ରାଜ କୁନ୍ଦରାଙ୍କ Hotshots App ରେ ଏମିତି କିଛି ହେଉଥିଲା , ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ଶିଳ୍ପା ସେଠୀଙ୍କ ସ୍ଵାମୀ ରାଜ କୁନ୍ଦରା ଙ୍କ ବିଷୟରେ ଦିନକୁ ଦିନ ନୂଆ ତଥ୍ୟ ସବୁ ସାମ୍ନାକୁ ଆସୁଛି । ଏବେ ରାଜ କୁନ୍ଦରା ଙ୍କ ବିଷୟରେ ଏମିତି ଏକ ଅଭିଯୋଗ ଆସିଛି ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାଜ କୁନ୍ଦରା ଆରେଷ୍ଟ ହେବା ପରେ ତାଙ୍କ ହଟସଟ ଆପକୁ ଜୋର ସୋର ଚର୍ଚ୍ଚା ଚାଲିଛି । ରାଜ କୁନ୍ଦରା ଅଶ୍ଳୀଳ ଭିଡିଓ ତିଆରି କରି ହଟସଟ ଆପରେ ଛାଡୁଥିଲେ । ସେହି ହଟସଟ ଭିଡ଼ିଓରେ କଣ ଅଛି ତା ବିଷୟରେ କହିବାକୁ ଯାଉଛୁ , ହଟସଟ ଆପଟି ୟୁକେ କମ୍ପାନୀ ର ଆପ ଏହାର ପୂରା ନାମ ହଟସଟ ଡିଜିଟାଲ ଏଣ୍ଟରଟେନମେଣ୍ଟ ।

Hotshots

ଏହି ଆପ୍ କୁ ଆପଲ୍ ଷ୍ଟୋରରୁ ଜୁନ ୨୦୨୦ରେ ଓ ପ୍ଲେ ଷ୍ଟୋରରୁ ନଭେମ୍ବର ୨୦୨୦ ରେ ହଟେଇ ଦିଆଯାଇଛି । ଏହି ଆପ୍ ର ଫାଇଲ APK ଫାଇଲ ଜରିଆରେ ଇଣ୍ଟରନେଟରେ ଉପଲବ୍ଧ ଥିଲା ଓ ବ୍ୟବହାର କାରିମାନେ ଏହି ଆପ୍ ରେ ସର୍ଟ ମୁଭି ଓ ଭିଡିଓ କ୍ଲିପ ସବୁ ଡାଉନଲୋଡ କରି ଦେଖୁଥିଲେ । ସାଧାରଣତଃ ଏହି ଆପରେ ବିଭିନ୍ନ ପ୍ରକାରର ଭିଡିଓ ସହିତ ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟ ଅଫଲୋଡ କରାଯାଉ ଥିଲା । ଏହି ଆପରେ ବିଭିନ୍ନ ଝିଅଙ୍କର ଉଲଗ୍ନ ମଡେଲ ଫୋଟ ଅପଲୋଡ଼ କରାଯାଉଥିଲା ଓ ଭିଡ଼ିଓ , ଫୋଟ କୁ ବିଭିନ୍ନ କ୍ୟାଟାଗୋରୀରେ ବିଭକ୍ତ କରାଯାଇ ଥିଲା ।

ହଟସଟ ଆପ୍ ରେ ଲାଇଭ ଶୋର ଫିଚର ଥିଲା ସେଥିପାଇଁ ଏହି ଆପରେ ଲୋକମାନେ ମଡେଲ ମାନଙ୍କ ସହ ମାଗଣାରେ କଥାବାର୍ତ୍ତା ହେବା ଏବଂ ଚାଟ ଓ ଭିଡ଼ିଓ କଲର ସୁବିଧା ଥିଲା । ସେଥିପାଇଁ ଲୋକମାନେ ସେହି ଆପକୁ ଚଲେଇବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଥିଲେ । ଏହି ଆପ ଫ୍ରି ଥିଲା, କିନ୍ତୁ କିଛି କଣ୍ଟେଣ୍ଟ ର ଭିଡିଓ ଓ ଫୋଟ ଗୁଡିକ ଲକ ରହୁଥିଲା , ସେଥିପାଇଁ ଅନଲକ କରିବା ପାଇଁ ଟଙ୍କା ଖର୍ଚ୍ଚ କରି ସବସ୍କ୍ରିପସନ ନେବାକୁ ପଡୁଥିଲା ।

App

ଏହି ଆପରେ ୱାଲେଟ ର ବ୍ୟବସ୍ଥା ମଧ୍ୟ ଥିଲା, ସେଥିପାଇଁ ଲୋକମାନେ ଟଙ୍କା ଯୋଡି ଉଲଗ୍ନ କଣ୍ଟେଣ୍ଟ ଓ ଖରାପ ଭିଡିଓ ସବୁ ଦେଖୁଥିଲେ । ଟେଲିଗ୍ରାମରେ ମଧ୍ୟ ଏହି ଆପର ପେଜ ରହିଥିଲା , ଯେଉଁଥିରେ ଉଲଗ୍ନ ଫୋଟ ଓ ଭିଡ଼ିଓ ସବୁ ରହୁଥିଲା କିନ୍ତୁ ବିବାଦ ପରେ ସେ ପେଜ ଟେଲିଗ୍ରାମରୁ ଡିଲେଟ କରା ଯାଇଛି । ତେବେ ଏହି ଆପ୍ କୁ ବ୍ୟବହାରକାରୀଙ୍କ ମଧ୍ୟରେ ବଣ୍ଟା ଯାଉଥିଲା ଓ ବ୍ଯବହରକାରୀ ମାନେ ପଇସା ଯୋଡୁ ଥିଲେ ଓ ସେୟାର ମଧ୍ୟ କରୁଥିଲେ , ସେଥିପାଇଁ ତାଙ୍କ ଏହି ବିଜନେସ ଆଗେଇ ଚାଲିଥିଲା । ଏହି ଆପ୍ ରେ ୧୦ ଲକ୍ଷ ସବସ୍କ୍ରାଇବର ଥିଲେ କିନ୍ତୁ ଏବେ ଏହି ଆପ କେଉଁଠାରେ ବି ଉପଲବ୍ଧ ନାହିଁ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *