ସବୁ ସମୟ ରେ ଅଧିକ ରୁ ଅଧିକ ଗପସପ କରିବା ପାଇଁ ଚେଷ୍ଟା କରନ୍ତି ଏହି ରାଶି ର ଲୋକ ମାନେ …।

rasi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ମାନେ ମଣିଷ ର ରାଶି ଅନୁଜାଇ ସେହି ମଣିଷ ର ପ୍ରକୃତି ବିଷୟ ରେ ଜାଣି ପାରି ଥାଉ । ଏହି କଥା ବି ଆପଣ ମାନେ ଜାଣି ରଖିବା ନିହାତି ଆବଶ୍ୟକ କି ଗୋଟିଏ ମଣିଷ ର ଜନ୍ମ ପରେ ପରେ ତାର ରାଶି ନକ୍ଷେତ୍ର ରୁ ହିଁ ଜଣା ପଡେ କି ସେହି ବ୍ୟକ୍ତି ର ସ୍ୱଭାବ କେମିତି ହେବ ବୋଲି । ତେବେ ସେହି ସବୁ ଶାସ୍ତ୍ର କୁ ଅନୁଧ୍ୟନ କରି ଆମେ ମାନେ ଆଜି ଆପଣ ମାନଙ୍କୁ ସେହି ରାଶି ର ଲୋକ ମାନଙ୍କ ବିଷୟ ରେ ଆପଣ ମାନଙ୍କୁ ଜଣେଇ ଦେବୁ ଯେଉଁ ମାନେ ସବୁ ସମୟ ରେ ଅଧିକ କଥା ବାର୍ତ୍ତା କରିବା ପାଇଁ ପସନ୍ଦ କରନ୍ତି । ତେବେ ଆସନ୍ତୁ ଜାଣିବା । ସେମିତି ରେ ଆଜିର ସମୟ ରେ ଅନେକ ଲୋକ ମାନେ ଏମିତି ରହିଛନ୍ତି ଯେଉଁ ମାନେ ଚୁପ୍ ରହିବା ପାଇଁ ପସନ୍ଦ କରନ୍ତି । ତେବେ ଏମିତି କ୍ଷେତ୍ର ରେ କିଛି ଲୋକ ମାନେ ଏମିତି ବି ରହିଥାନ୍ତି ଯେଉଁ ମାନେ ବହୁତ ଗପସପ କରିବାରେ ମାହିର ରହିଥାନ୍ତି ।

k rashi

କର୍କଟ ରାଶି ।
ବନ୍ଧୁଗଣ ଯେତେବେଳେ ବି ଏମିତି ଲୋକ ମାନେ କାହା ସହିତ ରହିଥାନ୍ତି ତେବେ ସେତେବେଳେ ସେମାନଙଅକ ପାଟି କାହା ସହିତ ନିଶ୍ଚିତ ଚାଲିଥାଏ । ଯେତେବେଳେ ବି ଏହି ପରି ଲୋକ ମାନେ କାହାକୁ ଭେଟନ୍ତି ତେବେ ସେମାନେ ନିଶ୍ଚିତ ଭାବେ ନିଜର ପୁରୁଣା କାହାଣୀ କୁହନ୍ତି । ଏହି ପରି ଲୋକ ମାନେ ଏମିତି ବି ହୋଇଥାନ୍ତି କି । ଏମାନେ ବହୁତ ସମୟ ରେ ସେହି ଗୋଟିଏ କାହାଣୀ କୁ ବାରମ୍ଭାର କହିବା ପାଇଁ ପସନ୍ଦ କରନ୍ତି । ସେମାନେ ଚେଷ୍ଟା କରନ୍ତି କି ଅନ୍ୟ ମାନେ କେହି ତାଙ୍କର ହୃଦୟ ବିଷୟ ରେ ହାଲୁକା ଜାଣନ୍ତୁ ବୋଲି ।

କନ୍ୟା ରାଶି ।
ବନ୍ଧୁଗଣ ଏହି ପରି ଲୋକ ମାନେ ମିଳାମିଶା ପ୍ରବୃତି ର ହୋଇଥାନ୍ତି । ଏହି ଗୁଣ ପାଇଁ ସେମାନେ ଲୋକ ମାନଙ୍କ ସହିତ ଅଧିକ ପରାମର୍ଶ କରିବା ପାଇଁ ଚେଷ୍ଟା କରନ୍ତି । ଏହି ପରି ଲୋକ ମାନେ କିଛି ଜ୍ଞ୍ୟନ ପାଇଁ ବି ଏମାନେ ବହୁତ ସମୟ ରେ ଲୋକ ମାନଙ୍କ ସହିତ ଆଲୋଚନା କରିବା ପାଇଁ ଚେଷ୍ଟା କରନ୍ତି । ଏମାନେ ନିଜର ବିଷୟ ରେ ଲୋକ ମାନଙ୍କ ପାଖରେ ସବୁ ବେଳେ ଅତ୍ୟାବଶ୍ୟକ ଭାବେ କହିବା ପାଇଁ ଚେଷ୍ଟା କରନ୍ତି ।

kumbha rashi

କୁମ୍ଭ ରାଶି ।
ଏହି ରାଶି ର ଲୋକ ମାନେ ସବୁ ସମୟ ରେ ଲୋକ ମାନଙ୍କ ସହିତ ଅନଲାଇନ୍ ରେ ବ୍ୟସ୍ତ ରୁହନ୍ତି ସେମାନେ ଚାଟର ପ୍ରବୃତି ର ହୋଇଥାନ୍ତି । ଏମାନେ ଯେତେ ବେଳେ କାହା ସହିତ ବି ବାର୍ତାଳପ ଆରମ୍ଭ କରନ୍ତି । ସେଷ କରିବା ପାଇଁ ବହୁତ ସମୟ ଲଗାନ୍ତି । ଏହି ପରି ଲୋକ ମାନେ ସବୁ କଥା କୁ ଲୋକ ମାନଙ୍କ ସହିତ ସେୟାର କରିବା ପାଇଁ ଚେଷ୍ଟା କରନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *