ଦୁଃଖ ଖବର:- ଏହି ହିରୋଇନଙ୍କର ମୃ-ତ୍ୟୁରେ କାନ୍ଦୁଛି ସିନେ ଜଗତ।

Actress Jayanti

ଆମେ ଆଜି ଆପଣଙ୍କ ପାଖରେ ଆଉ ଏକ ଦୁଃଖଦ ଖବର ନେଇକି ଆସିଛୁ।ଆମେ ଆପଣଙ୍କ ପାଖରେ ସର୍ବଦା ନିଜର ଡେଲି ନିଉଜ ଦ୍ୱାରା ରିଲ ଆଉ ରିଏଲ ଖବର ଆଣିଥାଉ। । ଆମ ଦୈନିକ ଖବର ଆପଣଙ୍କ ପାଖରେ ଓଲିଉଡ ତଥା ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ତଥା ଗାୟକ ଏବଂ ଗାୟିକା ମାନଙ୍କ ବାବଦରେ ବହୁତ କିଛି କଥା କହିବାକୁ ପ୍ରସ୍ତୁତ ଥାଏ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଦୁଃଖଭରା ଖବର ନେଇକି ଆସିଛୁ ,

ଆମେ ଆଜି ଆପଣଙ୍କ ପାଖରେ ବଲିଉଡର ଆପଣଙ୍କ ପ୍ରିୟ ତଥା ଫିଲ୍ମ ଅଭିନେତ୍ରିଙ୍କ ବାବଦରେ କହିବାକୁ ଯାଉଛୁ। ତାଙ୍କର ଦେହାନ୍ତ ପୁରା ଫିଲ୍ମ ଜଗତକୁ ହି ଶୋକରେ ବୁଡ଼େଇ ଦେଇଛି ଆଉ ତାଙ୍କର ଦେହାନ୍ତର କାରଣ ଏଯାଏ ଜାଣି ପାରିନାହୁଁ ଆମେ। ଖାଲି ବଲିଉଡ ହି ନୁହଁ ବରଂ ଓଲିଉଡର ଅଭିନେତା ମନେ ମଧ୍ୟ ଶୋକରେ ଅଛନ୍ତି। ଆଜି ଆମେ ତାଙ୍କରି ବାବଦରେ କଥା ହେବା ଆଉ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଖବର ବାବଦରେ।

Actress Jayanti

ଆମ ଦେଶରେ କଳାକାର ମାନନକର ବସବାସ ରହିଥାଏ। ଏହି ଦେଶର କୋଣ ଅନୁକୋଣରେ କଳାକାର ମାନେ ବସବାସ କରନ୍ତି। ଏମାନଙ୍କର ଅବସ୍ଥିତି ଆମ ମାନଙ୍କର ଦେଶର ସିନେମା ଜଗତକୁ ବହୁତ ଉପରକୁ ନେଇଯାଇଥାଏ। ତେବେ ତାହା ସଙ୍ଗୀତ ହେଉ ଅଥବା ଅଭିନୟ, ନାଚ ହେଉ ଅଥବା ନିର୍ଦ୍ଧେଶନା, ଭାରତ କେଉଁଥିରେ ବି ପଛୁଆ ନାହିଁ । ଭାରତ ସବୁ ବର୍ଗର ସବୁଠୁ ଉପରେ ଅଟେ। ତେବେ ଆମେ ଆର ପୂର୍ବ ଦୁଇ କି ତିନି ବର୍ଷ ଭିତରେ ଅନେକ କଳାକାର ମାନଙ୍କୁ ହରେଇଛୁ। ଏହି ମହାମାରୀ ସମୟରେ ଆହୁରି ଅଧିକ କଳାକାର ମାନେ ମୃତ୍ୟୁ ବରଣ କରିଛନ୍ତି। ତେବେ ଆଜି ଆଉ ଜଣେ କଳାକାରଙ୍କ କଥା କହିବାକୁ ଯାଉଛୁ ଆମେ ଯିଏ କି ଆମ ଗହଣରେ ଆଉ ନାହାନ୍ତି।

ଆଜି ଆମେ ଆପଣଙ୍କ ପାଖରେ ବଲିଉଡ ବଡ଼ ଅଭିନେତ୍ରୀ ଜୟନ୍ତୀଙ୍କ ବାବଦରେ କହିବାକୁ ଯାଉଛୁ ଯିଏ କି ଏବେ ଏବେ ହି ମୃତ୍ୟୁ ବରଣ କରିଛନ୍ତି। ସେ ପ୍ରାୟ ୧୦୦ରୁ ଅଧିକ ବଲିଉଡ ଫିଲ୍ମ ମାନଙ୍କରେ କାମ କରି ସାରିଥିଲେ ଆଉ ବୟସ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୭୬ବର୍ଷ ହେଇଥିଲା। ଜୟନ୍ତୀଙ୍କ ମୃତ୍ୟ ସମୟରେ ଅନେକ ଗୁଜବ ଉଠିଥିଲା। ସେହି ସମୟରେ ସେ ଆଗକୁ ଆସି କହୁଥିଲେ କି ସେ ବଞ୍ଚିତ ଅଛନ୍ତି।

Jayanti

ଜଣେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ୬୦ ଏବଂ ୭୦ ଦଶକରେ ଜଣେ ବହୁତ ଅଧିକ ସୁନ୍ଦର ତଥା ବଡ଼ ଅଭିନେତ୍ରୀ ଭାବେ ତାଙ୍କର ଲୋକପ୍ରିୟତା ଥିଲା। ତାଙ୍କର ଏହି ଅକସ୍ମାତ ମୃତ୍ୟୁ ସଭିଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ତାଙ୍କର ଆତ୍ମାକୁ ଶାନ୍ତି ମିଳୁ ଏହା ଆମର ଭଗବାନ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା।

Leave a Reply

Your email address will not be published. Required fields are marked *