ମାଳିକା ଭବିଷ୍ୟବାଣୀ: ମାଳିକା ଦେଲା ପ୍ରମାଣ କେବେ ସରିବ କୋରନା ।

corona

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ମାଳିକା ବଚନ ଅକାଟ୍ୟ ସତ୍ୟ ଅଟେ କାରଣ ବର୍ତମାନ ସମୟ ରେ ଲୋକ ମାନେ ମାଳିକା ବଚନ କୁ ମାନୁ ନ ଥିଲେ ହେଲେ ବର୍ତମାନ ସମୟ ରେ ଯେଉଁ ପରି ସ୍ଥିତି ହୋଇଛି । ଲୋକ ଏହି ମାଳିକା ବଚନ କୁ ମାନିବା ପାଇଁ ବାଧ୍ୟ ଅଟନ୍ତି କାରଣ ଏହି ମାଳିକା ବଚନ ବର୍ତମାନ ର ସ୍ଥିତି ବିଷୟ ରେ ପୂର୍ବ ରୁ ଲେଖା ଥିଲା ଏବଂ ବର୍ତମାନ ସମୟ ରେ ଏହା ଅକ୍ଷରେ ଅକ୍ଷରେ ସତ ହୋଇଛି ।

corona

ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେହି ମାଳିକା ବଚନ ଏବଂ ଆଗକୁ ହେବାକୁ ଥିବା ଘଟଣା ବିଷୟ ରେ କହିବା ପାଇଁ ଚାହିଁବୁ । ତେବେ ମାଳିକା ବଚନ ରେ ଲେଖା ଥିଲା କି ମଣିଷ ତୁଣ୍ଡି ପିନ୍ଧିବ ଏବେ ତାହା ହିଁ ହେଲା ହଜାର ହଜାର ଲୋକ ମାନେ ତୁଣ୍ଡି ପିନ୍ଧି ଥିଲେ ଏବଂ ଶହ ଶହ ଲୋକ ମାନେ ମମୃତ୍ୟୁ ବରଣ କରିଲେ ତେବେ ତୁଣ୍ଡି ବଦଳରେ ଆପଣ ମାନେ ମାସ୍କ ପିନ୍ଧିଛନ୍ତି ।

ସେହି ପରି ମାଳିକା ବଚନ ଅନୁସାରେ ଏହି ମହାମାରୀ 1 ବର୍ଷ 10 ମାସ ରହିବ ମାନେ 2019 ସେପ୍ଟେମ୍ବର ରୁ ଆରମ୍ଭ ହୋଇଥିଲା ଏବଂ ଅକ୍ଟୋବର 2021 ରେ ସେଷ ହେବ ତେବେ ଆଜିର ସମୟରେ କୋରନା ଗରିବ ଏବଂ ଧନୀ ଦେଖୁ ନାହିଁ । ଏହା ସମସ୍ତ ଙ୍କୁ ସଂଙ୍କ୍ରମଣ କରୁଛି । ସେହି ପରି ମାଳିକା ବଚନ ରେ ଲେଖା ରହିଛି କି ମହାମାରୀ ରେ ହଜାର ହଜାର ଲୋକ ମାନଙ୍କ ନିଧନ ହେବ ।

corona

ହେଲେ ମହାମାରୀ ଧନୀ ଗରିବ କିଛି ଦେଖିବ ନାହିଁ । ସେମିତି ରେ ଆଗକୁ କଣ ହେବ ସେହି ବିଷୟ ରେ ଜାଣିବା ପାଇଁ ସମସ୍ତ ଙ୍କ ଇଛା ତେବେ ମହାମାରୀ ଦିନ କୁ ଦିନ ବଢିବାରେ ଲାଗିଛି ସେପ୍ଟେମ୍ବର ମାସ 2021 ଠାରୁ ଏହା କମିବାରେ ଲାଗିବ ଆଉ ସାମାନ୍ୟ ରୋଗ ର ରୂପ ନେବ ତେବେ ଚିନ୍ତା କରିବାର ବିଷୟ ନାହିଁ । ଯେତେ ପାରୁଛନ୍ତି ସତର୍କ ରୁହନ୍ତୁ ଏବଂ ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *