ମାଡି ଆସୁଛି ସୌର ଝଡ଼। ପୃଥିବିକୁ ରହିଛି କି ବିପଦ ?

ଆଜିର ଅନେକ ବଡ଼ ଖବର ଆମେ ଆପଣଙ୍କ ପାଖରେ ନେଇକି ଆସିଛୁ। ତେବେ କଣ ସେହି ବଡ଼ ଖବର ତାହା ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ। ଆଜି ଆମେ ଆପଣଙ୍କ ପାଖରେ ଏକ ବହୁତ ଭୟଙ୍କର ଖବର ନେଇକି ଆସିଛୁ। ଆମେ କହିବାକୁ ଯାଉଛୁ ଏକ ଦୁର୍ବିପାକ ବାବଦରେ। ମାଡି ଆସୁଛି ଆମ ଉପରକୁ ଏକ ସୌର ଝଡ଼। ଏହି ସୌର ଝଡ଼ ସୌରଜଗତରେ ଘଣ୍ଟା ପ୍ରତି ୧୬ ଲକ୍ଷ କିମି ବେଗରେ ଆମ ପୃଥିବୀ ଆଡକୁ ମାଡି ଆସୁଛି। ଏହାର ପ୍ରଭାବ ବହୁତ ଅଧିକ ପଡିବାକୁ ଯାଉଛି ଆମ ଉପରେ। କାରଣ ଏହାର ପ୍ରଭାବରେ ଆମର ଅନେକ କିଛି ଜିନିଷ କାମ କରିବ ନାହିଁ। ତେବେ କଣ କଣ କାମ କରିବ ନାହିଁ ଆଉ ଏହାର ପ୍ରଭାବ କିପରି ଆଉ କେମିତି ରହିବ ତାହା ଆଜି ଆମେ ଚର୍ଚ୍ଚା କରିବା। ତେବେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଆପଣ ଶେଷ ଯାଏ ଯୋଡ଼ା ରୁହନ୍ତୁ।

storm

ବୈଜ୍ଞାନିକ ମାନେ ଏହା ଅନୁମାନ କରିଥିଲେ କି ପୃଥିବୀ ଆଡକୁ ଏକ ବଡ଼ ଧରଣର ସୌର ଝଡ଼ ମାଡି ଆସୁଛି ବୋଲି। ଏହା ପୁଣି ଥରେ ଆଉ କିଛି ଦିନ ଭିତରେ ପୃଥିବୀ ଉପରେ ମଦ ହେବାକୁ ଯାଉଛି। ଏହାର ବେଗ ରହିଛି ଘଣ୍ଟା ପ୍ରତି ୧୬ ଲକ୍ଷ କିମି ଆଉ ଏହାର ବେଗ ଆହୁରି ଅଧିକ ହେଇପାରେ ବୋଲି ବୈଜ୍ଞାନିକ ମାନଙ୍କର କହିବା କଥା। ଏହାର ପ୍ରଭାବ ବହୁତ ଅଧିକ ହେବାକୁ ଯାଉଛି କାରଣ ଏହାର ପ୍ରଭାବରେ ପୃଥିବୀର ମୋବାଇଲ ତଥା ଟେଲିଫୋନ ଇତ୍ୟାଦି ଆଉ କାମ କରିବ ନାହିଁ।।

ଏହାର ପ୍ରଭାବରେ ପୃଥିବୀ ଭିତରେ ଆଉ ରେଡ଼ିଓ ସିଗ୍ନାଲ ରହିବ ନାହିଁ ଆଉ ତାହାଦ୍ୱାରା ଆମର ଯୋଗାଯୋଗ ପ୍ରଭାବିତ ହେଇପାରେ। ଆମ ସଂଚାର ବ୍ୟବସ୍ଥା ସମ୍ପୂର୍ଣ ଧ୍ୱଂସ ହେଇଯାଇପାରେ। ଆଉ ଏହି ଝଡ଼ର ପ୍ରଭାବ ଆମ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଉପରେ ପଡି ପାରେ। ଏହାଦ୍ୱାରା ରେଡ଼ିଓ ସିଗ୍ନାର, ଆମର ସ୍ୟାତେଲାଇଟ ରାଦାର ସିଗ୍ନାଲ ତଥା ଟିଭି ରେଡ଼ିଓ ସିଗ୍ନାଲ ସବୁ ପ୍ରଭାବିତ ହେବ। ଏହାଦ୍ୱାରା ବିଦ୍ୟୁତ ସରବରାହ ବି ପ୍ରଭାବିତ ହେଇପାରେ ଆଉ ତାହାର ପ୍ରଭାବ ଆମ ଦୈନନ୍ଦିନ ଜୀବନ ଉପରେ ପଡି ପାରେ।

Solar storm

ନାସାର ଆକଳନ ଅନୁସାରେ ଏହି ଝଡ଼ର ବେଗ ଘଣ୍ଟା ପ୍ରତି ୧୬ ଲକ୍ଷ କିମି ଅଛି ଆଉ ଏହା ପୃଥିବୀର ନିକଟବର୍ତ୍ତୀ ହେବା ପରେ ତାହାର ବେଗ ଆହୁରି ବଢ଼ି ପାରେ। ଏହା ଆମ ରାଦାର ଉପରେ ପ୍ରଭାବ ପକାଇ ପାରେ। ତେବେ ଆସନ୍ତୁ ଜାଣିବା ଏହା ଆମ ଉପଗ୍ରହର ସିଗ୍ନାଲ ଉପରେ କି କି ପ୍ରଭାବ ପକାଇବ।

ଏହାକୁ ନେଇ ସୂଚନା ଦେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିଆମ ନିର୍ଧେସକ ଶୁଭେନ୍ଦୁ ପଟନାୟକ। ତାଙ୍କ କହିବା କଥା ହେଉଛି କି ସୌର ମଣ୍ଡଳରେ ଏପରି ବିସ୍ଫୋରଣ ହେଇଥାଏ ଆଉ ଯେତେବେଳେ ଏହା ବଡ଼ ଧରଣର ହେଇଥାଏ ତାହା ପୃଥିବୀ ଆଡକୁ ବହୁତ ଦ୍ରୁତ ଗତିରେ ମାଡି ଆସିଥାଏ। ମାତ୍ର ଏହାର ପ୍ରଭାବ ବେସି ରହିବ ନାହିଁ କାରଣ ଏହା ବହିଟି ଛୋଟ ଅଟେ। ଜୀବଜନ୍ତୁ ସବୁ ସୁରକ୍ଷିତ ରହିବେ।

Leave a Reply

Your email address will not be published. Required fields are marked *