ଶିଳ୍ପା ଓ ରାଜକୁନ୍ଦ୍ରାଙ୍କୁ ଏମିତି ଅଭଦ୍ର ଗାଳି ଦେଲେ ସୁର। ଖାଲି ତ ଝିଅଙ୍କ ସହ ନଟର ପଟର ଆଉ।

Sur

ଆପଣ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ସର୍ବଦା ଦୈନନ୍ଦିନ ଜୀବନର ବଡ଼ ବଡ଼ ମସାଲାଦାର ଖବର ନେଇକି ଆସିଥାଉ। ଆଜି ଆପଣନ୍କ ପାଖରେ ଥିବା ଖବର ବି ଖୁବ ମସାଲାଦାର ଅଟେ। ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।ଆଜି ଆମେ ଆପଣଙ୍କ ପାଖରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠିଙ୍କର ସ୍ୱାମୀ ରାଜ କୂନ୍ଦ୍ରଙ୍କର ବାବଦରେ କହିବୁ।

Raj Kundra

ତାଙ୍କ ବାବଦରେ ଆମ ଓଡ଼ିଶାର ଅତି ଲୋକପ୍ରୟ ରାଜନେତା ସୁର ରାଉତରାୟ କିଛି ଟିପ୍ପଣୀ ଦେଇଛନ୍ତି। ତାହା ବାବଦରେ ଆମେ ଆଜି ଚର୍ଚ୍ଚା କରିବୁ। ତେବେ ରାଜା କୂନ୍ଦ୍ରଙ୍କ ବାବଦରେ ଆସିଥିବା ବର୍ତ୍ତମାନର ଖବର ବାବଦରେ ସଭିଙ୍କୁ ହୁଏତ ଜଣା ଥିବ। ଆଜି ଆମେ ତାଙ୍କରି ବାବଦରେ କଥା ହେବା ଆଉ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଖବର ବାବଦରେ। ତେବେ ସେମାନଙ୍କ ବାବଦରେ ସୁର ଭାଇଙ୍କର ଟିପ୍ପଣୀ ଆମେ ଜାଣିବା ଆଉ ଆପଣ ଆପଣଙ୍କର ପ୍ରିୟ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ବାବଦରେ ଜାଣିବା ପାଇଁ ଅପେକ୍ଷା କରନ୍ତୁ। ତେବେ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

ଆପଣ ଜାଣନ୍ତି କି ଶିଳ୍ପା ସେଠି ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ଦେଖିବାକୁ ଯେତିକି ସୁନ୍ଦର ସେତିକି କୁଶଳୀ ମଧ୍ୟ। ତାଙ୍କ ପ୍ରେମ ବିବାହ ହେଇଥିଲା ରାଜ କୁନ୍ଦ୍ରାଙ୍କ ସହ। ତାଙ୍କ ସମ୍ପର୍କ ବି ଠିକ ଚାଲିଥିଲା ମାତ୍ର ଏବେ କିଛି ଖବର ସାମ୍ନାକୁ ଆସିଲା କି ରାଜା କୁନ୍ଦ୍ରା ତାଙ୍କ ଫିଲ୍ମ ନିର୍ଦେଶନାରେ ଅଶ୍ଳୀଳ ଭିଡିଓ ଷେୟାର କରୁଛନ୍ତି। ତାଙ୍କୁ ଗିରଫ କରାଗଲା ଆଉ ସେ ଏବେ ଜେଲରେ ଅଛନ୍ତି। ଏହା ବାବଦରେ ଆମ ପ୍ରିୟ ସୁର ଭାଇ କିଛି କହିଛନ୍ତି।

Sura Routray

ଯେତେବେଳେ ମିଡିଆ ଲୋକ ସାମ୍ନାରେ ଥିଲେ ସୁର ଭାଇ କହିଲେ, ” ଶିଳ୍ପା ସେଠି ଜଣେ ବଡ ଅଭିନେତ୍ରୀ ଆଉ ବହୁତ ସୁନ୍ଦର ମଧ୍ୟ। ତାଙ୍କ ସ୍ବାମୀ ରାଜା କୂନ୍ଦ୍ର ମଧ୍ୟ ବହୁତ ସୁନ୍ଦର ଆଉ ତାଙ୍କ ପାଖରେ ବହୁତ ଅଧିକ ଅର୍ଥ ବି ଅଛି। ଶିଳ୍ପା ନିଜ ଚୟନ କରି ହି ରାଜା କୁନ୍ଦ୍ରାଙ୍କୁ ବିବାହ କରିଥିଲେ ଆଉ ଶିଳ୍ପାଙ୍କର ବହୁତ ସଫା ଜୀବନ ଅଟେ। ମାତ୍ର ତାଙ୍କ ସ୍ୱାମୀଙ୍କ ଭଳି ତାଙ୍କର ଡ଼ାରଟି ଇମେଜ ନୁହଁ।

ଶିଳ୍ପାଙ୍କ ସ୍ୱାମୀ ଖାଲି ଝିଅଙ୍କ ସହ ନଟର ପଟର ହୁଅନ୍ତି ଆଉ ତାହାର ଭିଡିଓ ଏବେ ଧରା ପଡିଛି। ସିବିଆଇ ଧରିଛି କି ତାଙ୍କ ଲ୍ୟାପ୍ତପରୁ ୯୨ଟି ଅଶ୍ଳୀଳ ଭିଡିଓ ମିଳିଛି। ଆଉ ଶିଳ୍ପାଙ୍କ ପାଖରେ ଲୋକପ୍ରିୟତାର ଅଭାବ ନାହିଁ ତଥାପି ସେ ସେହି ଭାଣ୍ଡ ବାବା ରାମଦେବଙ୍କ ସହ ଯୋଗ କରୁଛନ୍ତି। ଏହା ତାଙ୍କ ପାଇଁ ହି ଖରାପ ଅଟେ। ଆଉ ତାଙ୍କ ସ୍ବାମୀ ରାଜା କୁନ୍ଦ୍ର ପୁରା ଯୁବ ସମାଜକୁ ହି ଭୁଲ ବାଟରେ ନେଇ ଯାଉଛନ୍ତି।”

Leave a Reply

Your email address will not be published. Required fields are marked *