ରାତି ଅଧରେ ଖୁସି ଖବର ଦେଲେ ଶିବାନୀ। କହିଦେଲେ ତାଙ୍କ ବୟଫ୍ରେଣ୍ଡଙ୍କ ନାଁ

ସାଙ୍ଗମାନେ ଓଡ଼ିଆ ଫିଲ୍ମ ଜଗତର ଜଣେ ଚୁଲବୁଲି ନାୟିକା ହେଉଛନ୍ତି ଶିବାନୀ ସଂଗୀତା। ପ୍ରାୟ ପ୍ରତିଟି ଚଳଚ୍ଚିତ୍ରରେ ନିଜ ଚରିତ୍ରକୁ ଜୀବନ୍ତ ଭାବେ ତୋଳି ଧରିଥିବା ଏହି ନାୟିକା ଜଣକ ଏବେ ପୁରା ଫେମସ ଅଟନ୍ତି।ଗୋଟିଏ ଚଳଚ୍ଚିତ୍ର ତାଙ୍କୁ ଏତେ ମାଇଲେଜ ଦେଲା ଯେ ସେ ରାତାରାତି ହୋଇ ଗଲେ ସୁପର ଷ୍ଟାର। ତେବେ ଶିବାନୀ ତାଙ୍କ ଛୋଟ ବେଳୁ ହିଁ ଅଭିନୟ କରିବାର ଇଚ୍ଛା ରଖିଥିଲେ।ସେ ତାଙ୍କର ପ୍ରଥମ ଫିଲ୍ମ ମିତରେ ମିତରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ଲୋକ ମାନଙ୍କ ମନରେ ଏକ ନୂଆ ଛାପ ଓ ଅଧ୍ୟାୟ ସୃଷ୍ଟି କରିଥିଲେ ଶିବାନୀ। ୨୦୧୭ ମସିହାରେ ସିଷ୍ଟର ଶ୍ରୀଦେବୀ ନାମକ ଫିଲ୍ମ ତରଙ୍ଗ ଦ୍ବାରା ରିଲିଜ ହେଲା।

Shivani

ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। ସିବାନୀଙ୍କ ବିପରିତରେ ଦେଖିବାକୁ ମିଳିଥିଲା ବାବୁସାନ ମହାନ୍ତିଙ୍କୁ। ଓଲିଉଡ ଜଗତର ସମସ୍ତ ହିରୋ ମାନଙ୍କ ସହିତ ସେ କାମ କରି ସାରିଛନ୍ତି। ସେ ସମସ୍ତ ନାମୀଦାମୀ କଳାକାର ମାନଙ୍କ ସହିତ ଅଭିନୟ କରି ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ଏପରିକି ସବ୍ୟସାଚୀଙ୍କ ସହିତ ମଧ୍ୟ ସେ ଗୋଟିଏ ଫିଲ୍ମରେ ନଜର ଆଦି ଆସିଛନ୍ତି। ଏହା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇଥିଲା। ବାବୁସାନ ଓ ସିବନୀଙ୍କ ଯୋଡି ସବୁଠୁ ଚର୍ଚ୍ଚାରେ ରହିଥିଲା। ଏହି ଚଳଚ୍ଚିତ୍ରଟି ପରେ ସୁପର ହିଟ ସାବ୍ୟସ୍ତ ହୋଇଥଲା। ଏହା ସେତେବେଳର ସବୁଠୁ ବଡ ଫିଲ୍ମ ରହିଥିଲା।

ଶିବାନୀଙ୍କୁ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ହିଁ ଦମଦାର ମାଇଲେଜ ମିଳିଥିଲା। ଶିବାନୀଙ୍କ ପରିବାରରେ ସେ ତାଙ୍କ ବାପା,ମା ଓ ତାଙ୍କ ଭଉଣୀ ଅଟନ୍ତି। ଶିବନୀଙ୍କ ଘରେ ସେ ସବୁଠୁ ବଡ ସନ୍ତାନ ଅଟନ୍ତି।ତାଙ୍କ ମା ଓ ତାଙ୍କ ଭିତରେ ଖୁବ ସୁନ୍ଦର ବୁଝାମଣା ରହିଛି। ସେମାନେ ବେଶ ଖୁସିରେ ତାଙ୍କ ପରିବାରରେ ଚଳନ୍ତି। ଶିବାନୀ ଭୁବନେଶ୍ୱରରେ ହିଁ ରୁହନ୍ତି ଏବଂ ସେଠାରୁ ହିଁ ସେ ସୁଟିଙ୍ଗ ସେଟକୁ ଯାଆନ୍ତି। ଏବେ ସେ ଯୁକ୍ତ ୨ ବିଜ୍ଞାନରେ ପଢୁଛନ୍ତି ବୋଲି ସୂଚନା ମିଳିଛି ।

Shivani s.

ସେ ପାଠ ପଢାରେ ଯେତିକି ମନ ଦିଅନ୍ତି ସେତିକି ଅଭିନୟରେ ମଧ୍ୟ ଦେଇଥାନ୍ତି।କେବଳ ପାଠ ପଢା ନୁହେଁ ଶିବାନୀଙ୍କ ସଙ୍ଗୀତ ପ୍ରତି ମଧ୍ୟ ରୁଚି ରହିଛି। ସେ ଛୋଟ ବେଳୁ ସଙ୍ଗୀତ କ୍ଷେତ୍ରରେ ନିଜ କ୍ୟାରିୟର ଗଠନ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ ଓଲିଉଡରେ ସୁଯୋଗ ମିଳିବା ପରେ ସେ ଫିଲ୍ମ କ୍ଷେତ୍ରରେ ନିଜ କ୍ୟାରିୟର ଗଠନ କରିବେ ବୋଲି ନିଷ୍ପତି ନେଇଥିଲେ।

ଏବେ କିଛି ଦିନ ତଳେ ଶିବାନୀଙ୍କ ଜନ୍ମଦିନ ହୋଇଥିଲା। ସେ ତାଙ୍କ ସମସ୍ତ ପ୍ରଶଂସକ ମାନଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ। ସେ ଲେଟ ନାଇଟ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ନିଜ ଖୁସି ସେୟାର କରିଥିଲେ। ସେ ବହୁତ ଖୁସି ମଧ୍ୟ ଥିଲେ କାରଣ ତାଙ୍କ ଜନ୍ମଦିନ ରଥଯାତ୍ରା ଦିନ ହିଁ ପଡ଼ିଥିଲା।

Leave a Reply

Your email address will not be published. Required fields are marked *