ପ୍ରେମିକାଙ୍କ ହାତ ଧରିଲେ ଓଡ଼ିଆ ସିରିଏଲ ଅଭିନେତା ବିଶ୍ବଭୂଷଣ ପଣ୍ଡା।

Biswabhusan panda

ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତା ବିଶ୍ବଭୂଷଣ ପଣ୍ଡାଙ୍କୁ କିଏ ନ ଜାଣିଛି। ବର୍ତ୍ତମାନ ସେ ଚର୍ଚ୍ଚାରେ ଅଛନ୍ତି ନିଜ ବିବାହ ବନ୍ଧନକୁ ନେଇକି। ସାଙ୍ଗମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡ଼ିଆ ସିରୀଏଲ ଜଗତର ପପୁଲାର ଅଭିନେତା ଏବଂ ଲୋକପ୍ରିୟ ଅଭିନେତା ବିଶ୍ବଭୂଷଣ ପଣ୍ଡା। ତେବେ ବିଶ୍ବଭୂଷଣଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ। ସେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି। ରହିଛି ରହିବି ତୋରି ପାଇଁ ହେଉ କି ସୁଭଦ୍ରାର ଦମଦାର ଶକୁନି ମାମୁର କ୍ୟାରେକ୍ଟର। ସବୁଥିରେ ନିଜର ଅଭିନୟ ଦ୍ଵାରା ନିଜର ଛାପ ଛାଡିଛନ୍ତି ବିଶ୍ବଭୂଷଣ ଏବଂ ସେ ଏବେ ନିଜର କଥା କଥିତ ପ୍ରେମିକକୁ ବିବାହ କରିବାକୁ ଯାଉଛନ୍ତି।

Biswabhusan

ତେବେ ଆମେ ତ କନଫର୍ମ ନୁହ ଶୁଣିବାକୁ ମିଳୁଛି ଯେ ତାଙ୍କ ପ୍ରେମିକା ରୂପାଲି ମହାରଣାଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି ଏବଂ ଖୁବ ଶୀଘ୍ର ଦୁଇ ଜଣଙ୍କୁ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହେବାକୁ ଯାଉଛନ୍ତି।କିଛି ଦିନ ତଳେ ତାଙ୍କର ଏକ ଫଟୋ ବହୁତ ଭାଇରାଲ ହୋଇଥିଲା ଯାହା ଥିଲା ତାଙ୍କ ପ୍ରେମିକାଙ୍କ ସହ। ସେ ଦୁଇ ଜଣ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

କିଛି ଦିନ ତଳେ ତାଙ୍କର ନିର୍ବନ୍ଧ ଏବଂ ବିବାହ ଶେଷ ହୋଇଛି। ତେବେ ଆଗକୁ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ସମୟରେ ଏ ନେଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ଫଟୋ ଟିକୁ ପୋଷ୍ଟ କରିଛନ୍ତି। ଯାହାକି ଯେଉଁଥିରେ ମନ୍ଦିରରେ ବାହାଘର ହେଉ ଥିବାର ଦେଖିବାକୁ ମିଳିଛି।

ମନ୍ଦିରରେ ନିର୍ବନ୍ଧ ହେବାକୁ ମଧ୍ୟ ଦେଖିବାକୁ ମିଳିଛି ଏବଂ ବାହାଘର ହେବାର ଆଶା ମଧ୍ୟ କୋରୋନା ମହାମାରୀ ସମୟରେ କରା ଯାଇପାରେ। ତେବେ ବିଶ୍ବଭୂଷଣ ପଣ୍ଡାଙ୍କ ଅଭିନୟ ତ ଖୁବ ସୁନ୍ଦର।ତେବେ ରୂପାଲି ମହାରଣା ହେଉଛନ୍ତି ଜଣେ ପେଣ୍ଟର ମାନେ ଅର୍ଟିଷ୍ଟ ବା ଚିତ୍ରକର। ଖୁବ ସୁନ୍ଦର ଭଲ ଚିତ୍ର ଆଙ୍କୁଥିବାର ମଧ୍ୟ ଦେଖିବାକୁ ମିଳିଛି।ଜଣେ ଚିତ୍ରକର କୁ ଜଣେ ଅଭିନେତା , ଜଣେ ଆର୍ଟିଷ୍ଟ ଏବଂ ଜଣେ ଆକ୍ଟିଷ୍ଟ ଖୁବ ସୁନ୍ଦର ଯୋଡ଼ି । ଯୋଡ଼ିଟି ଜମୁଛି କହିଲେ ଚଳେ।ତେବେ ରୂପାଲି ମହାରଣା ଏବଂ ବିଶ୍ବଭୂଷଣ ପଣ୍ଡା ଦୁହେଁ ଦୁହିଁଙ୍କୁ ଆଗରୁ ଭଲ ପାଉଥିବା ବେଳେ ମଧ୍ଯ ଶୁଣିବାକୁ ମିଳିଛି।

Biswabhusan panda

ଏହା ମଧ୍ୟ ସେ ନିଜେ ସ୍ବୀକାର କରୁଛନ୍ତି। ତାଙ୍କ ଦୁହିଁଙ୍କର ପ୍ରେମ ସମ୍ପର୍କ କେବେ ଠାରୁ ରହିଛି। ତେବେ ଦୁହିଁଙ୍କର ବିବାହିତ ଜୀବନ ଆଗକୁ କେମିତି ସୁଖମୟ ହେବ ତାହା ରହିଲା ଦେଖିବାର। ତେବେ ଦୁଇ ଜଣଙ୍କୁ କେସ ସିଗ୍ନେଚର ଟିମ ତରଫରୁ ତାଙ୍କ ଆଗକୁ ଆସୁଥିବା ବିବାହିତ ଜୀବନ ପାଇଁ ବେଷ୍ଟ ୱିସ ଓ ସେ ସବୁ ବେଳେ ପାଇଁ ଖୁସିରେ ରୁହନ୍ତୁ।

Leave a Reply

Your email address will not be published. Required fields are marked *