ଝିଅ କୁ ଭୁଲରେ ବି ଏହି ଜିନିଷ କେବେବି ଦିଅନ୍ତୁ ନାହିଁ ତା’ର ସ୍ବାମୀ ର ଆୟୁଷ କମି ଯାଇଥାଏ |

Things

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଝିଅ ର ବାହାଘର ବାପା ମାଆ ଙ୍କ ଜୀବନ ରେ ବହୁତ ବଡ ଖୁସୀ ର ଖବର ହୋଇଥାଏ ଗୋଟିଏ ପଟେ ଝଅ ଘର ବସେଇବାର ଖୁସୀ ଏବଂ ଆଉ ଗୋଟିଏ ପଟେ ଝିଅ କୁ ବିଦା କରିବାର ଦୁଃଖ ରହେ , ସେମିତି ରେ ଝିଅ କୁ ବିଦା କରିବା ସମୟ ରେ ସବୁ ବାରା ମାଆ ଚାହାଁନ୍ତି ସେମାନେ ଝିଅ ଅଣ୍ଟି ରେ ସବୁ କିଛି ଭରି ଦେବା ପାଇଁ ,

ହେଲେ କଣ ଆପଣ ମାନେ ଜାଣନ୍ତି ଝିଅ କୁ ବିଦା କରିବା ସମୟ ରେ ଆପଣ ମାନେ ଯେଉଁ ବସ୍ତୁ ଦିଅନ୍ତୁ ତାହା କିଛି ଶୁଭ ଅଟେ ତ ଆଉ କିଛି ବସ୍ତୁ ଅଶୁଭ ହୋଇଥାଏ , ସେହି ବସ୍ତୁ କୁ କେବେ ବି ଝିଅ କୁ ଦେବା ଉଚିତ୍ ନୁହେଁ । ଏମିତି କରିଲେ ଝିଅ କୁ ପରେ କ୍ଷେତି ହେବ ତେବେ ଆସନ୍ତୁ ସେହି ବସ୍ତୁ ବିଷୟ ରେ ଜାଣି ନେବା ,

ganesha

ତେବେ ପ୍ରଥମେ ବନ୍ଧୁଗଣ ରହିଛି ଗଣେଷ ଙ୍କ ମୃତି ସେମିତି ରେ ଆପଣ ମାନେ ଜାଣି ଥିବେ ଝିଅ ଯେତେ ବେଳେ ବିବାହ ହୋଇ ଯାଏ ତେବେ ଗଣେଷ ଙ୍କ ଆଶ୍ରୀବାଦ ନେଇ କରି ଜାଏ ସେହିଥି ପାଇଁ ଆପଣ ମାନେ କେବେ ବି ଝିଅକୁ ବିଦା କରିବା ସମୟ ରେ ଗଣେଷ ଙ୍କ ମୃତି ଦେବା ଉଚିତ୍ ନୁହେଁ କାରଣ ଝିଅ ମାତା ଲକ୍ଷ୍ମୀ ଙ୍କ ସ୍ୱରୁପ ଏବଂ ଲକ୍ଷ୍ମୀ ଙ୍କ ସହିତ ଘରୁ ଗଣେଷ ବି ଚାଲି ଜାଆନ୍ତି , ସେମିତି ରେ ଆପଣ ମାନେ ଯଦି ଦେବାକୁ ଚାହାଁନ୍ତି ତେବେ ବିରାଜ ମାନ ଆବସ୍ଥାରେ ଗଣେଷ ମୃତି ଦିଅନ୍ତୁ ହେଲେ ଛିଡା ହୋଇଥିବା ମୃତି ଦିଅନ୍ତୁ ନାହିଁ ।

ସେହି ପରି ବନ୍ଧୁଗଣ ଆପଣ ମାନେ କେବେ ବି ନିଜର ଝିଅ କୁ ବିଦା କରିବା ସମୟ ରେ ଝାଡୁ ଦିଅନ୍ତୁ ନାହିଁ ଏମିତି କରିଲେ ଆପଣ ମାନେ ସ୍ୱୟଂ ଲକ୍ଷ୍ମୀ ଙ୍କୁ ତାଙ୍କୁ ଦେଉଛନ୍ତି , ଏହାର ପ୍ରଭାବ ଆପଣ ମାନଙ୍କ ପାରିବାରିକ ଜିବନ ରେ ପଡେ ସେହି ପରି ବନ୍ଧୁଗଣ ଆପଣ ମାନେ କେବେ ବି ଛୁଞ୍ଚି ଚାକୁ ଏମିତି ମୁନିଆ ବା ଧାରୁଆ ବସ୍ତୁ କେବେ ବି ଝିଅ କୁ ଦିଅନ୍ତୁ ନାହିଁ ଏମିତି କରିଲେ ଝିଅ ର କ୍ଷେତି ହେବାର ଆସଂକା ଥାଏ ,

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *