ଆଜିଠୁ ଆରମ୍ଭ ଶ୍ରାବଣ ପ୍ରଥମ ସୋମବାର – 4 ଟି ରାଶିଙ୍କୁ ଏହି ମାସରେ ମିଳିବ ପ୍ରଟୁର ଟଙ୍କା ।

26-jul

ଭାରତୀୟ ହିନ୍ଦୁ ଧର୍ମରେ ଶ୍ରାବଣ ମାସର ଅନେକ ମହତ୍ତ୍ୱ ରହିଛି । ଶାସ୍ତ୍ରରେ ଅଛି ଏହି ମାସରେ ଜଳ ଭାର ନେଇ , ଯିଏ ମହାଦେବଙ୍କୁ ଯେଉଁ ବର ମାଗନ୍ତି ମହାଦେବ , ତାର ସେହି ଇଛ୍ଚା ଅଥି ସହଜରେ ପୁରା କରନ୍ତି । ତେବେ ଏହି ଶ୍ରାବଣ ମାସରେ ନିଜର ମନ ସ୍କାମନା ରଖି ଅନେକ ଭକ୍ତ ପାଣି ଭାର ନେଇ ମହାଦେବ ମନ୍ଦିରକୁ ଯାତ୍ରା କରିଥାନ୍ତି । ଏ ବର୍ଷ 26 ତାରିଖରେ ଶ୍ରାବଣ ପ୍ରଥମ ସୋମବାର ପଡୁଛି ।

ତେବେ ଅନେକ ଜୋତିଷଙ୍କ ମତରେ ଏହି ଶ୍ରାବଣ ମାସରେ 4 ଟି ରାଶିଙ୍କ ଉପରେ ମହାଦେବ ହୋଇଯିବେ ପ୍ରସନ୍ନ । କରିବେ ଧନ ବର୍ଷା । ତେବେ ଆଜିର ଏହି ପୋଷ୍ଟରେ ଆମେ ସେହି 4 ଟି ରାଶି ବିଷୟରେ ଆପଣହ୍କୁ ଜଣାଇବା ପାଇଁ ଆସିଛୁ । ତେବେ ଏଥିରେ ଆପଣଙ୍କ ରାଶି ଅଛି କି ନାହିଁ ଜାଣିବା କୁ ଚାହୁଁଥିଲେ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ବୃଷ – ଏହି ରାଶିର ବ୍ୟକ୍ତି ମାନେ ଏହି ସମୟରେ ଅଧିକ ଅର୍ଥ ଲାଭର ସୁଯୋଗ ରହିଛି , ଏହା ସହିତ ଆପଣଙ୍କ ବସ ଆପଣଙ୍କ ଉପରେ ଖୁସି ହୋଇ ପାରନ୍ତି । ଆପଣ ନିଜ ଖର୍ଚରେ ନିୟନ୍ତ୍ରଣ କରନ୍ତୁ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ , ଆପଣଙ୍କୁ ଆଖି ସମ୍ବନ୍ଧୀୟ ସମଶ୍ୟା ଆସିପାରେ । ସ୍ଵାର୍ଥୀ ବ୍ୟକ୍ତିଙ୍କଠାରୁ ଦୂରେଇ ରହନ୍ତୁ ।

rasi

ମିଥୁନ – ଏହି ରାଶିର ବ୍ୟକ୍ତିଙ୍କୁ ସରକାରୀ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ଅଛି ଏହା ସହ ସରକାରୀ ଚାକିରିରେ ପଦୋନ୍ନତି ମିଳିବ । ଏହି ସମୟରେ କୌଣସି ଭବନ , ବାହାନ ଓ ଭୂମି ଆଦି କିଣିବାର ସୁଯୋଗ ମିଳିବ । ପାରିବାରିକ ଶୁଖ ମିଳିବ । ଦାମ୍ପତ୍ୟ ଜୀବନରେ ଶୁଖ ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ।

ସିଂହ ରାଶି – ସିଂହ ରାଶିର ଲୋକମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ । ଛାତ୍ର-ଛାତ୍ରୀମାନେ ଜୀବନରେ ଭରପୁର ଆନନ୍ଦ ପ୍ରାପ୍ତ କରିବେ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସେଥିରେ ଆପଣଙ୍କୁ ସଫଳତା ମିଳିବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ବାଦବିବାଦ ଓ ମାଲିମୋକଦ୍ଦମାରେ ସଫଳ ହେବେ । ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ । ଯେଉଁମାନେ ବ୍ୟାପାର କରୁଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ । ଏହି ରାଶିର ଲୋକମାନଙ୍କ ଭାଗ୍ୟରେ ଧନଲାଭର ଯୋଗ ଅଛି । ଘର ପରିବାରରେ ଖୁସିର ବାତାବରଣ ରହିବ । ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

rasi

କନ୍ୟା ରାଶି – ଏହି ରାଶିର ଅବିବାହିତ ବ୍ୟକ୍ତିଙ୍କୁ ବିବାହର ସୁଯୋଗ ମିଳିବ । ଚାକିରିରେ ପଦୋନ୍ନତି ମିଳିବା ସହ ଉଚ୍ଚ ଅଧିକାରୀଙ୍କ ସହ ଭଲ ସମ୍ପର୍କ ରହିବ । ମହିଳାମାନେ ବହୁତ ଖୁସି ଅନୁଭବ କରିବେ ।ଏହି ରାଶିର ବ୍ୟକ୍ତି ମାନଙ୍କର ଶତ୍ରୁ ବୃଦ୍ଧି ହୋଇପାରନ୍ତି କିନ୍ତୁ କିଛି କ୍ଷତି କରିବାରେ ଅସମର୍ଥ ରହିବେ । ଆପଣ ନିଜ ବୁଦ୍ଧି ବଳରେ ସମାଜରେ ପ୍ରତିଷ୍ଠା ପାଇବେ । ବହୁତ ଦିନରୁ ଚାଲି ଆସୁଥିବା କୋଟ କଚେରୀ ମାମଲାରେ ବିଜୟୀ ହେବେ ।

ତେବେ ବନ୍ଧୁଗଣ ଏହି ଶ୍ରାବଣ ମାସରେ ଏହି 4 ଟି ରାଶିଙ୍କ ଜୀବନରେ ଦେଖା ଦେବ ଅନେକ ପରିବର୍ତ୍ତନ । ଯଦି ଆପଣବି ନିଜ ରାଶି , ଜାତକ ଓ ଭାଗ୍ୟଫଳ ବିଷୟରେ ସୁଚନା ପାଇବାକୁ ଚାହାଁନ୍ତି , ତେବେ ନିଶ୍ଚୟ ଗୋଟିଏ ଲାଇକ କରିବା ସହ ଉପରେ ଫଲୋ କଲେ ଏହା ପଢି ପାରିବେ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *