ବିବାହିତ ମହିଳା ନିଜ ସ୍ୱାମୀଙ୍କ ଠାରୁ ସବୁବେଳେ ଏହି କଥା ଲୁଚାନ୍ତି।

ବିବାହିତ ମହିଳା ମାନେ ନିଜର ସ୍ୱାମୀଙ୍କ ଠାରୁ ବହୁତ ଗୁଡିଏ କଥା ଲୁଚାଇ ଥାଆନ୍ତି ଆଉ ତାହା ସେମାନେ ମରିଗଲେ ବି ନିଜର ସ୍ୱାମୀଙ୍କୁ କୁହନ୍ତି ନାହିଁ। ଆଜି ଆମେ ଆପଣଙ୍କ ପାଖରେ ସେହି ସବୁ କଥା ବାବଦରେ ଚର୍ଚ୍ଚା କରିବାକୁ ଯାଉଛୁ କି ବିବାହିତ ମହିଳା ମାନେ ନିଜର ସ୍ୱାମୀଙ୍କ ଠାରୁ କି କି ଯଥା ଲୁଚାଇ ଥାଆନ୍ତି। ତେବେ ଏହି କଥାବସ୍ତୁରେ ଆମେ ଏହା ବାବଦରେ ସମ୍ପୂର୍ଣ ରୂପେ ଚର୍ଚ୍ଚା କରିବା। ତାହା ଆଗରୁ ଆପଣଙ୍କୁ କହି ରଖୁଛୁ କି ଆପଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡ଼ା ରୁହନ୍ତୁ।

ତେବେ ଆପଣ ଯେପରିକି ଜାଣନ୍ତି କି ମହିଳା ମାନେ ନିଜର ଲାଜର ବହୁତ ଫିକର କରନ୍ତି ଆଉ ସେମାନେ ସେଥିପାଇଁ ନିଜର ପୂର୍ବ ଶାରୀରିକ ସମ୍ପର୍କ ବାବଦରେ ନିଜର ସ୍ୱାମୀଙ୍କୁ କିଛି ବି କୁହନ୍ତି ନାହିଁ। ସେମାନେ ଏହା ମଧ୍ୟ କାହାକୁ କୁହନ୍ତି ନାହିଁ କି ତାଙ୍କର ଆଗରୁ କାହା ସହିତ ପ୍ରେମ ସମ୍ପର୍କ ଥିଲା ଅଥବା ଶାରୀରିକ ସମ୍ପର୍କ ଥିଲା। ଏହାଦ୍ୱାରା ତାଙ୍କୁ ଡର ଥାଏ କି ତାଙ୍କ ସ୍ବାମୀ କାଳେ ରାଗିଯିବେ ଅଥବା ନାରାଜ ହେଇଯିବେ।

women

ଦ୍ୱିତୀୟରେ ଜଣେ ମହିଳା ତାର ସ୍ୱାମୀଙ୍କ ପାଖରେ ତାଙ୍କ ପୂର୍ବ ଲଭ ଲାଇଫ ବାବଦରେ ବି କିଛି କହିନଥାନ୍ତି। ତାଙ୍କ ସ୍ବାମୀ ଯଦି ଏହା ବାବଦରେ କିଛି ପଚାରେ ତାହେଲେ ତାଙ୍କୁ ଏପଟ ସେପଟ କଥା କହି ସେ ଭୁଲାଇ ଦେଇଥାନ୍ତି ଅଥବା ସେହି ଜାଗା ଛାଡି ଚାଲି ଯାଇଥାନ୍ତି।

ତୃତୀୟତଃ ଜଣେ ସ୍ତ୍ରୀ ତାର ପୂର୍ବ ବୟଫ୍ରେଣ୍ଡ ବାବଦରେ ସ୍ୱାମୀଙ୍କ ପାଖରେ ସର୍ବଦା ସବୁ କଥା କହିଥାଏ ଆଉ ତାଙ୍କର ସମ୍ପର୍କ ବାବଦରେ ବି ସବୁ କହିଥାଏ ମାତ୍ର ଏହା କେବେ ସେହି ମହିଳା ଜଣକ କହିନଥାଏ କି ତାଙ୍କ ପୂର୍ବ ବୟଫ୍ରେଣ୍ଡ ଭଲ କି ତାଙ୍କର ସ୍ୱାମୀ ଭଲ। କାରଣ ଏହା ତାଙ୍କୁ କହିବାକୁ ସର୍ବଦା କଷ୍ଟ ହେଇଥାଏ। ସେମାନେ ଏହା ବାବଦରେ ନିଜର ମନରେ ଚିନ୍ତା ଅବଶ୍ୟ କରନ୍ତି ମାତ୍ର ତାହା ମୁହଁ ଖୋଲି କେବେ ବି କହି ନଥାନ୍ତି। ଏହା ତାଙ୍କୁ ସର୍ବଦା କଷ୍ଟ ହେଇଥାଏ।

women

ଏହାପର କଥା କଥା କି ଜଣେ ବିବାହିତ ମହିଳା ତାର ସ୍ୱାମୀଙ୍କ ଠାରୁ କିକି ଜିନିଷ ଆଶା କରିଥାଏ। ତାଙ୍କର ସ୍ୱାମୀ ଏହା କରିବା ଦ୍ୱାରା ତାଙ୍କୁ ବହୁତ ଖୁସି ଲାଗେ ମାତ୍ର ସେ କେବେ ବି ଏହା ମୁହଁ ଖୋଲି କହିନଥାନ୍ତି। ସେ ଶାରୀରିକ ସମ୍ପର୍କ ହେଉ ଅଥବା ମାନସିକ ଚିନ୍ତା, ସେ ସବୁକିଛି ତାଙ୍କୁ ଖୁସି ପ୍ରଦାନ କରିଥାଏ। ମାତ୍ର ସେ ତାହା ଲୁଚେଇ ରଖିଥାନ୍ତି।

ଆଉ ଶେଷରେ ଆମେ ଜାଣିବା କି ଜଣେ ବିବାହିତା ମହିଳା ତାଙ୍କର ରୋଜଗାର ର ସବୁ ତଥ୍ୟ ତାଙ୍କ ସ୍ୱାମୀଙ୍କୁ କହିନଥାଏ। କିଛି ନା କିଛି ତଥ୍ୟ ସେ ଲୁଚେଇ ରଖିଥାଏ କାରଣ ତାହା ଜରୁରୀ ସମୟରେ କାମରେ ଆସେ।

Leave a Reply

Your email address will not be published. Required fields are marked *