ଦେଖନ୍ତୁ କୋର୍ଟରେ ମୁହାଁ ମୁହିଁ ହେଲେ ଅନୁଭବ ଆଉ ବର୍ଷା। ଆଉ କୋର୍ଟରେ ଜାହା ହେଲା

anubhav

ତେବେ ଆଜି ଆମେ ଆପଣଙ୍କ ପାଖରେ ବଡ଼ ପରଦାର ଆଉ ଏକ ବଡ଼ ଖବର ନେଇକି ଆସିଛୁ ଯାହା କି ଏକ ପ୍ରଚଳିତ ବଡ଼ ଖବର ସମ୍ପର୍କରେ ଅଟେ। ଆମେ ସର୍ବଦା ଆପଣଙ୍କ ପାଖରେ ବଡ଼ ପରଦାର ଅନେକ ଖବର ବାବଦରେ କହିବାକୁ ଚେଷ୍ଟା କରିଥାଉ ଆଉ ସର୍ବଦା ଆମେ ସଫଳତା ମଧ୍ୟ ଲାଭ କରି ଥାଉ। ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜି ମଧ୍ୟ ଆମେ ଆପଣଙ୍କ ପାଖରେ ଓଡ଼ିଶାର ଆଉ ଜଣେ ବିଶିଷ୍ଟ ଅଭିନେତ୍ରୀ ତଥା ତାଙ୍କ ସ୍ବାମୀଙ୍କ ବାବଦରେ କହିବାକୁ ଯାଉଛୁ ।

ଆଜି ଆମେ କହିବାକୁ ଯାଉଛୁ ଓଡ଼ିଶାର ବିଶିଷ୍ଟ ଅଭିନେତା ଅନୁଭବ ତଥା ତାଙ୍କ ପତ୍ନୀ ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀଙ୍କ ବାବଦରେ। ତେବେ ଆପଣ ଯେପରିକି ଜାଣନ୍ତି କି ଅନୁଭବ ଆଉ ବର୍ଷା ପୁଣି କଟକ ଫ୍ୟାମିଲି କୋର୍ଟରେ ମୁହାଁମୁହିଁ ହେଇଛନ୍ତି। ଶୁକ୍ରବାର ଦିନ ଏହି ମାମଲା ସାମ୍ନାକୁ ଆସିଛି। ତେବେ ଏହା ବାବଦରେ କଣ ରହିଛି ବଡ଼ ଖବର ତାହା ଆମେ ଜାଣିବା।

brasha

ତେବେ ବର୍ଷା ଆଃ ଅନୁଭବ ମହାନ୍ତିଙ୍କ ଭିତରର ଝଗଡା ବାହାର କୋର୍ଟ ଯାଏ ପହଂଚି ଯାଇଥିଲା। ବର୍ଷା ଆଉ ଅନୁଭବ ମହାନ୍ତିଙ୍କର ସମ୍ପର୍କର ତିକ୍ତତା ଆଜି ବି ଲାଗି ରହିଛି। ସେମାନଙ୍କ ପାରିବାରିକ ଝଗଡା ଏଯାଏ ସମାଧାନ ହେଇ ପାରି ନାହିଁ। ଚାରି ଆଡ଼େ ଖାଲି ଗୋଟେ ହି କଥା କି ବର୍ଷା ପ୍ରିୟଦର୍ଶିନୀ କୁଆଡେ ଦ୍ୱିତୀୟ ବିବାହ କରିଥାନ୍ତେ। ତେବେ ଯେପରିକି ଆପଣ ଜାଣିଥିବେ କି ଅନୁଭବ ଆଉ ବର୍ଷାଙ୍କ ଭିତରେ ଥିବା ତିକ୍ତତାକୁ ଆଜି ପ୍ରାୟ ୮ ମାସ ପୁରୀ ଯାଇଛି ଆଉ ଏଜାଏ ସେହି କଳହ ମେଂଟି ନାହିଁ। ତେବେ ସୋସିଆଲ ମିଡିଆରେ ବର୍ଷାଙ୍କର ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ତାହା ଉପରେ ସମାଧାନ ଏଯାଏ ଆସିନାହିଁ ଆଉ ତାହା ଚାଲିଛି ମଧ୍ୟ।

ଯେପରିକି ଆପଣ ଜାଣନ୍ତି କି ଅଦାଲତ ପାଖରେ ଛାଡପତ୍ରର ମାମଲା ଜାରି କରିଥିଲେ ଅନୁଭବ।ତେବେ ଯାହା ଜଣା ପଡୁଛି କି ବର୍ଷାଙ୍କ ଛାଡପତ୍ର ଦେବାକୁ ଜୋର ସୋରରେ ଲାଗି ପଡିଛନ୍ତି ଅନୁଭବ ମହାନ୍ତି। ବର୍ଷା ବି ଛାଡପତ୍ର ପାଇଁ ଆବେଦନ ଜରିଥିଲେ ମାତ୍ର ପରେ ଛାଡପତ୍ର ନେବା ସମୟରେ ଆଉ ଆଗକୁ ଆସିଲେ ନାହିଁ। ତେବେ ଛାଡପତ୍ର ନେବା ଆଗରୁ ବର୍ଷା ଅନୁଭବଙ୍କ ପାଖରେ କିଛି ଦାବି ରଖିଥିଲେ ଯାହା ଭିତରୁ ଛାଡପତ୍ର ପରେ ବର୍ଷାଙ୍କ ପାଖରେ ଅନୁଭବ କିଛି ଭରଣ ପୋଷଣ ପାଇଁ ଟଙ୍କା ଦେବେ ବୋଲି ଲିଖିତ ଥିଲା। ଏହି ଦାବିକୁ ଅଦାଲତ ବି ଗ୍ରହଣ କରିଥିଲା। ଏବେ ଏହା ଉପରେ ଚର୍ଚ୍ଚା କରିବାକୁ ଶୁକ୍ରବାର ଦିନ ମୁହାଁମୁହିଁ ହେଇ ଯାଇଥିଲେ ବର୍ଷା ଆଉ ଅନୁଭବ।

brasha

ତେବେ ଏହା ବାବଦରେ କିଛି ଶୁଣାଣି ହେଇନାହିଁ ଆଉ ପୁଣିଥରେ ୧୪ ତାରିଖ ଦିନ ଏହା ଉପରେ ଶୁଣାଣି ହେବାକୁ ଯାଉଛି। ବର୍ଷା ତାଙ୍କର ଛାଡପତ୍ର ପାଇଁ ସହଯୋଗ କରିବା ଅଭିଯୋଗ ଉପରେ ଅନୁଭବ କିଛି କହିଥିଲେ ଆଉ ତାହା ଉପରେ ପୁରା ପୁରି ଶୁଣାଣି ଖାରଜ କରିଛନ୍ତି ବର୍ଷାଙ୍କର ଓକିଲ।

Leave a Reply

Your email address will not be published. Required fields are marked *