ଶନିଙ୍କ ସବୁଠୁ ପ୍ରିୟ ହୋଇଥାନ୍ତି ଏହି ରାଶିର ବ୍ୟକ୍ତି, ସ୍ଵୟଂ ଶନିଦେବ କରନ୍ତି ଏମାନଙ୍କ ରକ୍ଷା – Astrology

shani

ବନ୍ଧୁଗଣ ଆପଣ ସମସ୍ତେ ପ୍ରାଏ ଜାଣିଛନ୍ତି ଯେ, ଭଗବାନ ଶନିଦେବ ଯାହା ଉପରେ ନିଜ କୃପା ଦ୍ରୁଷ୍ଟି ଦେଇଥାନ୍ତି, ତାହାର ଜୀବନର ସ୍ଥିତି ସଂପୂର୍ଣ୍ଣ ବଦଳିଯାଇଥାଏ । ଭଗବାନ ଶନିଦେବଙ୍କର କିଛି ଏହିଭଳି ସବୁଠାରୁ ପ୍ରିୟ ରାଶି ଅଛନ୍ତି, ଯାହାଙ୍କ କୁଣ୍ଡଳୀରେ ଶନିଦେବ ସର୍ବଦା ଶୁଭ ସ୍ଥିତିରେ ରୁହନ୍ତି । ଏହା ଫଳରେ ଏହି ରାଶି ମାନଙ୍କ ବ୍ୟକ୍ତିଙ୍କୁ ତାଙ୍କ ସବୁ କାମରେ ସଫଳତା ମିଳିଥାଏ ।

ଯଦି କୌଣସି କାରଣ ବଶତ ଏମାନଙ୍କ ଜୀବନରେ ସଙ୍କଟ ଆସିଥାଏ ତେବେ ଭଗବାନ ଶନିଙ୍କ କୃପା ରୁ ତାହା ଅଳ୍ପ ଦିନ ମଧ୍ୟରେ ଦୂର ମଧ୍ୟ ହୋଇଯାଇଥାଏ । ଆସନ୍ତୁ ଏବେ ଜାଣିବା ଯେ ସେହି ଭାଗ୍ୟ ଶାଳି ରାଶି ଗୁଡିକ କିଏ ଅଟନ୍ତି ଯାହାଙ୍କ ଉପରେ ଶନି ଦେବଙ୍କ ଅପାର କୃପା ରହିଅଛି ।

sani

ମେଷ ରାଶି; ଶନିଦେବଙ୍କ ଉଦୟ କାରଣରୁ ମେଷ ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଏହାର ଶୁଭ ପ୍ରଭାବ ପଡିବ । ଏହି ରାଶିର ବ୍ୟକ୍ତି ମାନଙ୍କର ଭଲ ଦିନ ଆରମ୍ଭ ହେବାକୁ ଯାଉଛି । ଆର୍ଥିକ ସମସ୍ଯା କମ୍ ହେବ ଏବଂ ଚାକିରି କ୍ଷେତ୍ରରେ ଅଧିକ ଉନ୍ନତି ମିଳିବ । ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଅଧିକ ଲାଭ-ବାନ ହେବେ । ଆପଣ ମାନଙ୍କୁ ଧନର କୌଣସି ପ୍ରକାରର ସମସ୍ଯା ଦେଖାଯିବା ନାହିଁ । ପାରିବାରିକ ସମ୍ପର୍କ ଅଧିକ ଦୃଢ ହେବ । ଜମି ସମ୍ବନ୍ଧିତ ବିବାଦର ଅବସାନ ଘଟିବ । ଆପଣଙ୍କ ଉପରେ ଭଗବାନ ଶନିଦେବଙ୍କ ଆଶୀର୍ବାଦ ବନିରହିବ ।

