ଦେଖନ୍ତୁ କିପରି ଅର୍ଚ୍ଚିତା ତାଙ୍କର ଜନ୍ମଦିନ ପାଳନ କଲେ।

archita

ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ।ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ଓଡ଼ିଶାର ଆଉ ଜଣେ ବିଶିଷ୍ଟ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ। ତାଙ୍କର ନାମ ହେଉଛି ଅର୍ଚ୍ଚିତା ଯିଏ କି ଏବେ ଏବେ ହି ବିବାହ ବନ୍ଧନରେ ବାନ୍ଧି ହେଇ ଯାଇଛନ୍ତି। ତାଙ୍କ ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

archata

ଅର୍ଚିତାଙ୍କୁ ଅଥବା କିଏ ନ ଜାଣେ। ଜଣେ ସୁନ୍ଦରୀ ତଥା ସୁନ୍ଦର ଅଭିନୟ କରି ସେ ସାରା ଓଡ଼ିଶାରେ ଲୋକରିୟ ଅଟନ୍ତି। ତାଙ୍କର ଅଭିନୟ ସାରା ଓଡ଼ିଶାର ଜନତାଙ୍କ ପାଖରେ ପରିଚିତ ଅଛି ଆଉ ସେ ନିଜର ଅଭିନୟ ଦ୍ୱାରା ସଭିଙ୍କର ହୃଦୟ ମଧ୍ୟ ଜିତି ପାରିଥିଲେ। ବହୁତ କମ ବୟସରୁ ହି ଅଭିନୟ ଦିଗରେ ପାଦ ଦେଇଥିବା ଅର୍ଚ୍ଚିତା ଆଜି ସାରା ଓଡ଼ିଶାରେ ଲୋକପ୍ରିୟ ଅଟନ୍ତି। ,” ତୋ ବିନା ମୋ କାହାଣୀ ଅଧା”, ” ଆକାଶେ କି ରଙ୍ଗ ଲାଗିଲା”, ” ତୋ ପାଇଁ ନେବି ମୁ ଶହେ ଜନମ” ଇତ୍ୟାଦି ବହୁତ ଲୋକପ୍ରିୟ ଚଳଚ୍ଚିତ୍ର ଦ୍ୱାରା ସେ ସଭିଙ୍କର ହୃଦୟ ଜିତି ପାରିଥିଲେ।

ଏହାପରେ ସେ ଆହୁରି ଅନେକ ହିଟ ହିଟ ଓଡ଼ିଆ ଚଳଚିତ୍ରରେ କାମ କରି ସାରିଛନ୍ତି। ତାଙ୍କର ଅନ୍ୟାନ୍ୟ ହିଟ ଚଳଚିତ୍ର ମାନଙ୍କର ନାମ ହେଉଛି, ” ବାବୁ ଆଇ ଲଭ ୟୁ,”, ପିଲାଟା ବିଗିଡି ଗଲା, ଲୋଫର ଇତ୍ୟାଦି। ସେ ଏହାପରେ ଲୋକପ୍ରିୟତା ଆହୁରି ଲୁଟିଲେ ଯେତେବେଳେ ସେ ଭାରତର ଜାତୀୟ ସ୍ତରର ଏକ କଂପିଟିସନ ମିଶ ଇଣ୍ଡିଆରେ ଫାଇନାଲ ଯାଏ ଯାଇ ପାରିଥିଲେ।

archita

ଏଥିରେ ସେ ଦୁଇଥର ଭାଗ ନେଇଥିଲେ ଆଉ ଦୁଇଥର ଯାକ ଫାଇନାଲ ଯାଏ ଯାଇ ପାରିଥିଲେ। ମାତ୍ର ଅବଶୋଷ କଥା କି ସେ ଫାଇନାଲ ଜିତି ପାରିଲେ ନାହିଁ। ଫାଇନାଲରୁ ହି ବାହାର ହେଇ ଯାଇଥିଲେ। ଏହାପରେ ଆଜି ଆମେ ତାଙ୍କର ପ୍ରଥମ ଥର ପାଇଁ ଶଶୁର ଘରେ ଜନ୍ମଦିନ ପାଳନ କରୁଥିବାର ଦେଖିବା।

ସେ ସବ୍ୟସାଚୀ ମହାପାତ୍ରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଇ ଯାଇଥିଲେ। ତାଙ୍କର ପ୍ରେମ ସମ୍ପର୍କ ବହୁତ ଦିନ ଚାଲିଲା ଆଉ ତାହାପରେ ସେ ବିବାହ କଲେ। ଆଜି ଆମେ ତାଙ୍କ ଜନ୍ମଦିନ ପାଳନ ବାବଦରେ କହିବାକୁ ଯାଉଛୁ। ସେ କିପରି ଭାବେ ନିଜର ଶଶୁର ଘରେ ନିଜର ଜନ୍ମଦିନ ପାଳନ କରୁଛନ୍ତି ଆଉ କିପରି ତାହା ଭିତରେ ସେ ସୋସିଆଲ ମିଡିଆରେ ଛାଡିଛନ୍ତି। ତାଙ୍କ ସ୍ବାମୀ ତଥା ଶଶୁରଙ୍କ ସହ ସେ ଖୁବ ଖିସିରେ ଥିବା ଭଳି ନଜର ଆସୁଛନ୍ତି ଆଉ ବହୁତ ଆନନ୍ଦର ସହ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଉତ୍ସବ ମନାଉ ଛନ୍ତି।

Leave a Reply

Your email address will not be published. Required fields are marked *