝିଅ ନିଜର ବୈବାହିକ ବନ୍ଧନରେ ବାନ୍ଧି ହେଇଥାନ୍ତି। ମାତ୍ର ଏଠାରେ ଆମେ କହିବାକୁ ଯାଉଛୁ ଏକ ଏପରି ଘଟଣା ବାବଦରେ ଯେଉଁଠାରେ କି ଜଣେ ଝିଅ ଆଉ ଗୋଟେ କୁକୁର ସହ ବିବାହ କରିଛି। ଆପଣଙ୍କୁ କହି ରଖୁଛୁ କି ଏହି ବିବାହ ତାଙ୍କ ବାପା ମା ଙ୍କର ପରାମର୍ଶ କ୍ରମେ ହେଇଚି। ଝାଡ଼ଖଂଡର ଗ୍ରାମରେ ରହୁଥିବା ଏହି ଝିଅର ନାମ ହେଉଛି ମଙ୍ଗଳି।

ଜଣେ ଜ୍ୟୋତିଷ ଏହା କହିଥିଲେ କି ତାଙ୍କର ମଙ୍ଗଳ ଦୋଷ ରହିଛି ଆଉ ତାହାକୁ ଖଣ୍ଡନ କରିବା ପାଇଁ ଝିଅକୁ କିଛି ଉପାୟ ବାଛିବା ଦରକାର। ଏହାର ଫଳ ସ୍ୱରୂପ ଝିଅର ବାପା ଆଉ ମା ତାଙ୍କର ବିବାହ ଏକ କୁକର ସହ ସ୍ଥିର କରିଥିଲେ ଆଉ ଏହା କେବଳ ନାମମାତ୍ର ବିବାହ ଥିଲା। ଏହି ବିବାହ ଭିତରେ ଝିଅର ପରିବାର ଲୋକ, ତାର ଗାଁ ଲୋକ ତଥା ସବୁ ପରିବାର ବର୍ଗ ଉପସ୍ଥିତ ଥିଲେ। ଏଥିରେ ଝିଅର ବିବାହ ସେହି କୁକୁର ସହ ଶେଷ ହେଇଥିଲା। ଯେତେବେଳେ ଝିଅକୁ କୁକୁର ସହ ବିବାହ କରିବା ପାଇଁ କୁହା ଯାଇଥିଲା ଝିଅ ତାହା ମାନି ନଥିଲା ମାତ୍ର ପରେ ବାପା ମାଆଙ୍କର ପରାମର୍ଶ କ୍ରମେ ସେ ବିବାହ କରିବା ପାଇଁ ରାଜି ହେଇଥିଲା।

dog m.

ତାଙ୍କୁ କୁହା ଯାଇଥିଲା କି ବିବାହର କିଛିଦିନ ପରେ କୁକୁରକୁ ବଞ୍ଚେଇ ରଖିବାକୁ ହେବ ଆଉ ତାହାପରେ ହି ଯାଇ ତାର ବିବାହ ଆଉ କାହା ସହିତ ହେଇପାରିବ। ଏହାଦ୍ୱେଆ ଝିଅର ମଙ୍ଗଳ ଦୋଷ କୁକୁର ଦେଇ ଖଣ୍ଡନ ହେବ। ସମ୍ପୂର୍ଣ ଆଦିବାସୀ ରୀତିନୀତି ରେ ବିବାହ କରିବାକୁ ଯାଇ ଝିଅକୁ ବିବାହ ବେଦୀରେ ବସା ଯାଇଥିଲା।ତାହାପରେ ତାର ବିବାହ କାର୍ଯ୍ୟ ସମ୍ପୂର୍ଣ କରା ଯାଇଥିଲା।

Leave a Reply

Your email address will not be published. Required fields are marked *