କନ୍ୟା ରାଶି; କନ୍ୟା ରାଶି ମାନଙ୍କର ଧନ-ଲାଭର ମାର୍ଗ ଖୋଲିବାକୁ ଯାଉଛି । ଚାକିରି ଏବଂ ବ୍ୟାପାରରେ ସଫଳତା ମିଳିବାକୁ ଯାଉଛି । ଅଧିକ ସମୟଧରି ଚାଲିଆସୁଥିବା ବିବାଦର ଅବସାନ ଘଟିବ । ଆପଣ ମାନସିକ ଦୁଶ୍ଚିନ୍ତାରୁ ମଧ୍ୟ ଦୂରରେ ରହିବେ । ମକର ରାଶି; ପରିଶ୍ରମ କରିଲେ ଆପଣଙ୍କୁ ତାହାର ଫଳ ନିଶ୍ଚିତ ମିଳିବ । ଲାଭର ଯୋଗ ବନୁଅଛି । ଆପଣ ନିଜର ଚିନ୍ତାଧାରାକୁ ସଠିକ ରଖନ୍ତୁ ଏବଂ ପରିଶ୍ରମ କରି ଚାଲନ୍ତୁ । ପରିବାର ଲୋକଙ୍କ ସହିତ ସମ୍ବନ୍ଧ ଅଧିକ ଭଲ ରହିବ । ଯେଉଁ ମାନଙ୍କର ବିବାହ ହୋଇନାହିଁ, ସେମାନଙ୍କର ବିବାହର ଯୋଗ ବନୁଅଛି ।

sanii

ମିଥୁନ ରାଶି; ଶନିଦେବଙ୍କ ଉଦୟ କାରଣରୁ ମିଥୁନ ରାଶିର ବ୍ୟକ୍ତି ମାନଙ୍କର ଉନ୍ନତିର ପଥ ଖୋଲିବାକୁ ଯାଉଛି । ଆପଣ ମାନଙ୍କର ବିଗିଡି ଯାଇଥିବା ସମସ୍ତ କାମର ପୁନ୍ନରାବୃତି ହେବ । ବିଦେଶ ଯାତ୍ରା କରିବାକୁ ଚାହୁଁଥିଲେ ଆପଣ ମାନଙ୍କ ପାଇଁ ଏହି ସମୟଟି ଭଲ ରହିବ । ଶେୟର ମାର୍କେଟରେ ଲଗାଇଥିବା ସବୁ ଧନରାଶିର ଦୁଇଗୁଣ ଲାଭ ପାଇବେ । ମୀନ ରାଶି; ଆପଣ ମାନଙ୍କର ସବୁ କାର୍ଯ୍ୟରେ ସଫଳତା ହାସିଲ ହେବ । ବ୍ୟାପାରରେ ଲାଭ ମିଳିବ । ଆପଣଙ୍କ ପରିବାରରେ କୌଣସି ପ୍ରକାରର ମଙ୍ଗଳ କାର୍ଯ୍ୟର ଶୁଭ ବାରତା ଉତ୍ତପନ୍ନ ହେଉଅଛି ।

ବିଛା ରାଶି – ଏହି ରାଶିଙ୍କ ଉପରେ ଶନିଦେବଙ୍କର ପ୍ରଚୁର କୃପା ରହୁଛି । ଯେଉଁ କାରଣରୁ ଏମାନଙ୍କର ଆଗାମୀ 3 ରୁ 4 ମାସ ପର୍ଯ୍ୟନ୍ତ ଦିନ ଗୁଡିକ ବହୁତ ଭଲରେ କଟିବ । ଏହା ସହିତ ଏମାନଙ୍କର ଯଦି କୌଣସି ଜମି ଜମା ବିବାଦ ଲାଗି ରହିଥିବ , ତାହା ଏହି ଦିନରେ ପୁରା ହେବାକୁ ଜାଉଛି ।

ବନ୍ଧୁଗଣ ଏହି 4 ଟି ରାଶିଙ୍କ ଭାଗ୍ୟ ଶନିଦେବ ଅତି ଶିଘ୍ର ବଦଳେଇଦେବେ । ଯଦି ଆପଣ ମାନେ ବି ନିଜ ରାଶି , ଜାତକ ଓ ଭାଗ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି , ତେବେ ଗୋଟିଏ ଲାଇକ ନିଶ୍ଚୟ କରନ୍ତୁ । ଲାଇକ କଲେ ଆମେ ଆପମହ୍କୁ ଏହି ବିଷୟରେ ସୁଚନା ପ୍ରଦାନ କରିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *