ଏହି ତାରିଖରେ ବାପା ହେବେ ସୁବାଶିଷ। ଜାଣନ୍ତୁ ଡାକ୍ତର କହିଛନ୍ତି କଣ

anisha

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ଓଡ଼ିଶାର ଜଣେ ସୁନାମଧନ୍ୟ ଅଭିନେତ୍ରୀ ତଥା କ୍ୟୁଟ ଆଉ ସୁନ୍ଦରୀ ଅଭିନେତ୍ରୀ ଙ୍କ ବାବଦରେ କହିବାକୁ ଯାଉଛୁ। ଆପଣ ଓଡ଼ିଆ ଧାରାବାହିକ ତଥା ଓଡ଼ିଆ ଚଳଚ୍ଚିତ୍ର ବହୁତ ଦେଖୁଥିବେ ଆଉ ତାହା ଭିତରେ ଆପଣ ଆନିଶା ଶର୍ମାଙ୍କୁ ଭଲ ଭାବରେ ଜାଣି ଥିବେ।

ତେବେ ତାଙ୍କର ସ୍ୱାମୀ ସୁବାଶିଷଙ୍କୁ ବି ଆପଣ ଭଲ ଭାବରେ ଜାଣିଥିବେ। ତେବେ ଏବେ ଯାହା ଖବର ଆସୁଛି କି ତାଙ୍କର ସ୍ୱାମୀ ସୁବାଶିଷ ଏହା ଜଣାଇଛନ୍ତି ଯେ ଆଣିସା ଶର୍ମା ଏବେ ମା ହେବାକୁ ଯାଉଛନ୍ତି। ଆନିଶା ମା ହେବାର ଅର୍ଥ ସୁବାଶିଷ ତାଙ୍କର ପ୍ରଥମ ପିଲାଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି ଆଉ ସେମାନେ ବାପା ମା ଆହେବାକୁ ଯାଉଛନ୍ତି।

anisha

ତେବେ ଆପନମାନେ ସୁବାଶିଷ ଆଉ ଆନିଶାଙ୍କର ଯୋଡି ସହ ପୂର୍ବରୁ ଜଣାଶୁଣା ଥିବେ। ସ୍ୱାଭିମାନ ଧାରାବାହିକ ଠାରୁ ନିଜର ଆକ୍ଟିଂଗ କ୍ୟାରିଅର ଆରମ୍ଭ କରିଥିଲେ ଏହି ଦୁଇଜଣ। ତାହା ପରେ ଅନେକ ଚଳଚିତ୍ର ମାନଙ୍କରେ ଦେଖା ଯାଇଥିଲେ ଆଉ ବହୁତ ଲୋକପ୍ରିୟତା ଲାଭ ମଧ୍ୟ କରିଥିଲେ। ଆଉ ତାହାପରେ ସେହି ସାଙ୍ଗରେ ଅଭିନୟ କରି କରୁ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଆଉ ତାହାପରେ ତାଙ୍କର ବିବାହ ମଧ୍ୟ ହେଇଥିଲା ।

ଏବେ ତାଙ୍କର ଖୁସି ଦୁଇଗୁଣ ହେବାକୁ ଯାଉଛି କାରଣ ସେମାନେ ଏବେ ବାପା ମା ହେବାକୁ ଯାଉଛି ବୋଲି ଖୁସି ଜାହିର କରିଛନ୍ତି । ଏହା ସହିତ ଏହା ବାବଦରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଆଣିସା ନିଜର ଫୋଟୋ ସେୟାର କରିଛନ୍ତି ଯାହା ଭିତରେ ଏହି ଦୁଇଜଣ ବାପା ମା ହେବାକୁ ଯାଉଛନ୍ତି ବୋଲି ଖୁସି ଜାହିର କରିଛନ୍ତି।

anisha

ତାଙ୍କର ଏହି ପୋଷ୍ଟ ମାନଙ୍କୁ ଲୋକ ମାନଙ୍କର ବହୁତ ଭଲପାଇବା ଆସୁଛି ଆଉ ସେ ଏହା ବାବଦରେ ବହୁତ କିଛି କହିଛନ୍ତି। ତାଙ୍କର ଏହି ଖୁସିର ପରିବାର ତଥା ଖୁସିର ଅଭିନୟ କ୍ୟାରିଅରକୁ ନେଇ ସମସ୍ତେ ବହୁତ ଖୁସିରେ ଅଛନ୍ତି ଆଉ ସେମାନେ ଏହିପରି ଭାବେ ଆଗକୁ ଯାଆନ୍ତୁ ବୋଲି ସଭିଙ୍କର ଇଛା ଅଟେ। ତେବେ ତାଙ୍କର ନାମ ମଧ୍ୟ ବାଛି ନିଆ ଯାଇଛି ଆଉ ତାଙ୍କର ନାମ ଆପଣ କଣ ରଖିବେ ବୋଲି ଭାବୁଛନ୍ତି ତାହା କୁହନ୍ତୁ। ଆଉ ତାଙ୍କର ଏହି ସୁଖୀ ପରିବାର ଆହୁରି ସୁଖରେ ରହୁ ବୋଲି ଆପଣ ଭଗବାନ ଜଗନ୍ନାଥଙ୍କ ପାଖରେ କାମନା କରନ୍ତୁ ଆଉ ଏହା ମଧ୍ୟ କାମନା କରନ୍ତୁ କି ସେମାନେ ଆଗକୁ ସେଭଳି ନିଜର ସୁନ୍ଦର ଅଭିନୟ ଦ୍ୱାରା ଆମର ମନୋରଞ୍ଜନ କରୁଥାନ୍ତୁ ।

Leave a Reply

Your email address will not be published. Required fields are marked *