ଏହି ତାରିଖରୁ ଖୋଲିପାରେ ସ୍କୁଲ କଲେଜ – ସରକାର ନେଇଗଲେ ବଡ ନିଶ୍ପତି ।

ଦୀର୍ଘ 2 ବର୍ଷ ହେବ ବନ୍ଦ ରହିଛି ସ୍କୁଲ କଲେଜ । ସ୍କୁଲ କଲେଜର ମାଟି ମାଡି ନାହାଁନ୍ତି ପିଲାମାନେ । ଯଦିଓ ମଝିରେ କିଛି ଦିନ ପାଇଁ ଖୋଲା ହୋଇଥିଲା କଲେଜ , ତେବେ ପୁଣି କରୋନାର ଦ୍ୱୀତିୟ ଲହର ପାଇଁ ସରକାର ଅନିଧୀଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିଛି ସ୍କୁଲ ।

ହେଲେ ଏବେ ଏବେ ମିଳିଥିବା ସୁଚନା ଅନୁସାରେ ପୁଣି ବହୁତ ଶିଘ୍ର ଖୋଲିପାରେ ସ୍କୁଲ କଲେଜ । ତେବେ ସରକାର ଏବେ ଏମିତି କିଛି ନିଷ୍ପତି ନେଇଛନ୍ତି , ଜାହା ବହୁତ ଶିଘ୍ର ସ୍କୁଲ ଖୋଲିପାରେ ବୋଲି ସୁଚନା ଦେଇଛି । ଏହା ସହିତ ବୁଦ୍ଧି ଜିବି ମାନେ ବି ଜଣାଇଛନ୍ତି କି ଖୁବ ଶିଘ୍ର ଖୋଲିପାରେ ସ୍କୁଲ କଲେଜ ।

school

କମି ଆସିଲାଣି କରୋନା ସଂକ୍ରମଣ । କୋହଳ ହେଉଛି ଲକଡ଼ାଉନ୍ କଟକଣା । ଏହାରି ଭିତରେ ଉଚ୍ଚଶିକ୍ଷା ବିଭାଗ ଜାରି କରିଛି ନୂଆ ନିର୍ଦ୍ଦେଶନାମା । ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ । ଜୁଲାଇ ୬ ତାରିଖରୁ ସମସ୍ତ ଟିଚିଂ ଓ ନନ୍ଟି‌ଚିଂ ଷ୍ଟାଫ୍ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସି କାମରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ କାମ କରାଯାଉଥିଲା । ହେଲେ ଆସନ୍ତାକାଲିଠାରୁ ସବୁ କର୍ମଚାରୀ କାମରେ ଯୋଗଦେବା ପାଇଁ ଆଜି ବିଶ୍ୱବିଦ୍ୟାଳୟ କୁଳପତି ଓ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର । କରୋନା କଟକଣା ମାନି ମାସ୍କ ପିନ୍ଧି ସାମାଜିକ ଦୂରତା ରଖି କାର୍ଯ୍ୟ କରିବେ କର୍ମଚାରୀ ।

school Staff

ତେବେ ସକ୍ଲୁଲ କଲେଜ ପିଲା ମାନଙ୍କ ପାଇଁ କେବେ ଖୋଲିବ , ତାହା ଏବେ ଯାଏ ନିଶ୍ପତି ନ ହୋଇଥିଲେ ମଧ୍ୟ , ସବୁ କର୍ମଚାରୀଙ୍କୁ କଲେଜ ଯିବାର ନିଶ୍ପତି ନିଶ୍ଚିନ୍ତ ରୁପେ ଏହା ସୁଚନା ଦେଉଛି ଯେ ବହୁତ ଶିଘ୍ର ସ୍କୁଲ କେଲଜ ଖୋଲିବ ବୋଲି ।

ତେବେ ଆଜି ସଂନ୍ଧ୍ୟରେ ଶିକ୍ଷା ସଚିବ କୌଣସି ବଡ ନିଶ୍ପତି ନେଇ ପାରନ୍ତି , ଏହି ବିଷୟରେ ସୁଚନା ପାଇବାକୁ ଚାହୁଁଥିଲେ ଗୋଟିଏ ଲାଇକ କରିବା ସହିତ ଉପରେ ଫଲୋ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *